BREAKING

ଥମୁନି କୋଟିଆ ବିବାଦ,ପୁଣି ଆନ୍ଧ୍ରର କୂଟନୀତି

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ। ଫାଟୁ ସିନେରୀ ରେ ବାଣ୍ଟିଲେ ଗୃହ ଋଣ, ପେନସନ ଓ ଚାଉଳ କାର୍ଡ


କୋରାପୁଟ:ପୁଣି ଦେଖାଦେଇଚି ଆନ୍ଧ୍ରର କୁସ୍ଚିତ କୂଟନୀତି,ବିବାଦ ଥମିବାର ନାଁ ନେଉ ନଥିବା ବେଳେ କୋଟିଆ ପଞ୍ଚାୟତର ଫାଟୁସେନେରୀ ଗ୍ରାମରେ ଏକ ବୈଠକ କରିଥିଲେ ଅନ୍ଧ୍ର ଅଧିକାରୀ । ଏପିଡ଼ି ଓାଇ .ସତ୍ୟମ ନାଇଡୁ ଓ ଅନ୍ୟ ଅଧିକାରୀମାନେ ଯୋଗଦେଇ ଏସଏଚଜି ମହିଳାମାନଙ୍କୁ ରୁଣ ପ୍ରଦାନ କରିଥିବା ସୁଚନା ମିଳିଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ଓାଇଏସଆରକେ ଯୋଜନାରେ ଋଣ ପ୍ରଦାନ କରାଯାଉଥିବା ଜଣାପଡିଛି ।୨ଟି ଚାଉଳ କାର୍ଡ , ୬ ଟି ପେନସନ କାର୍ଡ ଓ ୩୩ ଟି ଗୃହ ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି ।ବାହାରୁ ଋଣ ନ ଆଣିବାକୁ ଅଧିକାରୀମାନେ କହିଥିବା ସୂଚନା ମିଳିଥିବା ବେଳେ ଚାଷ ସଂପର୍କରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଅଧିକାରୀମାନେ ଉପସ୍ଥିତ ଗ୍ରାମବାସୀଙ୍କୁ ଆଶ୍ୱସନା ଦେଇଥିବା ଜଣାପଡିଛି ।ତେବେ କୋଟିୟା ପଞ୍ଚାୟତର ଫାଟୁସେନେରୀ , ଉପରମାଣ୍ଡିଙ୍ଗୀ ଓ ସଲପଗୁଡା,ବର୍ଣାପାଡୁ ଭଳି ଗ୍ରାମର ଏସଏଚଜି ମହିଳାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ରିପୋର୍ଟ:ମଦନ ମୋହନ ସାହୁ,କୋରାପୁଟ.

ପାଲିଆ ପଂଚାୟତ ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟ, ଝରିଗାଁ

ନବରଙ୍ଗପୁର:ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଜୋରସୋର ରେ ଚାଲିଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ର ପାଲିଆ ପଂଚାୟତ ପରିସରରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଝରୀଗାଁ ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଇଞ୍ଜିନିଅର ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ର ଶୁଭ ଉଦଘାଟନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ, ବିଧାୟକ ପ୍ରତିନିଧି ରାମଧର ମାଝୀ, ବ୍ଲକ ଚେୟାରମ୍ୟାନ ରାମୁଳା ଗଣ୍ଡ, ଭାଇସ ଚେୟାରମ୍ୟାନ ମଞ୍ଜୁଲତା ପନକା, ବିଡ଼ିଓ ସତ୍ୟନାରାୟଣ ମେହେର, ତହସିଲ...

Prime Odisha December 4, 2021, 11:03 am     848 Views

କୁଅରେ ବୁଡ଼ି ବୃଦ୍ଧାଙ୍କ ମୃତ, ରାଇଘର

ରାଇଘର:ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ପଂଚାୟତର ସୋନାରପାରା ଠାରେ ଏକ କୁଅଁ ମଧ୍ୟରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି | ବୃଦ୍ଧା ଜଣକ ଉକ୍ତ ଗ୍ରାମର ପୁରୁଷୋତ୍ତମ ହାଲବାଙ୍କ ପତ୍ନୀ ଦୟାବତୀ କେଉଟ (୬୦)ବୋଲି ଜଣାପଡିଛି | ଦୟାବତୀ ଗତ ବୁଧବାର ସକାଳ ୧୦ ଟା ଠାରୁ ଘରୁ ବାହାରି ଆଉ ଫେରି ନଥିଲେ ଲଗତା ଗୁରୁବାର ଦିନ ଦ୍ବିପହର କିଛି ଲୋକ ଦୟାବତୀଙ୍କ ମୃତ ଦେହ ଏକ କୁଅଁ ମଧ୍ୟରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେବାପରେ ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ କୁନ୍ଦେଇ ଥାନାରେ ଏକ ଅପମୃତ୍ୟୁ ମାମଲା ଋଜ୍ଜୁ କରି ଥିବା ଜଣାପଡିଛି | ରିପୋର୍ଟ:ପ୍ରାଇମ ଓଡିଶା ନିୟୁଜ. ...

