BREAKING

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ


ନବରଙ୍ଗପୁର:ଆଜି ଦିନ 10ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ଅଗ୍ନି ପୁର ଗ୍ରାମ ପଞ୍ଚାୟତ ର ମିଟିଂ ହଲ୍ ଠାରେ ଆମ ପୋଲିସ ସମତି ତଥା ପୋଲିସ ପବ୍ଳିକ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇ ଯାଇଛି ଉକ୍ତ ବୈଠକରେ ନବରଙ୍ଗପୁର ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ନବରଙ୍ଗପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ପାହାରୁ ଏମଦ ତଥା iic ମହୋଦୟ ନବରଙ୍ଗପୁର ସହର ରେ ଟ୍ରାଫିକ୍ ଦାୟିତ୍ୱ ରେ ଥିବା କୋଭିଡ୍ ଜୋଧା ଶ୍ରୀଯୁକ୍ତ ଅଶୋକ କୁମାର ଦେଓ ASI ଶ୍ରୀମତୀ ଲୁଗ୍ନୃ ମହୋଦୟା ଏବଂ ଥାନାର ଅନ୍ୟାନ୍ୟ କର୍ମଚାରି ଓ ଗ୍ରାମ ପଞ୍ଚାୟତ ର 11ଗୋଟି ୱ୍।ର୍ଡ ର ୱ୍।ର୍ଡ ସଭ୍ୟ ସଭ୍ୟା ଓ ଗ୍ରା :ପ ର ବୟୋ ଜ୍ୟେଷ୍ଠ ବୃଦ୍ଧିଜିବୀ ଯୁବକ ଯୁବତୀ ଉପସ୍ଥିତ ଥିଲେ ଏବଂ ଉକ୍ତ ବୈଠକରେ ସରପଞ୍ଚ ଅଗ୍ନିପୁର ଗ୍ରା,ପ ଶ୍ରୀ ଦିବାକର ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବୈଠକ ର ଆଭି ମୁଖ୍ୟ ଥିଲା 1,ପୋଲିସ ଓ ଜନସାଧାରଣ ମାନଙ୍କ ମଧ୍ୟରେ ବିଶ୍ୱାସ ଜାଗରଣ କରିବା 2,ବାଲ୍ୟବିବାହ ପ୍ରଥାକୁ ବିରୋଧ କରି ସମ୍ପୂର୍ଣ୍ଣ ବନ୍ଦ କରାଯିବ 3,ଯେଉଁ ମାନେ ଶିଶୁ ଶ୍ରମିକ ତଥା ଶିଶୁ ମାନଙ୍କୁ କୁଲିମଜୁରି ଖଟାଉ ଥାଏ ତା ଉପରେ ରୋକ୍ ଲଗେଇବା 4 ମଦ୍ୟପାନକରି ଗାଡି ଚଳେଇବା ବ୍ୟକ୍ତି ବିଶେଷ ଙ୍କ ଉପରେ ରୋକ୍ ଲଗାଇବା ନିଶା ନିବାରଣ ଓ 5, ଜିଲ୍ଲାରେ କୈ।ଣସି ପ୍ରକାରେ ଗୁଣ୍ଡା ,ଗରଦି ବଦମାସି ଚୋର,ଡକାୟତି,ରେପ ମଡର୍ ନାରି ନିର୍ଯ୍ୟାତନା କୁ ସମ୍ପୂର୍ଣ୍ଣ ବନ୍ଦ କରିବା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଶେଷରେ ସମସ୍ତଙ୍କର ମତାମତକୁ ନେଇ ଏସବୁକୁ ସମ୍ପୂର୍ଣ୍ଣ ବନ୍ଦ କରିବାପାଇଁ ମାନ୍ୟବର ଥାନାଧିକାରୀ ଶ୍ରୀ ଏୟମଦ୍ ମହୋଦୟ ସପଥ ପାଠ କରାଇଥିଲେ ।ଏହି ଗୁରୁତ୍ୱ ଧରଣର ପୋଲିସ ପବ୍ଳିକ ବୈଠକ କୋଭିଡ୍ ପରେ ଜିଲ୍ଲାରେ ପ୍ରଥମେ ଜିଲ୍ଲା ପୋଲିସ ପ୍ରଶାସନ୍ ତରପରୁ ଆୟୋଜିତ କରାଯାଇ ଥିଲା।

ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ

ହିନ୍ଦୁ ମହାସଂଘ ତରଫରୁ ୧୨ଘଣ୍ଟିଆ କୋଡିଙ୍ଗା ବନ୍ଦ ସଫଳ

ନବରଙ୍ଗପୁର:ରାଜସ୍ଥାନ ଉଦୟପୁର ରେ ହିନ୍ଦୁ ଟାଇଲର୍ କହ୍ନେଇଲାଲ ହତ୍ୟା କାଣ୍ଡ ର ପ୍ରତିବାଦ ରେ ଜୁଲାଇ ୩ କୋଡିଙ୍ଗା ବନ୍ଦ ଡାକରା ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ବାଦୀ ସଂଗଠନ "ହିନ୍ଦୁ ମହାସଂଘ" ଦେଇଥିଲା। ଏହି ବନ୍ଦ କୁ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗଦଳ, ଧର୍ମ ଯୋଦ୍ଧା ସଂଗଠନ, ରାଷ୍ଟ୍ରବାଦୀ କୃଷକ ମହାସଂଘ ଓ କୋଡିଙ୍ଗା ବଣିକ ସଂଘ ସମର୍ଥନ କରିଥିଲା। ହିନ୍ଦୁ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର, ଆଇନ୍ ପରାମର୍ଶ ଦାତା ଅରୁଣ ପ୍ରସନ୍ନ ନାୟକ, ରାଷ୍ଟ୍ରୀୟ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ବିଶ୍ବହିନ୍ଦୁ ପରିଷଦ ର କୃପାରାମ ସାହୁ, ସୁନିଲ ବେହେରା, ବାଳକୃଷ୍ଣ ପଟ୍ଟନାୟକ, ଧର୍ମ ଯୋଦ୍ଧା ସଂଗଠନ ର ସତ୍ୟବ୍ରତ ସାମଲ, ପରଜା ସମାଜ ସଭାପତି ବୁଦୁ ଜାନୀ, ଜନଜାତି ମ...

Prime Odisha July 3, 2022, 10:02 am     251 Views

ବନବିଭାଗ କୁ ମିଳିଛି ବଡ଼ ସଫଳତା

ନବରଙ୍ଗପୁର:ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି , ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବନବିଭାଗ କୈାଣସି ସୂତ୍ର ରୁ ଖବର ପାଇ ସେମଳା ଛକ ନିକଟରେ ଛପି ରହିଥିଲେ। ସେମଳା ଛକ ଠାରେ ଅନନ୍ତ ପନକା ବ୍ୟକ୍ତି ଙ୍କ ଠାରୁ କଲରା ପତରିଆ ବାଘ ଛାଲ ଜବତ କରି ଗିରଫ କରାଯାଇଛି l ଏହା ପରେ ଉକ୍ତ ବ୍ୟକ୍ତିଙ୍କ ନାମରେ ବନବିଭାଗ ଦ୍ୱାରା କେସ ଫାଇଲ କରାଯାଇ ତାଙ୍କୁ ଥାନାକୁ ପଠାଇ ଦିଆଯାଇଛି। ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ...

Prime Odisha July 3, 2022, 9:59 am     571 Views

ନବରଙ୍ଗପୁର ମହାବିଦ୍ୟାଳୟ ସ୍ୱର୍ଣ୍ଣ ଜୟନ୍ତୀ: ପ୍ରାକ୍-ପ୍ରସ୍ତୁତି ବୈଠକ

ନବରଙ୍ଗପୁର:ଜିଲ୍ଲା ର ସର୍ବ ପୂରାତନ ମହାବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ ପ୍ରାକ୍-ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ୱାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ଭାବେ ମହାବିଦ୍ୟାଳୟ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ, ଛାତ୍ର ସଂସଦ ର ସମସ୍ତ ସଭାପତି ଓ ସମ୍ପାଦକ ଙ୍କୁ ନେଇ ତଥ୍ୟ ସମ୍ବଳିତ ଏକ ବିବରଣୀ ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଯାଇଛି । ପରବର୍ତ୍ତୀ ସମୟରେ ପୁରାତନ ଆଗ୍ରହୀ ଛାତ୍ର ଛାତ୍ରୀ, ଜିଲ୍ଲା ର ମାନ୍ୟଗଣ୍ୟ ବ୍ୟକ୍ତି, ଜିଲ୍ଲା ପ୍ରଶାସନ ର ଉଚ୍ଚ ଅଧିକାରୀ ଙ୍କୁ ନେଇ ଏକ ସର୍ବସମ୍ମତ୍ତ କମିଟି ଗଠନ କରା...

Prime Odisha July 3, 2022, 9:57 am     974 Views

ଲୁହା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ : ଜଣେ ଆହତ

ବୈପାରିଗୁଡା:(ବିକ୍ରାନ୍ତ କୁମାର ବେବର୍ତ୍ତା):ରାଂଚି-ବିଜୟଓ୍ବାର୍ଡା ଜାତୀୟ ରାଜପଥର ବୈପାରିଗୁଡା ଥାନା ଅନ୍ତର୍ଗତ ବୈପାରିଗୁଡା ମାଲକାନଗିରି ରାସ୍ତାର ମନ୍ତ୍ରୀଆମ୍ବ ଓ ଏହାର ଆଖପାଖ ଅଂଚଳରେ ପ୍ରତିଦିନ କୌଣସି ନା କୌଣସି ସ୍ଥା. ରେ ଦୁର୍ଘଟଣା ଘଟୁଥିବା ବେଳେ ଏହାର ପ୍ରତିକାର ବ୍ଯବସ୍ଥା ପ୍ରତି ରାଜ୍ଯ ସରକାର କିମ୍ବା ପରିବହନ ବିଭାଗ ଦୁଷ୍ଟି ଦେଉନଥିବାରୁ ସାଧାରଣରେ ଘୋର ଅସନ୍ତୋଷ ଦେଖାଯାଉଛି ! କାଲି ଯେଉଁ ସ୍ଥାନରେ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଆଜି ପୁଣି ସେହି ସ୍ଥାନରେ ହିଁ ଏକ ଲୁହା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ବେଳେ ଚାଳକ ଗୁରୁତର ଆହାତ ହୋଇଥିବାର ଶୁଣିବାକୁ ମିଳୁଛି ! କହିବାକୁ ଗଲେ ଅନ୍ଯ ରାଜ୍ଯର ଗାଡି ଗୁଡିକ ହିଁ ଏହି ...

