BREAKING

ଓଡିଶା ପ୍ରାଥମିକ ଶିକ୍ଷକ (ଏନପିଏସ) ସଂଘର ଜିଲ୍ଲା ସ୍ତରୀୟ ବୈଠକ

ଓଡିଶା ପ୍ରାଥମିକ ଶିକ୍ଷକ (ଏନପିଏସ) ସଂଘର ଜିଲ୍ଲା ସ୍ତରୀୟ ବୈଠକ


ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ନର୍ସରୀ ଠାରେ ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ) ସଂଘର ଜିଲ୍ଲା ସ୍ତରୀୟ ବୈଠକ ସଂଘର ଉପସଭାପତି ତ୍ରିପତି ଦଳେଇ ଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଓ ରାଜ୍ୟ ଗଣଶିକ୍ଷା ବିଭାଗର ପତ୍ର ଅନୁଯାଇପ୍ରାଥମିକ ଶିକ୍ଷକ ମାନଙ୍କ ପଦୋନ୍ନତି ନିମନ୍ତେ ପ୍ରକ୍ରିୟା କେଉଁ ପରିସ୍ଥିତିରେ ଅଛି ତାହା ବିଷୟରେ ବୈଠକର ଆଲୋଚନା କରଯାଇଥିଲା | କ୍ଯାଲେଣ୍ଡର ଗତିବିଧି ଅନୁସାରେ ସେପ୍ଟେମ୍ବର ୩୦ ତାରିଖ ୨୦୨୧ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ସାରିବାକୁ ଥିବା ବେଳେ ଏଥିରେ ବିଳମ୍ବ ହୋଇଥିବାରୁ ଅନ୍ୟ ଜିଲ୍ଲା ତୁଳନାରେ କନିଷ୍ଠ ହୋଇଯିବା ଆଶଙ୍କା ପାଇଥିଲା ଓ ଏହ ବିଷୟରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହୋଇଥିଲା | ଏହା ଫଳରେ ଏନପିଏସ ଶିକ୍ଷକଆର୍ଥିକ ଲାଭ ସହ ସରକାରୀ ନିର୍ଦ୍ଦେଶର ଅନୁପାଳନ ସହ ଶିକ୍ଷକ ଙ୍କ ଭବିଷ୍ୟତ ଉଜ୍ଜ୍ଵଳ ହେବ ବୋଲି ଆଶା କରଯାଇଥିଲା | ପେନସନ ନଥିବାରୁ ଶୀଘ୍ର ପଦୋନ୍ନତି ଯୋଗୁଁ ଏନପିଏସରେ ଅଧିକ ଟଙ୍କା ଜମା ପାଇଁ ଏହା ଜରୁରୀ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା | ଏହି ବୈଠକରେ ଜିଲା ସଂଘ ସମ୍ପାଦକ ଗଣେଶ ପ୍ରସାଦ ରଣା ଙ୍କ ସହ ବିକାଶ ରଞ୍ଜନ ନିଶଙ୍କ, ସୁରେଶ ଚନ୍ଦ୍ର ବେହେରା, ସୌଭାଗ୍ୟ ବିଶ୍ଵାଳ, ନରେଶ ପଟ୍ଟନାୟକ, ଦେବୀ ପ୍ରସାଦ ପଟ୍ଟନାୟକ, ମୋହନ ସିଂ ଗଣ୍ଡ, ବାବୁଲି ପତି, ମଙ୍ଗରାଜ ମାଝୀ, ରଞ୍ଜନ ଗୌଡ, ପ୍ରଣୟ ନାୟକ, ନିର୍ମଳ ହିଆଲ, ବନମାଳୀ ହରିଜନ, ସୀତାରାମ ପନକା, ପ୍ରେମଦାସ ପନକା, ଅନନ୍ତ ମଣ୍ଡଳ, ତ୍ରିପତି ପଟ୍ଟନାୟକ, ବିଶ୍ଵରଞ୍ଜନ ପଣ୍ଡା, ଘନଶ୍ୟାମ ଗଣ୍ଡ, ଶଙ୍କର ବେହେରା, ଅଶ୍ଵିନୀ ପଟ୍ଟନାୟକ, ପ୍ରଭାକର ପଟ୍ଟନାୟକ, ସୁନୀଲ ନାୟକ, ପରମେଶ୍ଵରସିଂ ରାଜପୁତ, ମାଳୀ ହରିଜନ, ଶୋଭାସିଂ ପୋଢ, ବାବେନ୍ଦ୍ର ନାୟକ ଙ୍କ ସହ ଜିଲା ର ୧୦ ଟି ବ୍ଲକ୍ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ |

ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ ଓଡିଶା ନିୟୁଜ।

ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି ବାତ୍ୟା ଜୱାଦର ମୁକାବିଲା ପାଇଁ,କୋରାପୁଟ

