BREAKING

ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଦିବ୍ୟାଙ୍ଗ ମୋହନ କୁ ହାତ ବଢାଇଲା ଜିଲ୍ଲା ପ୍ରଶାସନ


ନବରଙ୍ଗପୁର:ଗତ ୧୧.୭.୨୦୨୨ ତାରିଖରେ ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ରାବନ ଗୁଡ଼ା ଗ୍ରାମର ଜଣେ ଆଠ ବର୍ଷର ଦିବ୍ୟାଙ୍ଗ ଛାତ୍ର ମୋହନ ମାଝି ଙ୍କୁ ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା,ବିଡିଓ ରଞ୍ଜିତା ମଲ୍ଲିକ ଙ୍କ ଦ୍ଵାରା ଟ୍ରାଇ ସାଇକେଲ ପ୍ରଦାନ କରାଜାଇଥିଲା। ଏହି ସମନ୍ଧରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଙ୍କୁ ଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଗ୍ରାମରୁ ଆଜି ଶ୍ରୀ ମାଝି ଙ୍କୁ ନବରଙ୍ଗପୁର ଜିଲ୍ଲା ଭିନ୍ନକ୍ଷମ ପୁର୍ନଉଥାନ କେନ୍ଦ୍ର କୁ ଆଣି ଆବଶ୍ୟକୀୟ ଦରକାରୀ ବସ୍ତୁ ଜିଲ୍ଲାପାଳ ଡଃ ମିଶ୍ରଙ୍କ ଉପସ୍ଥିତିରେ ପ୍ରତିରୋପଣ କରାଗଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ନବଘନ ସେଠି, ବିଭୁଦତ୍ତ ସେଠି, ଶିବ ପ୍ରସାଦ ସାହୁ, ଘନଶ୍ୟାମ ବେହେରା, ମିଥୁନ ତ୍ରିପାଠୀ, ତପନ ବେହେରା, ମହେନ୍ଦ୍ର ବିଶୋଇ, ପ୍ରମୁଖ ଯୋଗ ଦେଇଥିଲେ।

ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ

ଭୁବନ ପୋଲିସ ର ଫ୍ଲାଗ ମାର୍ଚ୍ଚ

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନର ପ୍ରସିଦ୍ଧ ଦଶହରା ଓ ବଳଦ ଯାତ୍ରା କୁ ଶାନ୍ତି ଶୃଙ୍ଖଳା ବଜାୟ ରଖି ପୂଜା ପାଳନ କରିବା ପାଇଁ ଆଜି ସନ୍ଧ୍ୟା ରେ ଭୁବନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ କାମାକ୍ଷା ନଗର ଏସ୍ଡ଼ିପିଓ ରଞ୍ଜନ କୁମାର ଦେଓ ଙ୍କ ତତ୍ତ୍ଵାବଧାନରେ ଭୁବନ ସହର ର ଗଳି କନ୍ଧି ପୋଲିସ ର ଫ୍ଲାଗ ମାର୍ଚ୍ଚ କରିଥିଲା । ଏହା ଦ୍ବାରା ପୋଲିସ ତରଫରୁ ଭୁବନ ଜନସାଧାରଣ ଙ୍କ ପାଇଁ ବାର୍ତ୍ତା ଗଲା ଯେ ସମସ୍ତେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଏହି ପ୍ରସିଦ୍ଧ ଦଶହରା ଓ ବଳଦ ଯାତ୍ରାକୁ ଉପଭୋଗ କରନ୍ତୁ। ଏଣୁ ଆଜି ସନ୍ଧ୍ୟାରେ ଭୁବନ ଥାନା ତରଫରୁ ଭୁବନ କାଳୀ ବଜାର ଠାରୁ ପୋଲିସ ର ଫ୍ଲାଗ୍ ମାର୍ଚ୍ଚ ଆରମ୍ଭ ହୋଇ ଭୁବନ ସହର ସାରା ଫ୍ଲାଗ ମାର୍ଚ୍ଚ କରାଗଲା ଏହି ପ୍ଳାଗ ...

