![]() ଭୁବନ:ଚୈତନ୍ୟ ସାହୁ):ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ବିନାୟକ ଇଂଲିଶ ମିଡିୟମ୍ ସ୍କୁଲ ରେ ପାଳିତ ହୋଇଯାଇଛି ଫୁଡ୍ ଫେଷ୍ଟିଭାଲ। ଏହି ଫେଷ୍ଟିଭାଲ ରେ ସ୍କୁଲ ରେ ପଢ଼ୁ ଥିବା ଛାତ୍ର ଛାତ୍ରୀ ଙ୍କ ମା ମାନେ ଭାଗ ନେଇଥିଲେ । ମାଆ ମାନେ ନିଜ ନିଜ ର ଘର ମାନଙ୍କ ରେ ନିଜ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରି ଆଣି ଥାଆନ୍ତି। ଏହି ଖାଦ୍ୟ କୁ ଉପସ୍ଥିତ ଅତିଥି ମାନେ ଚାଖି ଥାଆନ୍ତି ଓ ଏଥି ପାଇଁ ନମ୍ବର ଦେଇ ଥାଆନ୍ତି।ଶେଷରେ ଖାଦ୍ୟର ଟେଷ୍ଟ ଅନୁସାରେ ମା ମାନଙ୍କୁ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ପ୍ରାଇଯି ଦେବା ସହ ମାନ ପତ୍ର ଦିଆ ଯାଇଥାଏ । ଏହି ଫେଷ୍ଟିଭାଲ ରେ ପ୍ରାୟ 30 ରୁ 40 ଜଣ ମା ଭାଗ ନେଇଥିଲେ । କୁନି କୁନି ପିଲା ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହୋଇଥିଲା । |
ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଧିରେ ଧିରେ ଭଗଓ୍ବା ମୟ ହେଉଛି ନବରଙ୍ଗପୁର ଜିଲ୍ଲା। ୨୦୧୭ ପୂର୍ବରୁ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ କୌଣସି ଏକ ନିର୍ଦ୍ଧିଷ୍ଟ ସଂଗଠନ କିମ୍ବା ଅନୁଷ୍ଠାନ ତରଫରୁ ପାଳନ ହେଉଥିଲା ହିନ୍ଦୁ ନବବର୍ଷ। ବର୍ତ୍ତମାନ କିନ୍ତୁ ଗାଁ ଗାଁ ରେ , ପ୍ରତି ବ୍ଲକରେ, ଅଧିକାଂଶ ପଞ୍ଚାୟତ ରେ ପାଳନ ହେଉଛି ହିନ୍ଦୁ ନବବର୍ଷ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ହିନ୍ଦୁ ମହାସଂଘ, ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗଦଳ, ଭଳି ରାଷ୍ଟ୍ରୀୟ ସ୍ତରରେ ସଂଗଠନ ସହିତ ଦେବ ସେନା , ଧର୍ମ ଯୋଦ୍ଧା ସଂଗଠନ, ହିନ୍ଦୁ ଜାଗୃତି ସେନା ଭଳି ଜିଲ୍ଲା ଓ ପ୍ରାଦେଶିକ ସଂଗଠନ ପକ୍ଷରୁ ମଧ୍ୟ ନଗର ସଜା ଚାଲିଛି ନବରଙ୍ଗପୁର ଓ ଉମରକୋଟ ଭଳି ସହର ଗୁଡ଼ିକ ରେ। ରାଷ୍ଟ୍ରୀୟ ସ୍ଵୟଂସେବକ ...
Prime Odisha March 21, 2023, 3:18 am 840 Views
ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଆସନ୍ତା ମାର୍ଚ୍ଚ ୨୨ ତାରିଖ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ହିନ୍ଦୁ ମହାସଂଘ ର ପ୍ରତିଷ୍ଠା ଦିବସ ତଥା ହିନ୍ଦୁ ନବବର୍ଷ। ହିନ୍ଦୁ ମହାସଂଘ ର ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା ଏବଂ ଅନ୍ୟାନ୍ୟ ସାଧୁସନ୍ଥ ଏହି ଅବସରରେ ପ୍ରତ୍ୟେକ ଘରେ ଭଗଓ୍ବା ଧ୍ଵଜ ଲଗାଇବାକୁ ଅନୁରୋଧ କଲେ । ଏହି ଦିନ ଓଡ଼ିଶା ର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଏବଂ ଭାରତର ଅନେକ ସ୍ଥାନରେ ହିନ୍ଦୁ ମହାସଂଘ ର ପ୍ରତିଷ୍ଠା ଦିବସ ତଥା ହିନ୍ଦୁ ନବବର୍ଷ ପାଳିତ ହେବାକୁ ଯାଉଛି । ସମ୍ପୁର୍ଣ୍ଣ ଧାର୍ମିକ ରୀତି ରେ ସମସ୍ତ ଙ୍କୁ ଏହି ଦିବସ ପାଳନ କରିବା ପାଇଁ ସନ୍ଥ ସମାଜ ଅନୁରୋଧ କଲେ।...
