![]() ଜୟପୁର:ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଜୁନିୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା,ଜିଲ୍ଲା ଜୁନିୟର ରେଡ଼କ୍ରସ ସାଧନକର୍ମୀ ଶୁଭସ୍ମିତା ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ମ୍ୟାଲେରିଆ ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋକପାତ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ପରିଶେଷରେ ମ୍ୟାଲେରିଆ ରୋଗର ନିରାକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଇଥିଲେ। ରିପୋର୍ଟ:ସିମାଦ୍ରି ଶ୍ରୀନିବାସ ରାଓ,ଜଯପୁର |
![]() |
ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦରମହକୁମା ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଆଜି ସକାଳୁ ଶ୍ରୀମନ୍ଦିରରେ ୩ ଠାକୁରଙ୍କ ରୀତିନୀତି ପରେ ପହଣ୍ଡି କରି ରଥକୁ ନିଆଯାଇଥିଲା | ପୂଜକ ନବୀନ ପାଢୀ ପୂଜାର୍ଚ୍ଚନା କରିଥିଲେ | ଏଥିରେ ଦଇତାପତି ଭାବେ ନୀଳକଣ୍ଠ ମହାପାତ୍ର, ତ୍ରିନାଥ ଦାଶ, ଗୋପାଳ ପାତ୍ର, ପ୍ରଦୀପ ସାହୁ, ରଞ୍ଜନ ମିଶ୍ର ଓ ସୁଜିତ କୁମାର ପାତ୍ର ପ୍ରମୁଖ ୩ ଠାକୁରଙ୍କୁ ପହଣ୍ଡି କରାଇଥିଲେ |ପହଣ୍ଡି ବେଳେ ପଡୋଶି କଳାହାଣ୍ଡି ଜିଲ୍ଲା ଚିଲିଗୁଡା ଓ ବିଜମରା ରୁ କିର୍ତ୍ତନ,ପାପଡାହାଣ୍ଡି ବ୍ଲଜ ସିଙ୍ଗିଗୁଡା ଓ ଡାବୁଗାଁ ର କିର୍ତ୍ତନ ଦଳଙ୍କ କିର୍ତ୍ତନରେ ଜନ ସମାଗମ ବେଶ୍ ମନୋରମ ହୋଇ ଭକ୍ତିମୟ ପରିବେଶ ସ୍ରୁଷ୍ଟି ହୋଇ ...
Prime Odisha July 1, 2022, 9:32 am 316 Views
ନବରଙ୍ଗପୁର:ସୃଜନୀ ପରିବାର,ଚେନ୍ନାଇ ଆନୁକୂଲ୍ୟରେ "ଓଡ଼ିଶାର ଲୋକ ସାହିତ୍ୟ - ଲୋକ ସଂସ୍କୃତି - ଆମ ଅସ୍ମିତା- ଏହି କ୍ରମରେ ଆଲୋଚ୍ୟ ପ୍ରସଙ୍ଗ :“ ସମୃଦ୍ଧ ସାନ୍ତାଳୀ ଭାଷା ଓ ସଂସ୍କୃତି -ଏକ ପର୍ଯ୍ୟାଲୋଚନା ” ଶୀର୍ଷକରେ ଏକ ଆଭାସୀ ( ଅନ୍-ଲାଇନ୍) ଆଲୋଚନାଚକ୍ର ଗତ ତା .୧୯ -୦୬ -୨୦୨୨ ରବିବାର ସନ୍ଧ୍ୟା ୦୬ -୩୦ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ପଦ୍ମଶ୍ରୀ ଡ଼. ଦମୟନ୍ତୀ ବେଶ୍ରା,କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ,ଗବେଷକ ତଥା ବରିଷ୍ଠ ଶିକ୍ଷାବିତ୍ ଯୋଗଦେଇ ସମୃଦ୍ଧ ସାନ୍ତାଳୀ ଭାଷା ଓ ସଂସ୍କୃତିକୁ ନେଇ ଏକ ବିଶେଷ ଆଲୋଚନା ସହ ନୂତନ ଦିଗନ୍ତର ଆଶା ପ୍ରକାଶ କରିଥିଲେ । ଉକ୍ତ ସଭାରେ ବରେଣ୍ୟ ମୁଖ୍ୟ ବକ୍ତା ତଥା ...
Prime Odisha June 20, 2022, 5:05 am 432 Views
ନବରଙ୍ଗପୁର:ମୋଦି ସରକାରଙ୍କ ତାନାସାହି ଶାସନ ବିରୋଧରେ ବିଭିନ୍ନ ନାରା ଦେଇ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପୋଷ୍ଟ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।ଦୀର୍ଘ ଚାରି ଦିନ ଧରି ମାନ୍ୟବର ସାଂସଦ ଭାରତ ବର୍ଷର ଯୁବ ମାନସର ପ୍ରତୀକ ରାହୁଲ ଗାନ୍ଧୀ ଙ୍କୁ ଯେଉଁଭଳି ଭାବରେ ମୋଦି ସରକାର ଇଡି ଜେରା କରି ବାରମ୍ବାର ହଇରାଣ କରୁଛି।ଏହା କୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ କରିବା ବେଳେ ( ଏ ଆଇ ସି ସି ) କାର୍ଯ୍ୟାଳୟ ଆକବର ରୋଡ଼ ଭିତରେ ପଶି ପୁଲିସ ଗୁଣ୍ଡାରାଜ କରି ସାଂସଦ ମାନଙ୍କୁ ଗିରଫ କରିବା ସହ ମହିଳା ସାଂସଦ ମାନଙ୍କୁ ହାତ ଧରି ଟାଣି ନେଉଥିବା ଦେଖିବାକୁ ମିଳିଥିଲା।ମୋଦି ସରକାର କଂଗ୍ରେସ ଦଳ ନେତା ...