Prime Odisha July 3, 2022, 3:09 am     597 Views

୭୩ତମ ଜିଲ୍ଲା ବନ ମହୋତ୍ସବ ଅବସରରେ ଛତ୍ରଭଟ ଶ୍ମଶାନରେ ଲଗାଗଲା ଦୁଇ ହଜାର ଚାରା ବ୍ରୁକ୍ଷ

ନବରଙ୍ଗପୁର:ଆଜି ୭୩ ତମ ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଛତ୍ରଭଟ ଶ୍ମଶାନ ଠାରେ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଁଳା, ଫାସି, ଆମ୍ବ, ପଣସ, ଜାମୁକୋଳି, ଦେଶୀ ନିମ୍ବ , ବଡ଼ ଚାକୁଣ୍ଡା, ବାହାଡ଼ା, ଅର୍ଜୁନ, କଷି, ଦେବଦାରୁ , କୃଷ୍ଣ ଚୁଡ଼ା, ରାଧା ଚୁଡ଼ା ବୃକ୍ଷ ଆଦି ରୋପଣ କରାଯାଇଥିଲା। ନିଜର ଦୈନନ୍ଦିନ ଜୀବନରେ ହେଉ କିମ୍ବା ଆଗାମୀ ପିଡି ପାଇଁ ସ୍ୱଚ୍ଛ ଅମ୍ଳଜାନ ନିମନ୍ତେ ବୃକ୍ଷ ରୋପଣ ର ବିକଳ୍ପ ଆଉ କିଛି ନାହିଁ ବୋଲି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ବୃ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମତ ପ୍ରକାଶ କରିଥ...

Prime Odisha July 3, 2022, 2:26 am     530 Views

ପାପଡାହାଣ୍ଡି ପୋଲିସକୁ ମିଳିଛି ବଡ ସଫଳତା

ନବରଙ୍ଗପୁର:ପାପଡ଼ାହାଣ୍ଡି ପୋଲିସକୁ ମିଳିଛି ଏ ଅଞ୍ଚକରେ ଚୋରି କରୁଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଦଳକୁ ଧରିବାର ବଡ ସଫଳତା।ପାପଡାହାଣ୍ଡି ଅଞ୍ଚଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରି ହେଉଥିବା ଘଟଣାରେ ଜନ ସାଧାରଣ ଅତିଷ୍ଠ ହୋଇ ଅନ୍ଧାରରେ ଦିନ କାଟୁ ଥିବାବେଳେ ବିଦ୍ୟୁତ୍ ବିଭାଗକୁ ଜଣାଇ ଥିବାରୁ ବିଦ୍ୟୁତ୍ ବିଭାଗ ପାପଡାହାଣ୍ଡି ଥାନା ଅଧିକାରୀ ମୀରା ନାୟକ ଙ୍କ ପାଖରେ ଏଫ୍ ଆଇ ଆର୍ ଦେଇ ଥିଲେ ତା ୨୪/୬/୨୦୨୨ ରେ।ଏନେଇ ଥାନା ଅଧିକାରୀ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରି ଥିଲେ।ଛତିଶଗଡ ଅଞ୍ଚଳରୁ ଆସି ଏ ଅଞ୍ଚଳରେ ଟ୍ରାନ୍ସଫର୍ମର ଚୋରି ରାକେଟ୍ ସକ୍ରିୟ ହୋଇ ୨୨ ଟି ଟ୍ରାନ୍ସଫର୍ମର ଚୋରି କରି ଥିବା ବେଳେ ଉକ୍ତ ଚୋରି କରୁ ଥିବା ଦଳକୁ କଳାହାଣ୍...

Prime Odisha July 3, 2022, 2:27 am     335 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:ରାଜସ୍ଥାନ ଉଦୟପୁର ରେ ହିନ୍ଦୁ ଟାଇଲର୍ କହ୍ନେଇଲାଲ ହତ୍ୟା କାଣ୍ଡ ର ପ୍ରତିବାଦ ରେ ଜୁଲାଇ ୩ କୋଡିଙ...

ନବରଙ୍ଗପୁର:ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି , ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବନବିଭାଗ କୈା...

ନବରଙ୍ଗପୁର:ଜିଲ୍ଲା ର ସର୍ବ ପୂରାତନ ମହାବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ ଦିନରେ ଆୟୋଜିତ ହେବ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us