BREAKING

ଭୈରବ ଡିଗ୍ରୀ କଲେଜରେ "ଆଜାଦି କା ଅମୃତ ମହୋତ୍ସବ" ପାଳିତ

ଭୈରବ ଡିଗ୍ରୀ କଲେଜରେ "ଆଜାଦି କା ଅମୃତ ମହୋତ୍ସବ" ପାଳିତ।


ବୋରିଗୁମ୍ମା : ଭୈରବ ଡିଗ୍ରୀ କଲେଜ,ବୋରିଗୁମ୍ମା ପରିସର ମଧ୍ୟରେ ନେହେରୁ ୟୁବ କେନ୍ଦ୍ର ଓ ଏନ ଏସ ଏସ ର ମିଳିତ ଆନୁକୂଲ୍ୟ ରେ ଅଜାଦିକା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ପି.ଚିରଞ୍ଜୀବ ପଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବୋରିଗୁମ୍ମା ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୌମେନ୍ଦ୍ର କୁମାର ସ୍ୱାଇଁ ଯୋଗ ଦେଇ ସ୍ୱାଧୀନତା ପାଇଁ ଅନେକ ସଂଗ୍ରାମୀ ବଳିଦାନ ଦେଇଥିବା ବେକେ ଅନେକ ମହାପୁରୁଷ ଆଜୀବନ କାରାଦଣ୍ଡ ଭୋଗିଛନ୍ତି। ଏଣୁ ସ୍ୱାଧୀନତା କୁ ଉପଭୋଗ କରିବା ପରିବର୍ତ୍ତେ ଅନୁଭବ କରିବା ନେଇ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ସନ୍ତୋଶିନୀ ପାଢ଼ୀ, ଅନୁପ୍ରିୟା ବାଲା, ଯୋଗ ଦେଇଥିଲେ।ଏନ ଏସ ଏସ ର ପ୍ରୋଗ୍ରାମ ଅଫିସର ସଦାଶିବ ତ୍ରିପାଠୀ ନିଜ ବକ୍ତବ୍ୟ ରେ ସାଂପ୍ରତିକ ସମୟ ରେ ଭାରତ ର ଅର୍ଥନୀତି ଓ କୃଷି କୁ ସୁଦୃଢ କରିବା ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ନେହେରୁ ଯୁବାକେନ୍ଦ୍ର ର ସ୍ବେଚ୍ଛାସେବୀ ଲମ୍ବୋଦର ହରିଜନ ଓ ଗିରିଧାରୀ ପ୍ରଧାନ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଏନ ଏସ ଏସ ର ସ୍ବେଚ୍ଛାସେବୀ ଆନନ୍ଦ ଶଙ୍କର ନାୟକ ରାଜ୍ୟ ସ୍ତରୀୟ ବକୃତା ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି ଏଥି ପାଇଁ ତାଙ୍କୁ ଆଜି ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଜଗଦୀଶ ପାଣିଗ୍ରାହୀ,ଦେବେନ୍ଦ୍ର ନାଥ ପଣ୍ଡା,ପି.ଗୁପ୍ତେଶ୍ଵର ରାଓ, ଓ ଲାଷ୍ମୀରାଣୀ ପଣ୍ଡା ସହଯୋଗ କରିଥିଲେ।

ରିପୋର୍ଟ : ବିଘ୍ନେଶ୍ୱର ଷଡ଼ଙ୍ଗୀ, ବୋରିଗୁମ୍ମା.

"ପରବ" ପାଇବାକୁ ଯାଉଛି ଜାତୀୟ ମାନ୍ୟତା

କୋରାପୁଟ:ଆଦିବାସୀ ଓ ଲୋକ ଉତ୍ସବ କରାପୁଟର "ପରବ" ଏବେ ଜାତୀୟ ମାନ୍ୟତା ପାଇବାକୁ ଯାଉଛି । ଏ ନେଇ ଆଜି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟରୀୟମ ଠାରେ ଜିଲ୍ଲାପାଳ ଅବଦ୍ଦଲ ମହମ୍ମଦ ଅଖତରଙ୍କ ଅଧକ୍ଷତାରେ ଏକ ସାଧରଣ ପରିଷଦ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପରବର ୨୫ ବର୍ଷ ପୂର୍ତି ପାଳନ କରାଯିବା ନେଇ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଏହି ବୈଠକରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ , ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି , ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି , କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି , କୋ...

