କୁନ୍ଦୁରା ବ୍ଲକର ଗାଁ ଗହଳିରେ ଡି. ଡି. ଟି (DDT) ସିଞ୍ଚନ ସହ ସ୍ୱାସ୍ଥ୍ୟ ସେବା ପ୍ରତି ଧ୍ୟାନଦେବlକୁ ଦାବୀପତ୍ର
କୁନ୍ଦୁରା:କୁନ୍ଦୁରା ବ୍ଲକରେ ରହିଛି 16 ଟି ପଞ୍ଚାୟତ, ଚୋଟ ବଡ଼ ହୋଇ ରହିଛି ୨00 ରୁ ଉର୍ଦ୍ଧ ଗାଁ l ସେଥି ମଧ୍ୟରେ ଦିଗାପୁର, ଘୁମର, ରାଣୀଗୁଡା, ମସିଗାଁ, ବଣୁଆଗୁଡା ଆଦି ପଞ୍ଚାୟତରେ ମ୍ୟାଲେରିଆ, ଝାଡା ବାନ୍ତି ଓ ଡେଙ୍ଗୁ ବଢିଚାଲିଛି l ନିହାତି ଗରିବ ଲୋକ ଗାଁ ଗହଳିରେ ବୁଲୁଥିବା କ୍ଵାକ ମାନଙ୍କ ନିକଟରେ ଚିକିତ୍ସା କରାଉଥିବା ବେଳେ ଅଧିକା ସମସ୍ୟା ହେଲେ ଜୟପୁର ତାପରେ କୋରାପୁଟ ନେଇଁ ଚିକିତ୍ସା କରାଉଛନ୍ତି l ଅତ୍ୟଧିକ ଅସୁସ୍ଥତା ହେଲେ ବିଶାଖାପାଟଣା କିମ୍ବା କଟକ ନେବାକୁ ହେଲେ ଗରିବ ଲୋକ ଭାଗ୍ୟକୁ ଆଦରି ଘରକୁ ନେଇଆସି ଚେରମୁଲି ଚିକିତ୍ସା କରାଉଥିବା ଦେଖିବାକୁ ମିଳିଛି l ଶିକ୍ଷିତ ଲୋକ ଟଙ୍କା ଥିବା ଲୋକ ଅଧିକା ଟଙ୍କା ଖର୍ଚ୍ଚ କରି ଅଧିକା ଚିକିତ୍ସା ପାଇଁ ବାହାରକ...
Prime Odisha August 12, 2022, 6:01 am
588 Views
ପୋଲିସ ପେଟ୍ରୋଲିଙ୍ଗ ବେଲେ ଧରାପଡିଲା ଚୋରା ସୁନା,ଟାର୍ଗେଟ ଗଞ୍ଜେଇ ଥିଲା ହାତକୁ ଆସିଲା ବିସ୍କୁଟ ସୁନା
ବ୍ରହ୍ମପୁର(ନିକୁଞ୍ଜ ବିହାରୀ ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରେ ଚୋରା କାରବାର କିଛି ନୁଆଁ କଥା ନୁହେଁ।କେତେ ବେଳେ ଗଞ୍ଜେଇ ତ କେତେବେଳେ ଗୁଟକା।ହେଲେ ଏବେ ଏକ ଭିନ୍ନ ତରିକାରେ ହେଉଥିଲା ସୁନା ବିସ୍କୁଟ ର ଚୋରା କାରବାର।ପୋଲିସ ହାବୁଡ଼ରେ ପଡିଛନ୍ତି ଚୋରା ସୁନା ବିସ୍କୁଟ ବେପାରୀ।
ଗଞ୍ଜେଇ ଚୋରା ଚାଲାଣ ପାଇଁ ଚାଲିଥିଲା ପେଟ୍ରୋଲିଂ, କିନ୍ତୁ ଧରା ପଡିଲା ସୁନା ଚାଲାଣ ରାକେଟ। ବ୍ରହ୍ମପୁର ସହରରେ ଘଟିଛି ଏଭଳି କିଛି ଘଟଣା।ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ବେଳେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଗଞ୍ଜେଇ ଯାଞ୍ଚ କରୁଥିଲେ । ଏହି ସମୟର...