Prime Odisha October 3, 2022, 2:54 am     874 Views

ଭିଜିଲାନ୍ସ ଜାଲରେ କିରାଣୀ

ଵୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ଵୈପାରିଗୁଡା ତହସିଲ କାର୍ଯ୍ୟଳୟ ଠାରେ ଭିଜିଲାନ୍ସ ଚଢ଼ାଉ ! ଟ ୫୦୦୦ ହଜାର ଲାଞ୍ଚ ନେଉଥିବା ସମୟରେ ଭିଜିଲାଙ୍କର ଡିସପି ଙ୍କ ହାତରେ ଧରପୋଡିଲେ ସିନିୟରକିରାଣୀ !ଏକ ଜମି ଜମା ପଟା ବାବଦକୁ ଵୈପାରିଗୁଡା ବାସିନ୍ଦା ଶ୍ରୀ ମାନସ ମହାନ୍ତି ଙ୍କ ବହୁତ ହଇରାଣ କରୁଥିବା ବେଳେ ପଟା କୋରେଇ ଦେବା କହି ୫୦୦୦ ହଜାର ଲାଞ୍ଚ ମାଗିଥିଲେ ଓ ଲାଞ୍ଚ ନେଉଥିବା ସମୟରେ ସିନିୟର କିରାଣୀ ଶ୍ରୀ ସତ୍ୟନାରାୟଣ ଦଳେଇ ଡିସପି ଶ୍ରୀ ସୁଶାନ୍ତ କୁମାର ବିଶ୍ବାଳ ଓ ଭିଜିଲାନ୍ସ ଟିମ ଙ୍କ ଦ୍ଵାରା ଧରା ପଡିଲେ !...

Prime Odisha September 27, 2022, 4:36 am     134 Views

ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପାଇଁ କଲେଜରେ ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ

ନବରଙ୍ଗପୁର:ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବିଭିନ୍ନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଆଜି କଲେଜ ପରିସର ମଧ୍ୟରେ ଏକ ନୂତନ ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି। ଆଜି ଅପରାହ୍ନରେ କଲେଜ ଗଭର୍ଣିଂ ବଡ଼ି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିକ୍ଷକ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର, କନିଷ୍ଠ ଯନ୍ତ୍ରୀ ପଣ୍ଡା , କଲେଜ ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ଵାଳ, ଆଲୁମିନା ଏସୋସିଏସନ ଆବାହକ ତଥା ଅଧ୍ୟକ୍ଷ ଗଣେଷ ଦାସ, ସହ ଆବାହକ ସଙ୍ଗୀତା ତ୍ରିପାଠୀ, ଉପସଭାପତି ପ୍ରଭାକର ପାତ୍ର, ସହ ସଂପାଦକ ଦେବଦାସ ମହଙ୍କୁଡ, ଆଇନ ପରାମର୍ଶଦାତା, ରାମ ପ୍ରସାଦ ପାତ୍ର, ସମରେଶ ଗନ୍ତାୟତ, ସ...

Prime Odisha September 22, 2022, 10:54 am     107 Views

ବୈପାରିଗୁଡ଼ାରେ ବାଲିଯାତ୍ରା ପାଳିତ ଆଦିବାସୀଙ୍କ ଗଣପର୍ବ କୃଷିଜାତ ଦ୍ରବ୍ୟକୁ ନେଇ ପୁଜାର୍ଚ୍ଚନା

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡ଼ା ବ୍ଳକର ଆଦିବାସୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଚାଷ କାର୍ଯ୍ୟର ଉନ୍ନତି ପାଇଁ ଆଦିବାସୀ ପରମ୍ପରାର ବାଲିଯାତ୍ରା ବୈପାରିଗୁଡା ବ୍ଲକରେ ଅନୁଷ୍ଠିତ ହୋଇଛି । ଓଡିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ କରୋନା କଟକଣା ପାଇଁ ଦୁଇ ବର୍ଷ ହେବ ଏହି ବାଲିଯାତ୍ରା ବୈପାରିଗୁଡା ବ୍ଲକରେ ଫିକା ପଡିଥିବା ବେଳେ ଚଳିତ ବର୍ଷ ବହୁ ଆଡମ୍ବର ସହିତ ବାଲିଯାତ୍ରା ପାଳନ କରାଯାଇଥିବା ବେଳେ କମିଟି ପକ୍ଷରୁ ଦେବୀଙ୍କ ଲାଠି ବୈପାରିଗୁଡା ସହର ପରିକ୍ରମା କରିଥିବାର ଦେଖିବାକୁ ମିଳିଛି । ପ୍ରାୟ ଦୁଇ ଶହ ବର୍ଷର ବାଲିଯାତ୍ରା ପରମ୍ପରା ପ୍ରତି ବର୍ଷ ପରି ଏହି ବର୍ଷ ପାଳନ କରାଯାଇଛି । ଓଡ଼ିଶା...

