BREAKING

ପବିତ୍ର ପାର୍ବଣର ଶୁଭେଚ୍ଛା ବାର୍ତ୍ତା , ଭୁବନ


ପ୍ରସିଦ୍ଧ ଦଶହରା ଓ ବଳଦ ଯାତ୍ରା ଅବସରରେ ମୁ "ପ୍ରାଇମ ଓଡିଶା" ତରଫରୁ ସମସ୍ତ ଭୁବନ ବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ମା ଦୁର୍ଗା ସମସ୍ତଙ୍କୁ ସୁଖ , ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନ କରୁଛି । ଜୀବନ ଆଗ ପୂଜା ,ପାର୍ବଣ ପଛ । ଏଣୁ ମୁଁ ପବିତ୍ର ପାର୍ବଣ ଅବସରରେ ଅନୁରୋଧ କରୁଛୁ କି ଆପଣ ମାନେ ସରକାରଙ୍କ କୋଭିଡ୍ ନିୟମ ମାନି ସାମାଜିକ ଦୂରତା ରକ୍ଷା କରି ଶାନ୍ତି ଓ ଶୃଙ୍ଖଳାର ସହ ପୂଜା ପାର୍ବଣ ଉପଭୋଗ କରନ୍ତୁ ।

ଚୈତନ୍ୟ ସାହୁ,ଭୁବନ

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ବୈପାରିଗୁଡା:ଶୀତ ଋତୁ ରେ ମଧ୍ୟ ଗାଁ ଗହଳି ମାନଙ୍କରେ ପାନୀୟ ଜଳ ସମସ୍ୟା ଦେଖାଯିବା ରୁ ଗ୍ରାମବାସୀ ମାନେ ଆଜି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ବିଡିଓ ଅଭିମନ୍ଯୁ କବି ଶତପଥି ଙ୍କୁ ଗାଁର ସମସ୍ୟା ଜଣାଇବା ପାଇଁ ଆସିଥିବାର ଦେଖାଯାଇଛି !ତେବେ ବିଡିଓ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବାରୁ ବ୍ଲକ ହିସାବ ରକ୍ଷକ ସେବାରାମ ମେହେର ଏହି ଦାବି ପତ୍ର ଗ୍ରହଣ କରିଛନ୍ତି! ଗ୍ରାମବାସୀଙ୍କ କହିବାନୁସାରେ ବୈପାରିଗୁଡା ବ୍ଲକର କାଠପଡା ପଞ୍ଚାୟତ ଅନ୍ତର୍ଗତ ଡମଣିଝୋଲି ଗ୍ରାମର ତଳ ସାହି ରେ ରହୁଥିବା ୨୦ ପରିବାର ସଦସ୍ୟ ମାନେ ଚୁଆଁ ଜଳ ଉପ ରେ ବର୍ଷ ବର୍ଷ ଧରି ନିର୍ତ୍ତୟ କରୁଛନ୍ତି!ମାତ୍ର ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କାଠପଡା ପଞ୍ଚାୟତର ଡମଣିଝୋଲି ଗ୍ରାମ...

Prime Odisha December 2, 2021, 5:07 am     850 Views

କେସିୟର ନଥାଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ,ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ,ଜଟାବାଲ

