ବାବା କପିଳେଶ୍ୱରଙ୍କ ଭବ୍ୟ ମନ୍ଦିର ନିର୍ମାଣର ଅୟମାରମ୍ଭ ଉଦେଶ୍ୟରେ ପ୍ରସ୍ତୁତି ବୈଠକ
କୋଟପାଡ଼(ଦେବୀ ପ୍ରସାଦ ପଣ୍ଡା):କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ହାଟପଦା ସ୍ଥିତ କପିଳେଶ୍ଵର ମନ୍ଦୀରର ପରିଚାଳନା ତଥା ପୁନର୍ନିର୍ମାଣ ଉଦେଶ୍ୟରେ ଗଠିତ ନୂତନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଇତି ମଧ୍ୟରେ ସ୍ଥାନୀୟ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି.ସଭାପତି ଗଣେଶ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ କିଛି ମହତ୍ବପୂର୍ଣ ନିଷ୍ପତ୍ତି ହୋଇଥିବାର ସୂଚନା ପ୍ରାପ୍ତ ହୋଇଛି. ନୂତନ ମନ୍ଦୀର ନିର୍ମାଣ ପାଇଁ ଅୟମାରମ୍ଭର ପ୍ରଥମ ସୋପାନରେ ଆସନ୍ତା ଜାନୁୟାରୀ 23 ସୋମବାର ଦିନ ସକଳ ଘ 6.30ମି ସମୟରେ ଯଥାବିଧି ପୂଜାର୍ଚନା କରି ପୁରୁଣା ମନ୍ଦୀର ବିଲୋପର ଆୟୋଜନ କରାଯିବାର ଯୋଜନା କରାଯାଇଛି.ଏହି ଅବସରରେ ମାତା ପାର୍ବତୀଙ୍କ ଆସ୍ଥାନ ...
Prime Odisha January 20, 2023, 12:01 pm
142 Views
ସଫଳତା ପରେ ସଫଳତାର ପାହାଚ ଚଢ଼ିବାରେ ବ୍ୟସ୍ତ କୋଟପାଡ଼ କୁନିରାଣୀ ପିଙ୍କି
କୋଟପାଡ଼(ଦେବୀ ପ୍ରସାଦ ପଣ୍ଡା):ମହାରାଷ୍ଟ୍ରର ମରାଠବାଡା ସ୍ଥିତ ଶ୍ରୀ ରମାନନ୍ଦ ଟେକ ୟୁନିଭେର୍ସିଟି ଠାରେ ହୋଉଥିବା ଦଶମ ଜାତୀୟ ପେଙ୍କାକ ସିଲଟ ଚାମ୍ପିୟାନସିପ 2023ରେ କୋଟପାଡ଼ ବ୍ଲକ ଅନ୍ତର୍ଗତ ଏସ ବି ନୂଆଗାଁ ର କୁନିରାଣୀ ବା କୁନି ପ୍ରତିଭା ପିଙ୍କି ହରିଜନ ପ୍ରିଜୁନିୟର ବିଭାଗର ଟୁଙ୍ଗଲରେ ଏକ ସ୍ଵର୍ଣ ମେଡାଲ ଏବଂ ତୁଣ୍ଡିରେ ବ୍ରୋଞ୍ଜ ମେଡାଲ ହାସଲ କରି ଓଡିଶା,କୋରାପୁଟ ତଥା କୋଟପାଡ଼ ପାଇଁ ଗୌରବ ଅଣିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି.ସର୍ବଭାରତୀୟ ସ୍ତରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହଉଥିବା ବେଳେ ଭାରତର 30ଟି ରାଜ୍ୟରୁ ଶତାଧିକ ପ୍ରତିଯୋଗୀ ଏହି ପ୍ରତଯୋଗିତାରେ ଅଂଶ ଗ୍ରହଣ କରିବାର ସୂଚନା ପ୍ରାପ୍ତ ହୋଇଛି.ଏ...
Prime Odisha January 17, 2023, 12:55 pm
335 Views
କାର୍ଯ୍ୟରତ କୁନ୍ଦୁରା ବିଡ଼ିଓଙ୍କ ଧୁମଧାମରେ ବାହାଘର ସମାପନ, ଯୋଗ ଦେଲେ ଜିଲ୍ଲାପାଳ,ସର୍ବଦଳୀୟ ରାଜ ନେତା ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ
କୁନ୍ଦୁରା(ମନୋଜ ଦାଶ):ଗତ ପାଞ୍ଚ ମାସ ହେବ ନୂତନ ଭାବେ ଯୋଗ ଦେଇଥିବା କୁନ୍ଦୁରା ବ୍ଲକ ବିଡ଼ିଓ ସନ୍ଧ୍ୟା ସମରଥଙ୍କ ବାହାଘର ଧୂମଧାମ ରେ ଇତିମଧ୍ୟରେ ଶେଷ ହୋଇ ଯାଇଛି l ଶ୍ରୀମତୀ ସମରଥ ଙ୍କ ନିଜ ଘର ମାଲକାନଗିରି ଜିଲ୍ଲା ସାଲିମ ଗ୍ରାମରେ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ଗୋପୀନାଥପୁର ନିବାସୀ ତଥା ଜଗତସିଂହପୁର ଜିଲ୍ଲାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ କମଲେସ୍ ମହନ୍ତ ଙ୍କ ସହ ତାଙ୍କ ବାହାଘର ହୋଇଛି l କୋରାପୁଟ ସହର ନିକଟରେ ଥିବା ତଥାସ୍ତୁ କଲ୍ୟାଣୀ ମଣ୍ଡପ ଠାରେ ଏହି ଶୁଭ କର୍ଯ୍ୟ ଆୟୋଜନ ହାଇଥିଲା l ଯେହେତୁ କୁନ୍ଦୁରା ବ୍ଲକ ର କାର୍ଯ୍ୟରତ ବିଡ଼ିଓଙ୍କ ବାହାଘର ତେଣୁ ଉକ୍ତ ବ୍ଲକର ସର୍ବଦଳୀୟ ରାଜ ନେତା ଓ ସରକାରୀ କର୍ମଚାରୀ ମାନେ ଯୋଗଦେଇ ଥିଲେ l ଏହ...