Prime Odisha December 4, 2021, 10:55 am     536 Views

ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି ବାତ୍ୟା ଜୱାଦର ମୁକାବିଲା ପାଇଁ,କୋରାପୁଟ

କୋରାପୁଟ:ଜିଲ୍ଲା ପ୍ରଶାସନ ବାତ୍ୟା ଜଓାଦ ପାଇଁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କରିଛନ୍ତି ।ବାତ୍ୟାର ପ୍ରଭାବ ଜିଲ୍ଲାରେ ନ ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି । ବାତ୍ୟା ଗୁଲାବର ପ୍ରଭାବ ଯେଉଁ ସ୍ଥାନ ମାନଙ୍କରେ ରହିଥିଲା ଉକ୍ତ ସ୍ଥାନ ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ଗର୍ଭବତୀ ମହିଳା ,ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାମାନଙ୍କୁ ଆଶ୍ରୟସ୍ଥଳକୁ ନେବା ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ଭୂସଂଖଳନ ଆଶଙ୍କା ଥିବା ସ୍ଥାନରେ ମେସିନ ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି ।ଉତ୍ପାଦିତ ଶସ୍...

Prime Odisha December 3, 2021, 11:29 am     243 Views

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ

ନବରଙ୍ଗପୁର:ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ତରଫରୁ ମିଳିତ ଭାବେ କୋଷଗୁମୁଡା ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ଭିନ୍ନକ୍ଷମ ଦିବସ କୁ ନେଇ ଏକ ଆଇନ ସଚେତନା ଶିବିର ଅନୁଷ୍ଠୀତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାର ଭିନ୍ନକ୍ଷମ ବ୍ୟକ୍ତି ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ମଞ୍ଚାସିନ ହୋଇ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ଵାରା ଦିବ୍ୟାଙ୍ଗ ମାନେ କିପରି ଉପକୃତ ହେବେ ସେ ନେଇ ବୁଝେଇଥ...

Prime Odisha December 3, 2021, 10:52 am     679 Views

ସକ୍ଷମ ଭାରତ ସମର୍ଥ ଭାରତ ତରଫରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ,କୋରାପୁଟ

କୋରାପୁଟ:ସ୍ଥାନୀୟ ପ୍ରେସ କ୍ଲବ,କୋରାପୁଟ ପରିସରରେ ରାଷ୍ଟ୍ରଦୀପ ପ୍ରସାର ସମିତି ଓ ରେସପଣ୍ଡ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାଷ୍ଟ୍ରୀୟ ସେବା ଭାରତୀ ଅନ୍ତର୍ଗତ ସକ୍ଷମ ସଂସ୍ଥା ତରଫରୁ ଏକ ଜିଲ୍ଲା ସ୍ତରୀୟ ଅଧିବେସନର ଆୟଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆଇଆରବି ପ୍ରଥମ ବାଟାଲିୟନର ଦୁର୍ଗପତି ପ୍ରଭାତ କିଶୋର ଦାଶ ଓ ମୁଖ୍ୟ ବକ୍ତା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଶରତ କୁମାର ପଲିତା ଯୋଗ ଦେଇଥିଲେ । ସମସ୍ତ ଦିବ୍ୟାଙ୍ଗ ମାନଙ୍କୁ କିପରି ସମସ୍ତ ସରକାରୀ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇପାରିବ ବିଶେଷ କରି ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପା...

Prime Odisha December 3, 2021, 10:34 am     915 Views

ଡାବୁଗାଁ ଜୋନ୨ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଡାବୁଗାଁରେ ବିରୋଧ

ନବରଙ୍ଗପୁର:ଆଗକୁ ଅଛି ପଞ୍ଚାୟତିରାଜ ନିର୍ବାଚନ । ନିବେଦିତା ମହାନ୍ତି ବର୍ତ୍ତମାନର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା । ତାଙ୍କ ନିଜ ଘର ଝରିଗାଁ ବ୍ଲକରେ । ତେବେ ଗତ ନିର୍ବାଚନରେ ବିଜେଡିରୁ ଟିକଟ ପାଇ ଡାବୁଗାଁ ଜୋନ -୨ ଜିଲାପରିଷଦରୁ ନିର୍ବାଚିତ ହୋଇଥିଲେ । ଏବେ ନିବେଦିତାଙ୍କୁ ଡାବୁଗା ବ୍ଲକରେ ବିରୋଧ ଆରମ୍ଭ ହୋଇଛି । ଏନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିବା ଆରମ୍ଭ ହୋଇଛି । ଏହା ପଛରେ ଅସନ୍ତୁଷ୍ଟ ଦଳୀୟ କର୍ମୀ ରହିଥିବା ଏକ ପ୍ରକାର ଅନୁମାନ କରାଯାଉଛି । ଡାବୁଗାଁ ଜୋନ-୨ ର ଡାବୁଗାଁ ଗ୍ରାମରେ, ବସଷ୍ଟାଣ୍ଡ ର ବିଭିନ୍ନ ଦୋକାନ କାନ୍ଥରେ ପୋଷ୍ଟର ଲାଗିଥିବା ଶୁକ୍ରବାର ସକାଳେ ଦେଖିବାକୁ ମିଳିଛି | ଏନେଇ ଉପାଧ୍ୟକ୍ଷା ନିବେଦିତାଙ୍କୁ ପଚାରିବାରୁ ମୁଁ ଏ ବିଷୟ...

Prime Odisha December 3, 2021, 10:26 am     586 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଜୋରସୋର ରେ ଚାଲିଥିବା ବେ...

ରାଇଘର:ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ପଂଚାୟତର ସୋନାରପାରା ଠାରେ ଏକ କୁଅଁ ମଧ୍ୟରୁ ...

କୋରାପୁଟ:ଜିଲ୍ଲା ପ୍ରଶାସନ ବାତ୍ୟା ଜଓାଦ ପାଇଁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କର...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us