କୋରାପୁଟ:ଜିଲ୍ଲା ପ୍ରଶାସନ ବାତ୍ୟା ଜଓାଦ ପାଇଁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କରିଛନ୍ତି ।ବାତ୍ୟାର ପ୍ରଭାବ ଜିଲ୍ଲାରେ ନ ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି । ବାତ୍ୟା ଗୁଲାବର ପ୍ରଭାବ ଯେଉଁ ସ୍ଥାନ ମାନଙ୍କରେ ରହିଥିଲା ଉକ୍ତ ସ୍ଥାନ ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ଗର୍ଭବତୀ ମହିଳା ,ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାମାନଙ୍କୁ ଆଶ୍ରୟସ୍ଥଳକୁ ନେବା ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ଭୂସଂଖଳନ ଆଶଙ୍କା ଥିବା ସ୍ଥାନରେ ମେସିନ ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି ।ଉତ୍ପାଦିତ ଶସ୍...

Prime Odisha December 3, 2021, 11:29 am     944 Views

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ

ନବରଙ୍ଗପୁର:ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ତରଫରୁ ମିଳିତ ଭାବେ କୋଷଗୁମୁଡା ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ଭିନ୍ନକ୍ଷମ ଦିବସ କୁ ନେଇ ଏକ ଆଇନ ସଚେତନା ଶିବିର ଅନୁଷ୍ଠୀତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାର ଭିନ୍ନକ୍ଷମ ବ୍ୟକ୍ତି ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ମଞ୍ଚାସିନ ହୋଇ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ଵାରା ଦିବ୍ୟାଙ୍ଗ ମାନେ କିପରି ଉପକୃତ ହେବେ ସେ ନେଇ ବୁଝେଇଥ...

Prime Odisha December 3, 2021, 10:52 am     578 Views

ସକ୍ଷମ ଭାରତ ସମର୍ଥ ଭାରତ ତରଫରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ,କୋରାପୁଟ

କୋରାପୁଟ:ସ୍ଥାନୀୟ ପ୍ରେସ କ୍ଲବ,କୋରାପୁଟ ପରିସରରେ ରାଷ୍ଟ୍ରଦୀପ ପ୍ରସାର ସମିତି ଓ ରେସପଣ୍ଡ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାଷ୍ଟ୍ରୀୟ ସେବା ଭାରତୀ ଅନ୍ତର୍ଗତ ସକ୍ଷମ ସଂସ୍ଥା ତରଫରୁ ଏକ ଜିଲ୍ଲା ସ୍ତରୀୟ ଅଧିବେସନର ଆୟଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆଇଆରବି ପ୍ରଥମ ବାଟାଲିୟନର ଦୁର୍ଗପତି ପ୍ରଭାତ କିଶୋର ଦାଶ ଓ ମୁଖ୍ୟ ବକ୍ତା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଶରତ କୁମାର ପଲିତା ଯୋଗ ଦେଇଥିଲେ । ସମସ୍ତ ଦିବ୍ୟାଙ୍ଗ ମାନଙ୍କୁ କିପରି ସମସ୍ତ ସରକାରୀ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇପାରିବ ବିଶେଷ କରି ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପା...

Prime Odisha December 3, 2021, 10:34 am     457 Views

ଡାବୁଗାଁ ଜୋନ୨ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଡାବୁଗାଁରେ ବିରୋଧ

ନବରଙ୍ଗପୁର:ଆଗକୁ ଅଛି ପଞ୍ଚାୟତିରାଜ ନିର୍ବାଚନ । ନିବେଦିତା ମହାନ୍ତି ବର୍ତ୍ତମାନର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା । ତାଙ୍କ ନିଜ ଘର ଝରିଗାଁ ବ୍ଲକରେ । ତେବେ ଗତ ନିର୍ବାଚନରେ ବିଜେଡିରୁ ଟିକଟ ପାଇ ଡାବୁଗାଁ ଜୋନ -୨ ଜିଲାପରିଷଦରୁ ନିର୍ବାଚିତ ହୋଇଥିଲେ । ଏବେ ନିବେଦିତାଙ୍କୁ ଡାବୁଗା ବ୍ଲକରେ ବିରୋଧ ଆରମ୍ଭ ହୋଇଛି । ଏନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିବା ଆରମ୍ଭ ହୋଇଛି । ଏହା ପଛରେ ଅସନ୍ତୁଷ୍ଟ ଦଳୀୟ କର୍ମୀ ରହିଥିବା ଏକ ପ୍ରକାର ଅନୁମାନ କରାଯାଉଛି । ଡାବୁଗାଁ ଜୋନ-୨ ର ଡାବୁଗାଁ ଗ୍ରାମରେ, ବସଷ୍ଟାଣ୍ଡ ର ବିଭିନ୍ନ ଦୋକାନ କାନ୍ଥରେ ପୋଷ୍ଟର ଲାଗିଥିବା ଶୁକ୍ରବାର ସକାଳେ ଦେଖିବାକୁ ମିଳିଛି | ଏନେଇ ଉପାଧ୍ୟକ୍ଷା ନିବେଦିତାଙ୍କୁ ପଚାରିବାରୁ ମୁଁ ଏ ବିଷୟ...

