BREAKING

ରାଇଘର ଭାରତୀୟ ପେଟ୍ରୋଲିୟମ ପମ୍ପ ପାଖରେ କାର ରୁ ଗଞ୍ଜେଇ ଜବତ

ରାଇଘର ଭାରତୀୟ ପେଟ୍ରୋଲିୟମ ପମ୍ପ ପାଖରେ କାର ରୁ ଗଞ୍ଜେଇ ଜବତ


ନବରଙ୍ଗପୁର: ରାଇଘର ପୋଲିସ ଦ୍ୱାରା ଗଞ୍ଜେଇ ଚୋରା ଚାଲଣ ବେଳେ ଦୁଇ ଯୁବକ ଅଟକ !ପ୍ରକାଶ ଥାଉକି ରାତ୍ରି ୧ଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ରାଇଘର ପୋଲିସ ଥାନା ଅଧିକାରୀ ଟଙ୍କଗିରି ଭୋଇଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ରାଇଘର ମୁଖ୍ୟରାସ୍ତା ଭାରତୀୟ ପେଟ୍ରୋଲିୟମ୍ ପମ୍ପ ପାଖେ ଗୋଟିଏ କାର ମଧ୍ୟରେ ଗଞ୍ଜେଇ ଥିବାର ସୂଚନା ପାଇ ରାଇଘର ପୋଲିସ ଦୁଇ ଯୁବକ ଏବଂ କାରକୁ ଅଟକ ରଖିଛନ୍ତି । ସେଥି ମଧ୍ୟରୁ ଜଣେ କାର୍ଯ୍ୟରତ ଆଇ.ଆର.ବି ଫୋର୍ସ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି !କିନ୍ତୁ ରାଇଘର ପୋଲିସ ଦ୍ୱାରା କୌଣସି ପଞ୍ଜିକରଣ କରାଯାଇନାହିଁ !ବର୍ତମାନ ଏହାର ତଦନ୍ତ ଚାଲିଛି, ତଦନ୍ତ କଲାପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ରାଇଘର ଥାନା ଅଧିକାରୀ ସୂଚନା ଦେଇଛନ୍ତି !
TAGS : Ganja, raighar, police

ଗୋ ମାଂସ ଜବତ କରି ଫୋଡିଲେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟ

ବୈପାରିଗୁଡା୧୯.୬.୨୦୨୧:ବୈପାରିଗୁଡା ବ୍ଲକ ବାସିନୀଗୁଡା ଗ୍ରାମରେ ଗୋ ମାଂସ କୁ ରଖିଯାଇଥିବା ନେଇ ଖବର ପାଇବା ପରେ ବୈପାରିଗୁଡା ବ୍ଲକର ବିଶ୍ବ ହିନ୍ଧୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟ ମାନେ ଗ୍ରାମକୁ ଯାଇ ମାଂସ ଜବତ କରିବା ସହ ଗୋଟିଏ ସ୍ଥାନରେ ରଖି ଫୋଡି ଥିବାର ଦେଖିବାକୁ ମିଳିଛି ! ଏହି ପରି ଘଟଣା ଟି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଳକ ଅନ୍ତର୍ଗତ ବାସିନୀଗୁଡା ଗାଁ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ lଉକ୍ତ ଗାଁ ରେ ଗୋ ମାଂସ ଚାଲାଣ କରାଯିବା ନେଇ ଯୋଜନା ଚାଲିଥିବା ବେଳେ ସ୍ଥାନୀୟ ବିଶ୍ୱ ହିନ୍ଦୁ ପରିଷଦ ସଭାପତି ନିରଞ୍ଜନ ସାହୁ ଓ ବଜରଙ୍ଗ ଦଳର ମୁଖ୍ୟ ରଜତଭାଇ ଏବଂ କର୍ମୀ ମାନେ ଗ୍ରାମରେ ପହଞ୍ଚିଥିଲେ । ବିଶ୍ୱ ହିନ୍ଦୁ ପରିଷଦ ଓ ବ...