ନବରଙ୍ଗପୁର:ଡାବୁଗାଁ ଥାନା ଅଧୀନରେ ଥିବା ଜଟାବାଲ୍ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରେ କେସିୟର୍ ନ୍ ଥିବା ଯୋଗୁଁ ବରିଷ୍ଠ ନାଗରିକ ମାନେ ନିଜ ନିଜର ବ୍ୟାଙ୍କରୁ ଟଙ୍କା ଉଠାଶ କରିବା ପାଇଁ ବହୁ ଦୂର ଦୁରାନ୍ତରୁ ଲୋକେ ଆସି ହଇରାଣ ହେଉ ଥିବା ଦେଖିବାକୁ ମିଳିଛି।ଉକ୍ତ ବ୍ୟାଙ୍କ ରେ ଜଣେ ବ୍ୟାଙ୍କ ଶାଖା ପରିଚାଳକ ଓ ଆଉ ଜଣେ କେସିୟର୍ ରହିଛନ୍ତି।କିନ୍ତୁ କେସିୟର୍ ତା ୯/୧୦ ନଭେମ୍ବର ରେ ବଲାଙ୍ଗୀର ମୁଖ୍ୟ ବ୍ୟଙ୍କ କାର୍ଯ୍ୟାଳୟ ରେ ଧାରଣା ରେ ଭାଗ ନେବାକୁ ଯାଇ ଥିଲେ।ତା ୧୧/୧୧ରେ ଧାରଣା କରାଜିବା ନେଇ କାର୍ଯ୍ୟାଳୟ ରେ ଜଣା ଯିବାରୁ,ସେହିଦିନ ୧୦୦ ଜଣ କର୍ମଚାରି ଙ୍କୁ ସ୍ତାନାନ୍ତରିତ ଆଦେଶ ଦେଇ ଥିଲେ।ସେଥିନେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମ ଚାରି ସଙ୍ଘ ଧାରଣା କୁ ବଳ ବ...

Prime Odisha November 30, 2021, 6:02 am     232 Views

ମିଲେଟ ମିଶନ ଓ ଫାର୍ମର୍ସ ଆସୋସିଏସନ ପକ୍ଷରୁ ମାଣ୍ଡିଆ ରଥ ଉଦଘାଟିତ

କୋରାପୁଟ: ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, koraput ପରିସରରେ ଓଡିଶା ମିଲେଟ ମିଶନ ଓ କୋରାପୁଟ ଫାର୍ମର୍ସ ଆସୋସିଏସନ ତରଫରୁ ମାଣ୍ଡିଆ ରଥ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପତାକା ଦେଖାଇ ରଥର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେଏଫଏ ସ୍ବେଛାସେବୀ ସଂସ୍ଥାର ଶରତ କୁମାର ପଟନାୟକ,ପ୍ରଫୁଲ କୁମାର ନାୟକ,ଦୀପ୍ତି ରଞ୍ଜନ ତ୍ରିପାଠୀ,ରଘୁନାଥ ନାୟକ,ରାମ ନାୟକ, ବାବୁଲି ସ।ହୂ,ମାଧବ ନାୟକ, ପୂର୍ବ ଗୌଡ଼, ଗୁରୁନାଥ ସାଗର, ସତ୍ୟନାରାୟଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଜିଲ୍ଲାର ୧୪ ଟି ବ୍ଲକ ବୁଲିବା ମାଣ୍ଡିଆ ଚାଷ ଓ ନିର୍ଦ୍ଧାରିତ ମୂଲ୍...

Prime Odisha November 30, 2021, 4:25 am     200 Views

ରାସ୍ତାରେ ଓଲଟିଲା ଅଟୋ, ଡ୍ରାଇଭର ଆହତ

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ମୃଗ ବିହାର ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ଅଟୋ ଦୁର୍ଘଟଣାଗସ୍ତ ହୋଇ ଓଲଟି ପଡିଛି । ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ମୁତାବକ od 24d 1087 ଅଟୋରେ ପୁରୁଣା ଟାୟାର ଲୋଡ଼ କରି ନବରଙ୍ଗପୁରରୁ ପାପଡାହାଣ୍ଡି ଯାଉଥିବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଟ୍ରକ ap 03te 9439କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ଅଟୋଟି ଓଲଟି ପଡିଥିଲା ଓ ଡ୍ରାଇଭର ଆହତ ହୋଇ ଥିବା ଜଣା ପଡିଛି। ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ ଓଡିଶା ନିୟୁଜ...