Prime Odisha October 26, 2021, 8:32 am     546 Views

ଖୋଲିଲା ବିଦ୍ୟାଳୟ,,ଖୁସି ପ୍ରକାଶ କଲେ ଅଷ୍ଟମ ଛାତ୍ରଛାତ୍ରୀ

ତେନ୍ତୁଳିଖୁଣ୍ଟି:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସରକାରଙ୍କ ନିର୍ଦେଶ କ୍ରମେ ଅଭିଭାବକଙ୍କ ଅନୁମତି ପତ୍ର ସହ ଖୋଲିଛି ଅଷ୍ଟମ ଶ୍ରେଣୀ ପାଠ ପଢା ।ଦୀର୍ଘଦିନ ରୁ ବିଦ୍ୟାଳୟ ବନ୍ଦ ଥିବାରୁ ପିଲେ ଉତ୍କଣ୍ଠା ର ସହ ବିଦ୍ୟାଳୟ ଖୋଳିବା ନିଷ୍ପତି କୁ ଅପେକ୍ଷା କରି ରହିଥିଲେ ।ପିଲାଙ୍କ ଅପେକ୍ଷାର ଅନ୍ତ ଘଟିଛି ।ଶେଷରେ ହୋଇଛି ବିଦ୍ୟାଳୟ ।କିନ୍ତୁ ବିଦ୍ୟାଳୟ ଆସିବାକୁ ହେଲେ ରହିଛି କିଛି କଟକଣା।ଯେଉଁ ପିଲା ବିଦ୍ୟାଳୟ ଆସିବେ ସେମାନେ ତାଙ୍କ ମାତା ପିତା ଅନୁମତି ପତ୍ର ଲିଖିତ ଆକାରରେ ଦେବା ନିମନ୍ତେ କହିଥିଲେ ଶିକ୍ଷ୍ୟକ ।ଯେଉଁ ପିଲା ବିଦ୍ୟାଳୟ ଆସିବେନି ସେମାନେ ଅନ୍ଲାଇନ ଯୋଗେ ପାଠ ପଢିପାରିବେ ବୋଲି କୁହାହାଇଛି । ଆଜି ତେନ୍ତୁଳିଖୁଣ୍ଟି ବ୍ଲ...

Prime Odisha October 25, 2021, 8:14 am     566 Views

ଚନ୍ଦାହାଣ୍ଡି ଚାରି ଛକଠାରେ ଇନ୍ଦିରାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ନବରଙ୍ଗପୁର:ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ଵର୍ଗୀୟା ଇନ୍ଦିରାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ୍ ସଦରମହକୁମା ଚାରି ଛକ ନିକଟରେ ଚନ୍ଦାହାଣ୍ଡି ବ୍ଳକ କଂଗ୍ରେସ କର୍ମୀ ଙ୍କ ଦ୍ୱାରା ସ୍ଥାପିତ ହୋଇଯାଇଛି l ପ୍ରକାଶ ଥାଉକି ସ୍ଵର୍ଗୀୟା ଇନ୍ଦିରାଗାନ୍ଧୀ ଙ୍କ ଉଣେଇଶି ଶହ ଚଉରାଅଶୀ ମସିହାରେ ନିଧନ ହୋଇଯାଇଥିଲା, ତେବେ ଏହାର ସ୍ମୃତିରେ ତତ୍କାଳୀନ କଂଗ୍ରେସ କର୍ମୀ ମୁକୁନ୍ଦ ପାଣ୍ଡେ ଙ୍କ ସମେତ ଅନ୍ୟାନ୍ୟ କର୍ମୀମାନେ ଚନ୍ଦାହାଣ୍ଡି ଠାରେ ସ୍ଥିତ ଚାରି ଛକ ଠାରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଶୁଭ ଦେଇଥିଲେ l ତେବେ ଆଜି ଅନେକ ଦିନପରେ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ କ୍ଷେମରାଜ ବାଘ ଙ୍...

Prime Odisha October 24, 2021, 10:32 am     837 Views

ସର୍ପ ଦଂଶନରେ ବୃଦ୍ଧ ଆହତ

ନବରଙ୍ଗପୁର:ନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର ମଦନ ହରିଜନ(୫୦)ମକା ବାଡ଼ି ରେ ମକା ଦେଖିବାକୁ ଯାଇଥିଲେ। ମକା ଦେଖି ଫେରି ଆସିବା ବେଳେ ବାଡ଼ ହିଡରେ ଏକ ବିଷାକ୍ତ ସର୍ପ ଡ଼ାହାଣ ଗୋଡ଼ ର ପାଦ ରେ ଚୋଟ ଉପରେ ଚୋଟ ମାରିଥିଲା।ଯାହା ଫଳରେ ସେ ସେଠାରୁ ଚିତ୍କାର କରିବାରୁ ଗ୍ରାମ ବାସୀ ଆସି ତୁରନ୍ତ ଆମ୍ବୁଲାନ୍ସ କୁ ଫୋନ କରି ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ସର୍ପ ଦଂଶନ ଔଷଧ ଉପଲବ୍ଧ ନ ହେବାରୁ ତୁରନ୍ତ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼ା ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ।ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ...

