ହିନ୍ଦୁ ମହାସଂଘର ପଦାଧିକାରୀ ବୈଠକ ଅନୁଷ୍ଠିତ
କୋରାପୁଟ(ବ୍ୟୁରୋ ରିପୋର୍ଟ):ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ତୁରୁଞ୍ଜିଆଗୁଡା ଶିବ ମନ୍ଦିର ଠାରେ ହିନ୍ଦୁ ମହାସଂଘ ର ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ଏକ ଆନୁସଙ୍ଗିକ ବନ୍ଧୁମିଳନ ହୋଇଥିବା ବେଳେ ଏଠାରେ ବିଭିନ୍ନ ମୁଦ୍ଦା ଉପରେ ବିଶେଷ ଆଲୋଚନା କରାଯାଇଥିଲା l ସଂଖ୍ୟାଲଘୁ ନାଁରେ ପ୍ରାଧାନ୍ୟତା ଦେଇ ପ୍ରଶାସନ ହିନ୍ଦୁଙ୍କ ପ୍ରତି କରୁଥିବା ପକ୍ଷପାତିତା ବର୍ତ୍ତମାନ ଅସହ୍ୟ ଓ ନିନ୍ଦନୀୟ ଘଟଣା ଏକ ଆଲୋଚନାର ବିଷୟ ପାଲଟିଥିଲା lଅଖଣ୍ଡ ହିନ୍ଦୁ ରାଷ୍ଟ୍ରର ସଂକଳ୍ପ ନେଇ ଅଗ୍ରଗତି କରି ଚାଲିଥିବା ହିନ୍ଦୁ ମହାସଂଘ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ହୋଉଥିବା ବ୍ୟାପକ ଧର୍ମାନ୍ତରୀକରଣକୁ ତୀବ୍ର ନିନ୍ଦା କରି ଏଥି ପାଇଁ ଉଚିତ ପଦକ୍ଷେପ ଆଗାମୀ ଦ...
Prime Odisha January 28, 2023, 11:10 am
764 Views
ଚୌସ୍ତରି ତମ ଗଣରାଜ୍ୟ ଦିବସ ହର୍ଷୋଉଲ୍ଲାସରେ ପାଳିତ,କୋଟପାଡ଼
କୋଟପାଡ଼(ଦେବୀ ପ୍ରସାଦ ପଣ୍ଡା):ଭାରତୀୟ ଜାତୀୟତାର ପର୍ବ ଚୌସ୍ତରି ତମ ଗଣରାଜ୍ୟ ଦିବସ ଆଜି ଖୁବ ଆନନ୍ଦ ଉଲ୍ଲାସରେ କୋଟପାଡ଼ର ବିଭିନ୍ନ ଅନୁଷ୍ଠାନରେ ପାଳିତ ହୋଇଯାଇଛି.ସାଧାରଣତନ୍ତ୍ର ଦିବସ ପାଳନ ସମିତି,କୋଟପାଡ଼ ତରଫରୁ ସ୍ଥାନୀୟ ଗାନ୍ଧୀ ଛକସ୍ଥ ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସଭାପତି ତହସିଲଦାର ଶକ୍ତି ମହାପାତ୍ର ମହୋଦୟ ପତାକା ଉତୋଳନ କରି ଜନସାଧାରଣଙ୍କୁ ଭାରତୀୟ ସମ୍ବିଧାନର ସାର୍ବଭୌମତ୍ବ ଓ ଅନେକତା ମଧ୍ୟରେ ଏକତା ବିନ୍ଦୁ ଉପରେ ଉଦ୍ବୋଧନ ଦେଇ ଦୃଷ୍ଟି ଆକର୍ଷଣ କରି ଥିଲେ ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରାଙ୍କ ସହ ଅଧକ୍ଷ ଏମ ଶଙ୍କର ରାଓ ସମସ୍ତ କାଉନ୍ସିଲର,ବିଧାୟିକା ପ୍ରତ...