Prime Odisha June 17, 2022, 11:19 am 534 Views
କୋଟପାଡ଼(ଦେବୀ ପ୍ରସାଦ ପଣ୍ଡା):କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ଶ୍ରୀମନ୍ଦିରରେ ଆଜି ପବିତ୍ର ସ୍ନାନ ପୁର୍ଣିମା ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ ନିଜ ଲୀଳା ଖେଳ ମୁତାବକ ସ୍ନାନ ଉଦେଶ୍ୟରେ ସ୍ନାନ ମଣ୍ଡପରେ ବିରାଜମାନ ହେବାର ଦେଖା ଦେଇଥିଲା.ଅଗଣିତ ଭକ୍ତଙ୍କ ଭିଡ଼ ଭିତରେ ପଣ୍ଡା ପଡ଼ି଼ହାରୀ ମାନଙ୍କ ଗହଣରେ ଅତ୍ୟନ୍ତ ମନୋଲୋଭ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା କୋଟପାଡ଼ ଶ୍ରୀମନ୍ଦିର ପରିସରରେ. ବ୍ରହ୍ମ ମୁହୂର୍ତ୍ତରୁ ଏହି କର୍ମର ଶୁଭାରମ୍ଭ ହୋଇଯାଇଥିଲା ଏବଂ ନନାଦି ସୁଗନ୍ଧ ପୁଷ୍ପ ଧୂପ ଦୀପ ଆଦି ଉପଚାରରେ ସ୍ନାନ ମଣ୍ଡପରେ ଶ୍ରୀ ଜଗନ୍ନାଥ ଅଗ୍ରଜ ବଳିଆ ଓ ସୁନାନାକି ଭଉଣୀ ସୁଭଦ୍ରାଙ୍କୁ ନେଇ ମାନବୀୟ ଲୀଳା ଖେଳ କରିବାକୁ ମଣ୍ଡପରେ ବିରାଜମାନ ହେବାର ଦେ...
Prime Odisha June 14, 2022, 1:23 am 105 Views
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏନଆଇସି ବୈଠକ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର,ମାନ୍ୟବର ନବରଙ୍ଗପୁର ବିଧାୟକ, ସଦାଶିବ ପ୍ରଧାନୀ, ମାନ୍ୟବର ଉମରକୋଟ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଭରଚୁଆଲ ମୋଡ଼ ଆଲୋଚନାରେ ଭାଗ ନେଇଥିଲେ। ଏହା ସହିତ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଦିବାକର ବାହୁକ, କିଶୋର ନ୍ୟାୟ ପରିଷଦ ସଦସ୍ୟ ସିଦ୍ଧାର୍ଥ ଶଙ୍କର ବେହେରା, ଆଇନ ପରିବୀକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ମାର୍ଥା, ଶିଶୁଅଧିକାରୀ ଆନୁଷ୍ଠାନିକ ଯତ୍ନ ଶ୍ରୀମତୀ କୁନିମୁନି ସ୍ଵାଇଁ ଏବଂ ପାଞ୍ଚ ଜଣ ଶିଶୁଙ୍କର ...
Prime Odisha June 1, 2022, 6:15 am 835 Views
ନବରଙ୍ଗପୁର:ଜିଲ୍ଲାରେ ଆଦିବାସୀ, ହରିଜନ ସମ୍ପ୍ରଦାୟ ଲୋକେ ବସବାସ ବହୁ ମାତ୍ରାରେ କରୁଥିବା ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ସମ୍ପ୍ରଦାୟର ମଧ୍ୟ ଉଣା ଅଧିକେ ରହିଛନ୍ତିନବରଙ୍ଗପୁର ଜିଲ୍ଲା ଦାବୁଗାଁ ବ୍ଲକ ଡଙ୍ଗରିଗୁଡା ଗ୍ରାମ ପଞ୍ଚାୟତ
ବୋରିପଦର ଗ୍ରାମର ୨୧ ବର୍ଷ କଲେଜ ପଢୁଆ ଛାତ୍ର ର ସାହାସ
କୁ ମାନିବାକୁ ପଡିବ।ତାକୁ ତାର ଏପରି ସାହାସିକତା କୁ ସମସ୍ତେ ସାଧୁବାଦ ନ ଦେଇ ରହିପାରିବେ ନାହିଁ।ସେହି ଛାତ୍ରଟି ହେଉଛି ବୋରିପଦର ଗ୍ରାମର ଶିକ୍ଷକ କବି ଡଙ୍ଗ୍ରି ଙ୍କ ପୁଅ ନିହାର ରଞ୍ଜନ ଡଙ୍ଗ୍ରି(୨୧) ସେ ଘରର ଦୀର୍ଘ ୨୦ ବର୍ଷର ପୁରୁଣା ସାଇକେଲ ଧରି
ଯୁକ୍ତ ୩ ରେ ପାଠ ପଢୁଥିବା ଜୟପୁର ଡିଗ୍ରି କଲେଜ କୁ ଗାଁ ରୁ
ବାହାରି ଜୟପୁର ଅଭିମୁଖେ ବାହାରି ଥିଲେ।ଜୟପୁରରୁ ...
Prime Odisha May 29, 2022, 9:03 am 558 Views
Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.
Contact Us : [email protected]