Prime Odisha September 17, 2022, 11:35 am     120 Views

ସ୍ଲୋଗ- ସାମ୍ବାଦିକଙ୍କୁ ମାଡ଼ ଘଟଣାରେ କଂଗ୍ରେସ ଓ ବିଜେପିର ତିବ୍ରନିନ୍ଦା

ନବରଙ୍ଗପୁର:ପାପଡାହାଣ୍ଡି ଥାନା ପରିସରରେ ସମ୍ବାଦିକ ଙ୍କୁ ଏଏସପି ଜୟକୃଷ୍ଣ ବେହେରା ପାଇପ ଯୋଗେ ପିଟିଥିଲେ ।ଏହାକୁ ରାଜ୍ୟ ସାମ୍ବାଦିକ ସଂଘ ନିନ୍ଦା କରି ଅପରାଧୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛି ।ଏପଟେ ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ପକ୍ଷରୁ ବି ଦୃଢ଼ ନିନ୍ଦା କରାଯାଇଛି ।ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ୭ ଦିନ ଭିତରେ ଯଦି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ, ତେବେ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସ ଓ ବିଜେପି ଦଳର ବରିଷ୍ଟ ନେତ୍ରୁବ୍ରୁନ୍ଦ। ରିପୋର୍ଟ୍ ରବି ନାରାୟଣ ମହାନ୍ତି ପ୍ରାଇମ୍ ଓଡିଶା ନିୟୁଜ୍।...

Prime Odisha September 15, 2022, 10:09 am     833 Views

ବୃଦ୍ଧଙ୍କ ଆତ୍ମହତ୍ୟା

ନବରଙ୍ଗପୁର:ଡାବୁଗାଁ ଥାନା ଅଧୀନ ମୁଦିଗୁଡା ଗ୍ରାମ ପାଖ ମକା କ୍ଷେତରେ ଥିବା ଏକ ଗଛ ରେ ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ନେଇ ବୁଧବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଜଟିଆଗୁଡା ଗ୍ରାମର ରୂପଧର ନାୟକ (୬୫) ମଙ୍ଗଳବାର ସନ୍ଧ୍ୟାରେ ଘରୁ ବାହାରି କେଉଁ ଆଡେ ଚାଲି ଯାଇଥିଲେ | ରାତି ପର୍ଯ୍ୟନ୍ତ ଘର ଲୋକ ମାନେ ଖୋଜ ଖୋଜି କରିଥିଲେ କିନ୍ତୁ ପାଇନଥିଲେ | ରୂପଧର ମୁଦିଗୁଡା ଗ୍ରାମ ପାଖରେ ଥିବା ମକା କ୍ଷେତରେ ଏକ ଜଡି ଗଛରେ ନିଜର ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି | ଏନେଇ ମକା କ୍ଷେତକୁ ଯାଉଥିବା ଲୋକେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ | ପରିବାର ଲୋକେ ଯାଇ ଦେଖିଥିଲେ ଯେ ରୂପଧର ଆତ୍ମହତ୍ୟା କରିଛନ୍ତି | ଏନ...

Prime Odisha August 18, 2022, 5:44 am     513 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦରମହକୁମା ଠାରେ ସୋମବାର ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ମା...

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ବଡକୁମୁଲି ଗ୍ରାମ ପଞ୍ଚାୟତର ଜଣେ ବରିଷ୍ଟ ନାଗରିକ ମଧୁ...

ନବରଙ୍ଗପୁରା:ପାପଡାହାଣ୍ତି ମୃଗବିହାର ପରିସରରେ ବନ୍ୟଜନ୍ତୁ ସପ୍ତାହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ର...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us