![]() ଭୁବନେଶ୍ୱର(ପ୍ରାଇମ ଓଡିଶା ବ୍ୟୁରୋ):ବିଜେଡି ନେତାଙ୍କ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଚକମା ଦେଇ ଚାଲିଯାଉଥିବା ଭିଡ଼ିଓ ସାର୍ବଜନିକ ହେଲାପରେ ଆଜି ପୁଣି ଏକ ଘଟଣାରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଗାଡ଼ି ଉପରକୁ କାଳିମାଡ଼ କରିବା ସହିତ କଳାପତାକା ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ। ସାଂସଦ ଶ୍ରୀ ମିଶ୍ର ଆଜି ପୁରୀ ଗସ୍ତରେ ଥିବା ବେଳେ ଭିଆଇପି ରୋଡ୍ ଝାଡ଼େଶ୍ୱରୀ ଛକରେ ଛାତ୍ର କଂଗ୍ରେସର କର୍ମୀ ମାନେ ରାସ୍ତା ଉପରକୁ ଆସି ତାଙ୍କ ଗାଡ଼ି ସାମ୍ନାରେ ନାରାବାଜି କରିବା ସହିତ କଳାପତାକା ପ୍ରଦର୍ଶନ କରିଥିଲେ। ତା’ସହିତ ସାଂସଦଙ୍କ ଗାଡ଼ି ଉପରକୁ କାଳିମାଡ଼ କରିଥିଲେ। ଏହି ଘଟଣାରେ ପୁଲିସ୍ ୮ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିବାର ସୂଚନା ପ୍ରାପ୍ତ ହୋଇଛି l |
ନବରଙ୍ଗପୁର:ରାଜସ୍ଥାନ ଉଦୟପୁର ରେ ହିନ୍ଦୁ ଟାଇଲର୍ କହ୍ନେଇଲାଲ ହତ୍ୟା କାଣ୍ଡ ର ପ୍ରତିବାଦ ରେ ଜୁଲାଇ ୩ କୋଡିଙ୍ଗା ବନ୍ଦ ଡାକରା ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ବାଦୀ ସଂଗଠନ "ହିନ୍ଦୁ ମହାସଂଘ" ଦେଇଥିଲା। ଏହି ବନ୍ଦ କୁ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗଦଳ, ଧର୍ମ ଯୋଦ୍ଧା ସଂଗଠନ, ରାଷ୍ଟ୍ରବାଦୀ କୃଷକ ମହାସଂଘ ଓ କୋଡିଙ୍ଗା ବଣିକ ସଂଘ ସମର୍ଥନ କରିଥିଲା। ହିନ୍ଦୁ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର, ଆଇନ୍ ପରାମର୍ଶ ଦାତା ଅରୁଣ ପ୍ରସନ୍ନ ନାୟକ, ରାଷ୍ଟ୍ରୀୟ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ବିଶ୍ବହିନ୍ଦୁ ପରିଷଦ ର କୃପାରାମ ସାହୁ, ସୁନିଲ ବେହେରା, ବାଳକୃଷ୍ଣ ପଟ୍ଟନାୟକ, ଧର୍ମ ଯୋଦ୍ଧା ସଂଗଠନ ର ସତ୍ୟବ୍ରତ ସାମଲ, ପରଜା ସମାଜ ସଭାପତି ବୁଦୁ ଜାନୀ, ଜନଜାତି ମ...
Prime Odisha July 3, 2022, 10:02 am 618 Views
ନବରଙ୍ଗପୁର:ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି , ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବନବିଭାଗ କୈାଣସି ସୂତ୍ର ରୁ ଖବର ପାଇ ସେମଳା ଛକ ନିକଟରେ ଛପି ରହିଥିଲେ। ସେମଳା ଛକ ଠାରେ ଅନନ୍ତ ପନକା ବ୍ୟକ୍ତି ଙ୍କ ଠାରୁ କଲରା ପତରିଆ ବାଘ ଛାଲ ଜବତ କରି ଗିରଫ କରାଯାଇଛି l ଏହା ପରେ ଉକ୍ତ ବ୍ୟକ୍ତିଙ୍କ ନାମରେ ବନବିଭାଗ ଦ୍ୱାରା କେସ ଫାଇଲ କରାଯାଇ ତାଙ୍କୁ ଥାନାକୁ ପଠାଇ ଦିଆଯାଇଛି।
ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ...
Prime Odisha July 3, 2022, 9:59 am 687 Views
ନବରଙ୍ଗପୁର:ଜିଲ୍ଲା ର ସର୍ବ ପୂରାତନ ମହାବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ ପ୍ରାକ୍-ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ୱାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ଭାବେ ମହାବିଦ୍ୟାଳୟ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ, ଛାତ୍ର ସଂସଦ ର ସମସ୍ତ ସଭାପତି ଓ ସମ୍ପାଦକ ଙ୍କୁ ନେଇ ତଥ୍ୟ ସମ୍ବଳିତ ଏକ ବିବରଣୀ ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଯାଇଛି । ପରବର୍ତ୍ତୀ ସମୟରେ ପୁରାତନ ଆଗ୍ରହୀ ଛାତ୍ର ଛାତ୍ରୀ, ଜିଲ୍ଲା ର ମାନ୍ୟଗଣ୍ୟ ବ୍ୟକ୍ତି, ଜିଲ୍ଲା ପ୍ରଶାସନ ର ଉଚ୍ଚ ଅଧିକାରୀ ଙ୍କୁ ନେଇ ଏକ ସର୍ବସମ୍ମତ୍ତ କମିଟି ଗଠନ କରା...