Prime Odisha October 24, 2021, 8:40 am     124 Views

ଆଜି ଫାଇନାଲ୍ ରେ କୁମ୍ଭା ବନାମ ନାରାୟନପୁର

ନବରଙ୍ଗପୁର:ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଇଡେନ ଗାର୍ଡେନ ଠାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ବି ଗୃପ ର ସେମିଫାଇନାଲ ଛତିଶଗଡ଼ ର ନାରାୟଣପୁର ବନାମ ଵୋଚଳି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ମଧ୍ୟାନ୍ତର ସୁଦ୍ଧା ନାରାୟଣପୁର୧.୦ରେ ଆଗୁଆ ଥିବା ବେଳେ ଵୋଚଳି ପଛୁଆ ରହିଥିଲା।ମଧ୍ୟାନ୍ତର ପରେ ଆକ୍ରମଣ ପରେ ଆକ୍ରମଣ କରି ଚାଲିଥିଲା ଵୋଚଳି।ଖେଳ ଶେଷ ହେବା ପୂର୍ବରୁ ଆଉ ଗୋଟେ ଗୋଲ ଦେଇ ନାରାୟନପୁର ୨.୦ ରେ ଆଗୁଆ ଥିବା ବେଳେ ଖେଳ ଶେଷ ବେଳକୁ ଵୋଚଳି ୧ଗୋଲ ମାରିଥିଲା ୨. ୧ ବିଜୟୀ ହୋଇଛି ନାରାୟନପୁର।ଆଜିର ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ମହିଳା ସଭାପତି ମଞ୍ଜୁଳା ମାଝୀ ଯୋଗ ଦେଇ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ କ୍ରୀଡା ପ୍ରେମିଙ୍କୁ ଉତ୍ସାହିତ ...

Prime Odisha October 24, 2021, 8:34 am     526 Views

ବିଜେଡିରେ ଯୋଗ ଦେବେ ପ୍ରଦୀପ ମାଝୀ

ନବରଙ୍ଗପୁର: ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ। ଏକଥା ଆଜି ସ୍ପଷ୍ଟ କରିଛନ୍ତି ନିଜେ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ଏନେଇ ଆଜି ନବରଙ୍ଗପୁରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସରେ ରହିଲେ କୌଣସି ଉନ୍ନତି ହେବ ନାହିଁ।ଗରିବ କଲ୍ୟାଣକାରୀ କାମ କରୁଛି ବିଜେଡି। ଅବିଭକ୍ତ କୋରାପୁଟର ଲୋକଙ୍କ ପାଇଁ ଆହୁରି ଉନ୍ନତି ହେବ। ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀଙ୍କ ମୁଠାକୁ ଆହୁରି ଶକ୍ତିଶାଳୀ କରିବୁ। ଆମ ପଛୁଆ ଜିଲ୍ଲାର ଉନ୍ନତି କରିବାକୁ ଆମକୁ ବିଜେଡି ସହଯୋଗ କରିବ। କାରଣ କଂଗ୍ରେସ ଆଉ ସରକାରକୁ ଫେରିବ ନାହିଁ। ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଦୀପ ମାଝୀ। ଆଜି ତାଙ୍କ ସହ ମାଲକା...

Prime Odisha October 24, 2021, 8:06 am     645 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ:ଆଦିବାସୀ ଓ ଲୋକ ଉତ୍ସବ କରାପୁଟର "ପରବ" ଏବେ ଜାତୀୟ ମାନ୍ୟତା ପାଇବାକୁ ଯାଉଛି । ଏ ନେଇ ଆଜି କୋରାପୁଟ ସହ...

ତେନ୍ତୁଳିଖୁଣ୍ଟି:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସରକାରଙ୍କ ନିର୍ଦେଶ କ୍ରମେ ଅଭିଭାବକଙ୍କ ଅ...

ନବରଙ୍ଗପୁର:ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ଵର୍ଗୀୟା ଇନ୍ଦିରାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଆଜି ନବ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us