Prime Odisha January 26, 2023, 1:28 am
675 Views
ବୈପାରିଗୁଡାରେ ଜାତୀୟ ମତଦାନ ଦିବସ କାର୍ଯ୍ଯକ୍ରମ ଅନୁଷ୍ଠିତ
ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଆଜି ୧୩ ତମ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଛି ! ଆୟୋଜିତ କାର୍ଯ୍ଯକ୍ରମରେ ବୈପାରିଗୁଡା ବିଡିଓ ଅଭିମନ୍ଯୁ କବି ଶତପଥି ଅଧ୍ଯକ୍ଷତା କରି ଗଣତନ୍ତ୍ର ରାଷ୍ଟ୍ରରେ ମତଦାତାଙ୍କ ଅଧିକାର ହିଁ ଶ୍ରେଷ୍ଠ ଓ ନିର୍ତ୍ତିକ ମତଦାନ ବୋଲି ପ୍ରକାଶ କରିଛନ୍ତି ! ବୈପାରିଗୁଡା ସହିଦ ଲକ୍ଷ୍ମଣ ନାୟକ କନିଷ୍ଠ ଓ ଡିଗ୍ରୀ ମହାବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ କଲେଜରୁ ବାହାରି ବୈପାରିଗୁଡା ସହର ପରିକ୍ରମା କରିବା ସହ ସମସ୍ତ ନାଗରିକ ମତଦାନ କରିବା ଉଦେଶ୍ଯ ବାର୍ତ୍ତା ଦେଇ ସ୍ସାେଗାନ ମାଧ୍ଯମରେ ବ୍ଲକ ପରିସର ଭିତରେ ପହଞ୍ଚିଥିଲେ ! ବିଡିଓ ଅଭିମନ୍ଯୁ କବି ଶତପଥି ,ଅଧ୍ଯକ୍...
Prime Odisha January 25, 2023, 3:39 am
638 Views
ଡାବୁଗାଁ ବିଜେପି ତରଫରୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ଦିଆଗଲା ଦାବିପତ୍ର
ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ପ୍ରଶାସନିକ ଶୀଥିଳତା ଏବଂ ଉପଯୁକ୍ତ ଦାୟିତ୍ୱବୋଧର ଅଭାବ ଯୋଗୁଁ ସାରା ଓଡ଼ିଶାରେ ହୋଉଥିବା ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନର ପ୍ରକ୍ରିୟା ଭାରତୀୟ ଜନତା ପାର୍ଟି କରି ଆସୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ରେ ହେଉଥିବା ଅନିୟମିତତା ଓ ବ୍ୟାପକ ଦୁର୍ନୀତି ବିରୋଧରେ ରାଜ୍ୟ ବିଜେପିର ନିର୍ଦ୍ଦେଶକ୍ରମେ ଡାବୁଗାଁ ବିଜେପି ତରଫରୁ ସ୍ଥାନୀୟ ବିଡିଓଙ୍କ ଜରିଆରେ ଓଡ଼ିଶାର ମୂଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଦିଆଗଲା ଏକ ଦାବୀପତ୍ର। ଏହି ଦୁର୍ନିତି ଡାବୁଗାଁ ଅଞ୍ଚଳରେ ମଧ୍ୟ ସୀମା ଟପିବାର
ଦୃଷ୍ଟାନ୍ତ ରହିଛି l ଏହି ଅବସରରେ ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ବରିଷ୍ଠ ବିଜେପି ନେତା ଜୟନ୍ତ କ...