Prime Odisha August 10, 2022, 11:40 am
554 Views
ଟୁରି ନଦୀ ପୋଲ ଉପରେ ପାଣି ,ନବରଙ୍ଗପୁର ଠାରୁ ରାୟପୁରକୁ ଯୋଗାଯୋଗ ବିଛିନ୍ନ
ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନ ଜୀବନ , ଆଜି ସକାଳୁ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ର ଟୁରି ନଦୀ ଫୁଲି ଉଠିଛି , ଟୁରି ନଦୀ ଉପରେ ପ୍ରବାହିତ ହେଉଛି ଦୁଇ ଫୁଟ ଉଚ୍ଚତା ର ପାଣି , ଯାହାଫଳରେ ନବରଙ୍ଗପୁର ଉମରକୋଟ ଏବଂ ନବରଙ୍ଗପୁର ଠାରୁ ରାୟପୁର କୁ ଯୋଗଯୋଗ ସମ୍ପୂର୍ଣ୍ଣ ଭାବେ ଠପ ହେଇ ପଡିଛି, ନବରଙ୍ଗପୁର ଜିଲ୍ଲା ସହ ଉମରକୋଟ ଏବଂ ପୋଡ଼ସି ଛତିଶଗଡ଼ ରାଜ୍ୟ ର ରାୟପୁର କୁ ସଂଯୋଗ କରୁଥିବା ଇଏ ହଉଚି ମୁଖ୍ୟ ରାସ୍ତା , ରାସ୍ତା ର ଉଭୟ ପାର୍ଶ୍ଵ ରେ ଅଟକି ରହିଛି ଶହ ଶହ ଗାଡି । ଆସନ୍ତା କାଲି ଶ୍ରାବଣ ମାସ ର ଶେଷ ସୋମବାର ହେଇଥିବାରୁ,ବହୁ କାଉଡ଼ିଆ ମଧ୍ୟ ରାସ୍ତା ର ଉଭୟ ପାର୍ଶ୍ଵ ...
Prime Odisha August 7, 2022, 6:37 am
742 Views
କୋରାପୁଟରେ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କୋରାପୁଟ:ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭା ଗୃହ ଠାରେ ୭୬ତମ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ କେବଳ ୨ରୁ ୩ଟି ପୁଲିସ ଦଳକୁ ନେଇ ପ୍ୟାରେଡ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ନିଆଯାଇଥିବା ସୂଚନା ପ୍ରଦାନ କରାଯାଇଛି। ଏହି ଦିବସର ଅବ୍ୟହତି ପୂର୍ବରୁ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଗୁଡିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଅନ୍ୟ କାର୍...
Prime Odisha August 4, 2022, 6:29 am
616 Views
ବ୍ଲକ ସ୍ତରିୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ସଭାଗୃହ ଠାରେ ଶିଶୁ ଅଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ଆଜି ସଭା ଗୃହରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆୟୋଜିତ ଏହି ଏକ ଦିବସିୟ ତାଲିମ ଶିବିରରେ ବ୍ଲକ ଅଧ୍ୟକ୍ଷା ହେମଲତା ମାଝି ଅଧ୍ୟକ୍ଷତା କରି ବ୍ଲକର ଜଣେବି ଶିଶୁ ଯେପରି ସେମାଙ୍କର ଅଧିକାରରୁ ବଞ୍ଚିତ ନ ହୁଅନ୍ତି ସେ ଉପରେ ସମସ୍ତ ସରପଞ୍ଚ ମାନେ ଦାୟିତ୍ଵବାନ ହୁଅନ୍ତୁ ବୋଲି ନବ ନିର୍ବାଚିତ ପଞ୍ଚାୟତ ପ୍ର...
Prime Odisha July 27, 2022, 4:35 am
726 Views
ରାଜନେତା ମାଲାମାଲ କିନ୍ତୁ କୋଷାଗୁମୁଡ଼ା ବେହାଲ୍
ନବରଙ୍ଗପୁର:ସ୍ଥାନୀୟ କୋଷାଗୁମୁଡ଼ା ସଦର ମହକୁମା ସମସ୍ତଙ୍କ ପାଇଁ ରାଜନୈତିକ ପ୍ରାଣ କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରତ୍ୟେକ ଦିନ ଏଠି ବ୍ଲକ ର ସମସ୍ତ ଦଳୀୟ ନେତା, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ,ଉପାଧ୍ୟକ୍ଷ ଆସିଥାନ୍ତି ଓ ନିଜ ନିଜ ଅଞ୍ଚଳ ର ବିକାଶ ପାଇ ବିଭିନ୍ନ ପ୍ରକାରର ଲେଖାଯୋଖା କରିବାରେ ବ୍ୟସ୍ତ ଥାନ୍ତି ,ବେଳେ ବେଳେ ବ୍ଲକ ପରିସର ରାଜନେତା ମାନଙ୍କୁ ନେଇ ଭାରି ବ୍ୟସ୍ତ ଓ ଗହଳି ହୋଇ ଉଠି ଥାଏ। ହେଲେ ଏଠି କାହାର ନଜର କୋଷାଗୁମୁଡ଼ା ସଦର ମହକୁମା ର ବିକାଶ ଉପରେ ଜମା ରୁ ଜଣା ପଡେ ନାହିଁ । ଆଜି ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି ରାଜନୈତିକ କେନ୍ଦ୍ରବିନ୍ଦୁ କୁହା ଯାଉଥିବା କୋଷାଗୁମୁଡ଼ା ସଦରମହକୁମା ର ଦୃଶ୍ୟ । କ...
Prime Odisha July 23, 2022, 11:27 am
205 Views