Prime Odisha June 19, 2021, 8:38 am     838 Views

ଧାନ ବ୍ୟବସାୟୀଙ୍କ ଉପରକୁ ବୋମାମାଡ ଘଟଣା, ଜଣଙ୍କୁ ଗିରଫ କଲା ପୋଲିସ

ବାଲିପାଟଣା,୧୮/୬: ଗତ ୧୬ ତାରିଖରେ ଧାନ ବ୍ୟବସାୟୀଙ୍କ ଉପରକୁ ବୋମାମାଡ ଘଟଣାରେ ଜଣକୁ ଗିରଫ କରିଛି ବାଲିଅନ୍ତା ପୋଲିସ୍ । ଗିରଫ ଅଭିଯୁକ୍ତ ହେଉଛନ୍ତି ପ୍ରତାପରୁଦ୍ରପୁର ସେବା ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀଧର ନନ୍ଦ । ଲକ୍ଷ୍ମୀଧର ଏବଂ ଧାନ ବ୍ୟବସାୟୀ ସଦାଶିବ ମିଶ୍ର ଉଭୟେ କିଛି ପଞ୍ଜିକୃତ ଚାଷୀଙ୍କ ଖାତାରେ ସମବାୟ ସମିତିରେ ଧାନଦେଇ ଭଲ ଟଙ୍କା ରୋଜଗାର କରୁଥିଲେ। ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀଧର ଧାନ ବ୍ୟବସାୟୀଙ୍କୁ ଟଙ୍କା ଦେବାର ଥିଲା । ଲକ୍ଷ୍ମୀଧର ଟଙ୍କା ଦେବା ପାଇଁ ଦିନ ଗଡାଇ ଚାଲୁଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହୋଇଥିଲା । ପରେ ସଦାଶିବଙ୍କୁ ଜୀବନରେ ମାରି ଦେବା ପାଇଁ ଯୋଜନା କରିଥିଲା ଲକ୍ଷ୍ମୀଧର । ଯୋ...

Prime Odisha June 19, 2021, 8:31 am     794 Views

ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ

କରଞ୍ଜିଆ,୧୯/୦୬: ମୟୁରଭଞ୍ଜ ଜିଲାରେ ପୁଣି ଲଜ୍ଜା । ୧୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏପରି ଅଭାବନୀୟ ଘଟଣା ଘଟିଛି ରରୁଆଁ ଥାନା ଅଞ୍ଚଳରେ । ସୂଚନା ଅନୁସାରେ, ଗତ ୧୬ ତାରିଖ ରାତିରେ ଘରେ ସମସ୍ତେ ଶୋଇ ପଡ଼ିଥିବା ବେଳେ ଜଣେ ନାବାଳିକାଙ୍କୁ ପାଟିରେ କପଡା ଦେଇ ୨ ଜଣ ଯୁବକ ଉଠାଇ ନେଇଥିଲେ । ଘର ଠାରୁ କିଛି ଦୂରରେ ସେମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣ ପରେ ପୀଡିତା ତାଙ୍କ ମାଆକୁ ଘଟଣା ସମ୍ପର୍କରେ କହିଥିଲେ । ପରିବାର ବର୍ଗ ଏବାବଦରେ ଶୁକ୍ରବାର ରରୁଆଁ ଥାନାରେ ଅଭିଯୋଗ ହେଇଥିଲା । ସଙ୍ଗେ ସଙ୍ଗେ ରରୁଆଁ ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଜଣ ଅଭିଯୁକ୍ତ ରବି ଚାତାର ଓ ଅତୁଲ ମହାକୁଡ଼କୁ ଗିରଫ କରିଛି । ଶନିବାର ଦୁଇ ଅଭିଯୁକ୍ତଙ୍କୁ ...

Prime Odisha June 19, 2021, 8:22 am     421 Views

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଲମତାପୁଟ,୧୯/୦୬: ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ମାଛକୁଣ୍ଡ ପୋଲିସ । ଆନ୍ଧ୍ର ସୀମାନ୍ତ ଜଲାପୁଟ, ଅଞ୍ଚଳରୁ ଚୋରା ଚାଲଣ ବେଳେ ମାଛକୁଣ୍ଡ ପୋଲିସ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ. ଡ଼ି. ପିଓ.ଙ୍କ ନେତୃତ୍ଵରେ ମାଛକୁଣ୍ଡ ପୋଲିସ ସାନଶଗର ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲା । ଜଲାପୁଟ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଭ୍ୟାନକୁ ଅଟକାଇ ଥିଲା ପୋଲିସ । ଗାଡି ଚାଳକକୁ କାବୁ କରିବା ପରେ ଭ୍ୟାନକୁ ଯାଞ୍ଚ କରିବାରୁ ଭ୍ୟାନ ଡାଲାରେ ୧୫ଟି ବସ୍ତାରେ ପ୍ରାୟ ଅଢେଇ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା । ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋ...