Prime Odisha March 20, 2023, 7:31 am 124 Views
ନବରଙ୍ଗପୁର(ବ୍ୟୁର ରିପୋର୍ଟ):ନବରଙ୍ଗପୁର ହିନ୍ଦୁ ଏକତା ବାହିନୀର ଆବାହକ ଗୌରୀ ଶଙ୍କର ସାହୁ ଏବଂ ଶାନ୍ତନୁ ପାତ୍ର ଙ୍କ ପରିଚାଳନା ରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ନବରଙ୍ଗପୁର ଆଖଣ୍ଡଳମଣୀ ମନ୍ଦିର ପରିସରରେ। ଦେବଦାସ ମହାଙ୍କୁଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଯୋଗଦେଇ ହିନ୍ଦୁ ଏକତା ବାହିନୀର କାର୍ଯ୍ୟକ୍ରମ କୁ ଭୁରି ଭୁରି ପ୍ରଶଂସା କରିଥିଲେ। ପ୍ରକୃତରେ ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ନବରଙ୍ଗପୁର ନଗର ରେ ହିନ୍ଦୁ ଏକତା ବାହିନୀର କାର୍ଯ୍ୟ କୁ ହିନ୍ଦୁ ସମାଜ ସବୁଦିନ ପାଇଁ ମନେ ରଖିବ ବୋଲି ସେ ସୂଚିତ କରିଛନ୍ତିି। ଆଗାମୀ ପଣା ସଂକ୍ରାନ୍ତି ରେ ଏକ ବିଶାଳ କାର୍ଯ୍ୟକ୍ରମ ହ...
Prime Odisha March 16, 2023, 9:25 am 747 Views
ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଚଳିତ ବର୍ଷ ହିନ୍ଦୁ ନବବର୍ଷ ଅବସରରେ ହିନ୍ଦୁ ମହାସଂଘର ପ୍ରତିଷ୍ଠା ଦିବସ ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲା ରେ ଏବଂ ଅଧିକାଂଶ ରାଜ୍ୟରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଉଛି। ରାଷ୍ଟ୍ରୀୟ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ ଏହା ଆଜି ପ୍ରେସ ସୂଚନା ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଯେହେତୁ ମହାସଂଘ ର ଶାଖା ଅଧିକାଂଶ ରାଜ୍ୟରେ ଅଛି ତେଣୁ ପ୍ରତିଷ୍ଠା ଦିବସ ପାଳନ ଏଥର ସମସ୍ତ ରାଜ୍ୟରେ ସଂଘର ସଦସ୍ୟଙ୍କ ଦ୍ୱାରା ସନାତନ ହିନ୍ଦୁ ଧର୍ମାବଲମ୍ବୀ ଗହଣରେ ପାଳିତ ହେବ । ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ସାଧୁସନ୍ଥ ମାନଙ୍କ ଗହଣରେ ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ...
Prime Odisha March 10, 2023, 12:30 pm 895 Views
କୋଟପାଡ଼(ଦେବୀ ପ୍ରସାଦ ପଣ୍ଡା):ଡାକ ବିଭାଗ ତରଫରୁ କୋଟପାଡ଼ ଶାଖାର ନୂତନ କାର୍ଯ୍ୟାଳୟ ଆଜି କୋଟପାଡ଼ ସୌରା ସାହିସ୍ଥ ବନ ବିଭାଗ କାଯ୍ୟଳୟ ନିକଟରେ ଉଦ୍ଘାଟିତ ହୋଇ ସାରିଛି.ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ ହେବ ଏହି କାର୍ଯ୍ୟାଳୟ ସହରର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଦୟନୀୟ ଓ ଶଙ୍କଟାପନ୍ନ ଅବସ୍ଥାରେ ଚାଲି ଆସୁଥିଲା.ବିଭାଗ ତଫରୁ ଏସଏସପିଓ ମନୋଜ ପ୍ରଗଡା ଉପସ୍ଥିତ ରହି ଵିଧିବଦ୍ଧ ଭାବେ ଏହି ଶାଖାର ଆଜି ଶୁଭ ଉଦ୍ଘାଟନ କରିଥିବା ବେଳେ ଏସପିଓ ସମରେନ୍ଦ୍ର ସେଠୀ,ଆଇପି ପି. ଦୀନେଶ,ଏସପିଓ ଅମୀୟ ରଞ୍ଜନ ମହାରଣା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିଥିଲେ.ସୁକନ୍ୟା ଯୋଜନା ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଡାକ ବିଭାଗ ଦ୍ୱାରା ବି ପରିଚାଳିତ ହେଉଥିବ...
Prime Odisha March 9, 2023, 1:25 am 434 Views
ଭୁବନ(ଚୈତନ୍ୟ ସାହୁ):ଢେ଼ଙ୍କାନାଳ ଜିଲ୍ଲା ଭୁବନ ରାମ ମନ୍ଦିର ଠାରେ ଭୁବନ ସିନିୟର୍ ସିଟିଜେନ ତରଫରୁ ଏକ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇ ଥିଲା । ଏ ଥିରେ ଟାଟା ମେଡିକାଲ ର ଇନ୍ ଚାର୍ଜ ଗ୍ୟାଷ୍ଟ୍ରୋ ଲୋଜି ପ୍ରଫେସର ସୁଧାଂଶୁ ଶେଖର ହୋତା ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବ୍ଲକ ବିଡିଓ କୈଲ୍ୟାଣ ସୌରଭ ଦାସ । ଭୁବନ ଓ ଭୁବନ ର ଆଖ ପାଖ ଅଞ୍ଚଳରୁ ପ୍ରାୟ 90 ରୁ 100 ଜଣ ଲୋକ ନିଜ ନିଜ ର ଦେହ ଦେଖାଇ ବା ସହିତ ଡାକ୍ତର ଙ୍କ ଠାରୁ ପରାମର୍ଶ ନେଇଥିଲେ । ଏହି ଶିବିରରେ ସିନିୟର୍ ସିଟି ଜେନ ର ସମସ୍ତ କର୍ମ କର୍ତ୍ତା ଯୋଗ ଦେଇଥିଲେ ।
...
Prime Odisha March 3, 2023, 4:05 am 883 Views
Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.
Contact Us : [email protected]