Prime Odisha November 26, 2021, 7:48 am     765 Views

ତିନି କୃଷି ଆଇନ ପ୍ରତ୍ୟାହାରର ବିଜୟ ଦିବସ ପାଳନ କଲା ବୈପାରିଗୁଡା ଏସୟୁସିଆଇ

ବୈପାରିଗୁଡା: ପ୍ରାୟ ଏକ ବର୍ଷ ହେବ ସାରା ଦେଶରେ ଚାଷୀ ମାନେ ୩ କଳା କୁଷିଆଇନକୁ ବିରୋଧ କରିବା ସହ ତୁରନ୍ତ କେନ୍ଦ୍ର ସରକାର ଏହି ଆଇନ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରି ବିଭିନ୍ନ ସ୍ଥାନରେ ରାସ୍ତାରୋକ,ଅନଶନ ଭଳି ବିଭିନ୍ନ ପଦକ୍ଷେପ ନେଇ ଥିବା ବେଳେ ଏହାର ପ୍ରଭାବ ବୈପାରିଗୁଡା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଥିଲା!ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ନାନରେ ଏୌତିହାସିକ ଚାଷି ଆନ୍ଦୋଳନର ବର୍ଷ ପୂର୍ତ୍ତି ଓ କେନ୍ଦ୍ର ବିଜେପି ସରକାର ୩ଟି କଳା କୁଷି ଆଇନ ପ୍ରତ୍ୟାହାର କରିବା ପରେ ବୈପାରିଗୁଡା ମୁଖ୍ୟଛକରେ ବିଜୟ ସଭା ଓ ସଭାଯାତ୍ରା ଅନୁଷ୍ଟିତ ହୋଇଥିଲା !ତିନି କଳା କୁଷି ଆଇନ ପ୍ରତ୍ୟାହାର କୁ ପାର୍ଲାମେଣ୍ଟରେ ଆଇନ ଗତ ସୀକୃତି, ଏମ.ଏସ.ପି କୁ ଆଇନ ସିଦ୍ଦଖଯ ...

Prime Odisha November 26, 2021, 5:43 am     159 Views

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ

ନବରଙ୍ଗପୁର:(ଚନ୍ଦାହାଣ୍ଡି)କେନ୍ଦ୍ର ସରକାର ବିରୋଧରେ ଗର୍ଜିଉଠିଲେ ବିଜେଡି ମହିଳା ଓ ଛାତ୍ର ଜନତାଦଳର କର୍ମୀମାନେ l ସରକାରଙ୍କ ପକ୍ଷରୁ ରନ୍ଧନ ଗ୍ଯାସ ମୂଲ୍ୟରେ ହ୍ରାସ ଲାଗି କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଆଜି ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ର ବିଜେଡ଼ି କର୍ମକର୍ତ୍ତା ମାନେ ଏକ ପ୍ରତିବାଦ ସଭା କରିଥିଲେ l ଆଜି ଦେଶରେ ତୈଳ ଓ ରନ୍ଧନ ଗ୍ଯାସ ଦର ବୃଦ୍ଧି ଯେଉଁ ଭଳି ଭାବରେ ହୁହୁ ହୋଇ ବଢ଼ି ଚାଲିଛି ସେଥିରେ କେନ୍ଦ୍ର ସରକାର ନିଦା ବିଷ୍ନୁ ସାଜି ନିରବଦ୍ରଷ୍ଟା ସାଜିଥିବା ବେଳେ ସବକା ସାଥ ସବକା ବିକାଶ ର ନାରା ଦେଉଥିବା ବିଜେପି କୈନ୍ଦ୍ରିକ ସରକାର ଗରୀବ ଲୋକଙ୍କ ପେଟରେ ଲାତ ମାରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି, ଯାହାକି ଏ ଦେଶର ସାଧାରଣ ଜନତା ଭ...

Prime Odisha November 24, 2021, 10:28 am     457 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ:ଜିଲ୍ଲା ପ୍ରଶାସନ ବାତ୍ୟା ଜଓାଦ ପାଇଁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କର...

ନବରଙ୍ଗପୁର:ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ର...

କୋରାପୁଟ:ସ୍ଥାନୀୟ ପ୍ରେସ କ୍ଲବ,କୋରାପୁଟ ପରିସରରେ ରାଷ୍ଟ୍ରଦୀପ ପ୍ରସାର ସମିତି ଓ ରେସପଣ୍ଡ ଟ୍ରଷ୍ଟର ମିଳିତ ଆ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us