Prime Odisha December 3, 2021, 10:26 am     153 Views

ଲୋକାର୍ପିତ ହେଲା ୧୦୦ଫୁଟ୍ ଉଚ୍ଚତା ସମ୍ପନ୍ନ ଜାତୀୟ ପତାକା

ନବରଙ୍ଗପୁର:ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ତୁରି ନଦୀ ପାଖ ରକ୍ତ ତୀର୍ଥ ସହିଦ ସ୍ତମ୍ଭ ପରିସର ରେ ସାଂସଦ ପାଣ୍ଠି ରୁ ୧୦ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହୋଇ ଥିବା ୧୦୦ ଫୁଟ ଉଚ୍ଚତା ସମ୍ପନ୍ନ ଜାତୀୟ ପତାକା କୁ ଆଜି ଲୋକାର୍ପିତ ହୋଇ ଯାଇଛି।ଲୋକାର୍ପିତ ଫଳକ ରେ ମୁଖ୍ୟ ଅତିଥି ନବରଙ୍ଗପୁର ଲୋକ ପ୍ରିୟ ସାଂସଦ ରମେଶ ଚନ୍ଦ୍ର ମାଝୀ,ସମ୍ମାନିତ ଅତିଥି ଡାବୁଗାଁ ଲୋକ ପ୍ରିୟ ବିଧାୟକ ମନୋହର ରନ୍ଧାରି,ଜିଲ୍ଲା ପରିଷଦ ଅଧକ୍ଷା ଭଗବତୀ ଭତ୍ରା,ନବରଙ୍ଗପୁର ଲୋକ ପ୍ରିୟ ଜିଲ୍ଲାପାଳ ଡା କମଳ ଲୋଚନ ମିଶ୍ର ପ୍ରମୁଖସହ୍ ଅନ୍ୟ ଅତିଥି ମାନେ ରହି କାର୍ଯ୍ୟ କ୍ରମ ସମ୍ପାଦନ କରାଯାଇ ଏକ ସଭା ର ଆୟୋଜନ ହୋଇ ଥିଲା।ଏହି ଅବସରରେ ରକ୍ତ ତୀର୍ଥ ସ୍ମୃତି କମିଟି ସଭାପତି ବରିଷ୍ଠ ନେତା ସୋମ...

Prime Odisha December 3, 2021, 8:01 am     738 Views

ଡାବୁଗାଁ ବ୍ଲକ କୃଷକ ମହାସଙ୍ଘ ର ବୈଠକ

ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ହାଟପଦା ଠାରେ ଡାବୁଗାଁ କୃଷକ ମହାସଙ୍ଘ ତରଫରୁ ଏକ ବୈଠକ ବ୍ଲକ କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚାଷୀ ମାନଙ୍କର ବିଭିନ୍ନ ସମସ୍ଯା ଉପରେ ଆଲୋଚନା ହୋଇଥିଲା | ପରେ ଏକ ୧୧ ଦଫା ଦାବିପତ୍ର ନବରଙ୍ଗପୁର ଜିଲାପାଳ ଡାଃ କମଳ ଲୋଚନ ମିଶ୍ର ଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ଦାବି ପତ୍ରରେ ଧାନ ମଣ୍ଡିରେ କୃଷକ ମହାସଂଘ ର ୫ ଜଣ ସଦସ୍ୟ ଙ୍କୁ ମଣ୍ଡି ସ୍ଥାନରେ ବସିବା ପାଇଁ ଅନୁମତି ପ୍ରଦାନ, ମଣ୍ଡିରେ କୁଇଣ୍ଟାଲ ପ୍ରତି ୫-୬ କିଲୋ ଧାନ କାଟିବା ବନ୍ଦ କରାଯାଉ, ମଣ୍ଡିରେ ଧାନ ବିକ୍ରି ନିମନ୍ତେ ୭ ଦିନ ପୂର୍ବରୁ ...

Prime Odisha December 3, 2021, 7:52 am     435 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ:ଜିଲ୍ଲା ପ୍ରଶାସନ ବାତ୍ୟା ଜଓାଦ ପାଇଁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କର...

ନବରଙ୍ଗପୁର:ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ର...

କୋରାପୁଟ:ସ୍ଥାନୀୟ ପ୍ରେସ କ୍ଲବ,କୋରାପୁଟ ପରିସରରେ ରାଷ୍ଟ୍ରଦୀପ ପ୍ରସାର ସମିତି ଓ ରେସପଣ୍ଡ ଟ୍ରଷ୍ଟର ମିଳିତ ଆ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us