Prime Odisha July 3, 2022, 9:57 am 248 Views
ବୈପାରିଗୁଡା:(ବିକ୍ରାନ୍ତ କୁମାର ବେବର୍ତ୍ତା):ରାଂଚି-ବିଜୟଓ୍ବାର୍ଡା ଜାତୀୟ ରାଜପଥର ବୈପାରିଗୁଡା ଥାନା ଅନ୍ତର୍ଗତ ବୈପାରିଗୁଡା ମାଲକାନଗିରି ରାସ୍ତାର ମନ୍ତ୍ରୀଆମ୍ବ ଓ ଏହାର ଆଖପାଖ ଅଂଚଳରେ ପ୍ରତିଦିନ କୌଣସି ନା କୌଣସି ସ୍ଥା. ରେ ଦୁର୍ଘଟଣା ଘଟୁଥିବା ବେଳେ ଏହାର ପ୍ରତିକାର ବ୍ଯବସ୍ଥା ପ୍ରତି ରାଜ୍ଯ ସରକାର କିମ୍ବା ପରିବହନ ବିଭାଗ ଦୁଷ୍ଟି ଦେଉନଥିବାରୁ ସାଧାରଣରେ ଘୋର ଅସନ୍ତୋଷ ଦେଖାଯାଉଛି ! କାଲି ଯେଉଁ ସ୍ଥାନରେ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଆଜି ପୁଣି ସେହି ସ୍ଥାନରେ ହିଁ ଏକ ଲୁହା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ବେଳେ ଚାଳକ ଗୁରୁତର ଆହାତ ହୋଇଥିବାର ଶୁଣିବାକୁ ମିଳୁଛି ! କହିବାକୁ ଗଲେ ଅନ୍ଯ ରାଜ୍ଯର ଗାଡି ଗୁଡିକ ହିଁ ଏହି ...
Prime Odisha July 3, 2022, 3:09 am 530 Views
ନବରଙ୍ଗପୁର:ଆଜି ୭୩ ତମ ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଛତ୍ରଭଟ ଶ୍ମଶାନ ଠାରେ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଁଳା, ଫାସି, ଆମ୍ବ, ପଣସ, ଜାମୁକୋଳି, ଦେଶୀ ନିମ୍ବ , ବଡ଼ ଚାକୁଣ୍ଡା, ବାହାଡ଼ା, ଅର୍ଜୁନ, କଷି, ଦେବଦାରୁ , କୃଷ୍ଣ ଚୁଡ଼ା, ରାଧା ଚୁଡ଼ା ବୃକ୍ଷ ଆଦି ରୋପଣ କରାଯାଇଥିଲା। ନିଜର ଦୈନନ୍ଦିନ ଜୀବନରେ ହେଉ କିମ୍ବା ଆଗାମୀ ପିଡି ପାଇଁ ସ୍ୱଚ୍ଛ ଅମ୍ଳଜାନ ନିମନ୍ତେ ବୃକ୍ଷ ରୋପଣ ର ବିକଳ୍ପ ଆଉ କିଛି ନାହିଁ ବୋଲି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ବୃ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମତ ପ୍ରକାଶ କରିଥ...
Prime Odisha July 3, 2022, 2:26 am 389 Views
ନବରଙ୍ଗପୁର:ପାପଡ଼ାହାଣ୍ଡି ପୋଲିସକୁ ମିଳିଛି ଏ ଅଞ୍ଚକରେ ଚୋରି କରୁଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଦଳକୁ ଧରିବାର ବଡ ସଫଳତା।ପାପଡାହାଣ୍ଡି ଅଞ୍ଚଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରି ହେଉଥିବା ଘଟଣାରେ ଜନ ସାଧାରଣ ଅତିଷ୍ଠ ହୋଇ ଅନ୍ଧାରରେ ଦିନ କାଟୁ ଥିବାବେଳେ ବିଦ୍ୟୁତ୍ ବିଭାଗକୁ ଜଣାଇ ଥିବାରୁ ବିଦ୍ୟୁତ୍ ବିଭାଗ ପାପଡାହାଣ୍ଡି ଥାନା ଅଧିକାରୀ ମୀରା ନାୟକ ଙ୍କ ପାଖରେ ଏଫ୍ ଆଇ ଆର୍ ଦେଇ ଥିଲେ ତା ୨୪/୬/୨୦୨୨ ରେ।ଏନେଇ ଥାନା ଅଧିକାରୀ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରି ଥିଲେ।ଛତିଶଗଡ ଅଞ୍ଚଳରୁ ଆସି ଏ ଅଞ୍ଚଳରେ ଟ୍ରାନ୍ସଫର୍ମର ଚୋରି ରାକେଟ୍ ସକ୍ରିୟ ହୋଇ ୨୨ ଟି ଟ୍ରାନ୍ସଫର୍ମର ଚୋରି କରି ଥିବା ବେଳେ ଉକ୍ତ ଚୋରି କରୁ ଥିବା ଦଳକୁ କଳାହାଣ୍...
Prime Odisha July 3, 2022, 2:27 am 647 Views
Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.
Contact Us : [email protected]