Prime Odisha January 25, 2023, 1:23 am
969 Views
5T ଅଧୀନରେ ହୋଇଥିବା କାମରେ ମହା ଦୁର୍ନୀତି । ଚୂନ ଲିପି 35 ଲକ୍ଷ ଟଙ୍କା ଚଳୁ କରିବାକୁ ପ୍ରୟାସ
ଭୁବନ(ଚୈତନ୍ୟ ସାହୁ):5t ଅଧୀନରେ ଯେଉ କାମ ଚାଲିଛି ତାହା କାହା ସ୍ବାର୍ଥ ପାଇଁ। ଛାତ୍ର ଛାତ୍ରୀ ନା ଯନ୍ତ୍ରୀ ଓ ଠିକାଦାର ଙ୍କ ସ୍ଵାର୍ଥ ପାଇଁ। ଆମେ କହିବାର ଅର୍ଥ ହେଉଛି ମୋ ସ୍କୁଲ ଅଭିଯାନ ଜରିଆରେ 5t ରୁ ଆସିଥିବା 35 ଲକ୍ଷ ଟଙ୍କା କୌଣସି ନୂଆ କାମ ନ କରି ପୁରୁଣା ଘରେ ଖାଲି ଚୂନ ଲିପି ସବୁ ଟଙ୍କା ଚଳୁ କରିବାକୁ ବସିଛନ୍ତି କନିଷ୍ଟ ଯନ୍ତ୍ରୀ ଜଣଙ୍କ । ଏ ବାବଦରେ 5t ଓଡିଶା ସରକାର ଓ ସ୍ଥାନୀୟ ଜିଲ୍ଲାପାଳ ଙ୍କୁ ଦୀର୍ଘ ଆଠ ମାସ ହେଲା ଜଣାଇ ଥିଲେ ମଧ୍ୟ ସରକାର ଆଜି ଯାଏଁ କିଛି ପଦକ୍ଷେପ ନେଇ ନାହାନ୍ତି । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଭୁବନ ବାଳିକା ଉଚ୍ଚ ବିଦ୍ୟାଳୟ ର କଥା। 5t ଅଧୀନରେ ଆସିଥିବା 35 ଲକ୍ଷ ଟଙ୍କା ର କାମକୁ ଭୁବନ nac ର କନିଷ୍ଟ ଯନ୍ତ୍ରୀ ସୁରେନ...
Prime Odisha January 24, 2023, 2:20 am
182 Views
ବିନାୟକ ଇଂଲିଶ ମିଡିୟମ ସ୍କୁଲ ରେ ପାଳିତ ହୋଇଛି ଫୁଡ୍ ଫେଷ୍ଟିଭାଲ
ଭୁବନ:ଚୈତନ୍ୟ ସାହୁ):ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ବିନାୟକ ଇଂଲିଶ ମିଡିୟମ୍ ସ୍କୁଲ ରେ ପାଳିତ ହୋଇଯାଇଛି ଫୁଡ୍ ଫେଷ୍ଟିଭାଲ। ଏହି ଫେଷ୍ଟିଭାଲ ରେ ସ୍କୁଲ ରେ ପଢ଼ୁ ଥିବା ଛାତ୍ର ଛାତ୍ରୀ ଙ୍କ ମା ମାନେ ଭାଗ ନେଇଥିଲେ । ମାଆ ମାନେ ନିଜ ନିଜ ର ଘର ମାନଙ୍କ ରେ ନିଜ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରି ଆଣି ଥାଆନ୍ତି। ଏହି ଖାଦ୍ୟ କୁ ଉପସ୍ଥିତ ଅତିଥି ମାନେ ଚାଖି ଥାଆନ୍ତି ଓ ଏଥି ପାଇଁ ନମ୍ବର ଦେଇ ଥାଆନ୍ତି।ଶେଷରେ ଖାଦ୍ୟର ଟେଷ୍ଟ ଅନୁସାରେ ମା ମାନଙ୍କୁ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ପ୍ରାଇଯି ଦେବା ସହ ମାନ ପତ୍ର ଦିଆ ଯାଇଥାଏ । ଏହି ଫେଷ୍ଟିଭାଲ ରେ ପ୍ରାୟ 30 ରୁ 40 ଜଣ ମା ଭାଗ ନେଇଥିଲେ । କୁନି କୁନି ପିଲା ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ର ସାଂସ୍କୃତିକ କାର୍ଯ୍ୟକ୍ରମ ମ...
Prime Odisha January 22, 2023, 5:19 am
103 Views