Prime Odisha November 29, 2022, 9:22 am
737 Views
ବୈପାରିଗୁଡା ବିଏସ୍ଏଫ୍ ଯବାନଙ୍କ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣଦୌଡ
ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ସ୍ଥିତ ସୀମା ସୁରକ୍ଷା ବାହିନୀ ( ବିଏସ୍ଏଫ୍ ) ୧୫୧ ବିଏନ ପକ୍ଷରୁ ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ରାଷ୍ଟ୍ର ନିର୍ମାତା ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୭ ତମ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଥିବା ବେଳେ ବୈପାରିଗୁଡା ବ୍ଲକରେ ନିୟୋଜିତ ଥିବା ୧୫୧ ବିଏନ ବିଏସ୍ଏଫ୍ ପକ୍ଷରୁ ବୈପାରିଗୁଡା ମୁଖ୍ୟଛକରେ ଏକ ସଭା ଆୟୋଜନ କରି ବୈପାରିଗୁଡା ଅଂଚଳର ଛାତ୍ରଛାତ୍ରୀ, ଜନସାଧାରଣ,ବୃଦ୍ଧିଜୀବି ମାନଙ୍କୁ ନେଇ ଏକ ଗଣଦୌଡ କାର୍ଯ୍ୟକ୍ରମ କରିଥିଲେ । ୧୫୧ ବିଏନର ବିଏସ୍ଏଫ୍ ମୁଖ୍ୟ କମାଣ୍ଡ...
Prime Odisha November 1, 2022, 11:44 am
115 Views
ଅନୁସୂଚିତ ଜନଜାତି ବାଳକ ବାଳିକାଙ୍କ ଲୁକ୍କାୟିତ ପ୍ରତିଭାର ପ୍ରୋତ୍ସାହନ ପାଇଁ କ୍ରୀଡା ପ୍ରତିଯୋଗିତା ଆୟୋଜିତ
କୁନ୍ଦୁରା(ବ୍ୟୁରୋ ରିପୋର୍ଟ):ଆଜି ସ୍ଥାନୀୟ ଶାସ୍ତ୍ରୀ ମୈଦାନ ଠାରେ ବନବାସୀ କଲ୍ୟାଣ ଆଶ୍ରମ ଓଡିଶା ଦ୍ୱାରା ଅନୁସୂଚିତ ଜନଜାତି(ଏସ.ଟି) ପୁଅ ଝିଅଙ୍କ ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରିବା ଓ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଭା ଦେଖାଇବା ନିମନ୍ତେ ଜିଲ୍ଲା ସ୍ତରୀୟ ଖୋଖ ଓ ତୀର ଚାଳନା ପ୍ରତିଯୋଗିତା କରାଯାଇଛି l ଏହି ପ୍ରତିଯୋଗିତା ରେ କୋରାପୁଟ ଜିଲ୍ଲାର ଚଉଦଟି ବ୍ଲକରୁ ଜନଜାତି ଶ୍ରେଣୀର ପୁଅ ଝିଅ ମାନେ ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ଖେଳ ଶିକ୍ଷକଙ୍କ ସହିତ ଆସି ଯୋଗ ଦେଇଥିଲେ l ସକାଳ ଏଗାରଟା ରେ କୁନ୍ଦୁରା ବ୍ଲକ ଅଧ୍ୟକ୍ଷl ରାଜେଶ୍ୱରୀ ପରଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ ସମ୍ଭାଗ ସ...
Prime Odisha October 30, 2022, 5:44 am
763 Views
ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
ନବରଙ୍ଗପୁର:ଡାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ଏମ. ଖୁଟୁଗୁଡା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି, ପାନୀୟଜଳ ସୁବିଧା, ଶ୍ରେଣୀଗୃହ ନିର୍ମାଣ ଓ ଖେଳ ପଡିଆ ନିର୍ମାଣ ଦାବି କରି ଶନିବାର ସକାଳେ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି | ସୂଚନାଯୋଗ୍ୟ:- ଉକ୍ତ ବିଦ୍ୟାଳୟରେ ୧ ମ ଶ୍ରେଣୀରୁ ୮ ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି | ୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଏଥିରୁ ଶିକ୍ଷକ ସଞ୍ଜୟ ଜେନାଙ୍କୁ ଗୋଦମାଗୁଡା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି | ସେଥିରୁ ଜଣେ ପ୍ରଧାନଶିକ୍ଷକ ଯେକି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଆଉ ଜଣେ ଶିକ୍ଷକ ବିଏଲଓ କ...
Prime Odisha October 22, 2022, 11:07 am
833 Views