Prime Odisha June 19, 2021, 8:21 am     708 Views

ସାଇବର ଠକଙ୍କ ପଞ୍ଝାରେ ପଡି‌ଥିଲେ ୪୨ ମାଟ୍ରିକ୍‌ ଛାତ୍ରଛାତ୍ରୀ!

ରାଉରକେଲା: ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ପାସ୍‌ କରାଇ ଦେବାକୁ କହି ଜିଲ୍ଲାର ମାଟ୍ରିକ୍‌ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଲୁଟିବାକୁ ଚାଲ୍‌ କରୁଥିବା ସାଇବର ଠକକୁ ଠାବ କରିବାକୁ ଖୋଳତାଳ ଆରମ୍ଭ କରିଛି ବୀରମିତ୍ରପୁର ପୁଲିସ। ଆଜି ସୁନ୍ଦରଗଡ ଏସ୍‌ପି ସାଗରିକା ନାଥ ବୀରମିତ୍ରପୁର ଥାନା ଗସ୍ତ ଅବସରରେ ସାଇବର ମାମଲାକୁ ଗୁରୁତର ସହ ନେଇଛନ୍ତି। ଥାନା ପରିସରରେ ଆୟୋଜିତ ଆଇନଶୃଙ୍ଖଳା ବୈଠକରେ ଘଟଣାର ତଦନ୍ତ କରିବାକୁ ବୀରମିତ୍ରପୁର ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସେପଟେ ଯେଉଁ ଛାତ୍ରଛାତ୍ରୀଙ୍କୁ ଅଜଣା କଲ୍‌ରୁ ଫୋନ ଆସିଥିଲା, ସେମାନଙ୍କ ମଧ୍ୟରୁ କିଛି ଛାତ୍ରଙ୍କ ମୋବାଇଲକୁ ନେଇ ପୁଲିସ ଯାଞ୍ଚ ଆରମ...

Prime Odisha June 19, 2021, 8:16 am     405 Views

ଜନ୍ମଦାତା ବାପା-ମା’ ହେଲେ ପୁଅ ପାଇଁ ଅଲୋଡା

ଡାବୁଗାଁ: ଭୋକର ଜ୍ଵାଳାକୁ ବଳିଗଲା ପୁଅର ନିର୍ଯାତନା। ଜନ୍ମରୁ ନାନା ଅଳିଅଳ ଝଡ଼ ଜଞ୍ଜାଳ ସହି ପୁଅ ଟିକୁ ବଡ଼ କରିଥିଲେ ବାପା ଓ ମା। ପୁଅଟି ବଡ଼ ହେଲେ ଶୁଖ ଦୁଃଖର ସାଥୀ ହୋଇ ବାପା ମା’ର ସେବା କରିବ। ଏହି ଆଶା ନେଇ ପୁଅଟିକୁ ଲାଳନ ପାଳନ କରି ବଡ଼ କରିଥିଲେ ବାପା ମା’। କିନ୍ତୁ ପୁଅଟି ବାପା ଓ ମାଆଙ୍କୁ ଲାଳନ ପାଳନ କରିବା ବଦଳରେ ନିର୍ଯାତିତ କରି ରଖିଛି। ବାପା-ମା’ଙ୍କୁ ପୁଅ ତଡା ଦେବା ପରେ ଏକ ଶୌଚାଳୟ ଭିତରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ଏକ ଦମ୍ପତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭରତଗୁଡ଼ାରେ ଦେଖିବାକୁ ମିଳିଛି ଏପରି ଘଟଣା। ଭରତଗୁଡ଼ାରେ ଦୀର୍ଘବର୍ଷ ହେଲା ପୂର୍ଣ୍ଣ ଗୌଡ଼ ୪୬ ଓ ସ୍ତ୍ରୀ ତିଳୋତ୍ତମା ର...

Prime Odisha June 19, 2021, 8:14 am     435 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନୂଆଦିଲ୍ଲୀ: ଆଜି ରାହୁଲ୍‌ ଗାନ୍ଧୀଙ୍କର ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରି ଦିଲ୍ଲୀ କଂଗ୍ରେସ ଜାତୀୟ ର...

ନୂଆଦିଲ୍ଲୀ : କୋଭିଡ୍‌ ଟିକାର କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପଡ଼େନା...

ମୁମ୍ବାଇ ୧୯/୦୬: ଜୁନ୍ ୧୯, ୧୯୮୫ ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କର ୩୬ ତମ ଜନ୍ମ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us