BREAKING

୧ ରେ ରିଲିଜ କରିବ ଫିଲ୍ମ ‘ରାବଣ ଲୀଲା’

ନୂଆଦିଲ୍ଲୀ: ସ୍କାମ ୧୯୯୨ ତାରକା ପ୍ରତୀକ ଗାନ୍ଧୀ ହାର୍ଦ୍ଦିକ ରାମ ଲୀଲା ସହ ବଲିଉଡରେ ଡେବ୍ୟୁ କରୁଛନ୍ତି। ଫିଲ୍ମର ଟ୍ରେଲର ସେପ୍ଟେମ୍ବର ୯ ଗୁରୁବାର ଦିନ ମୁକ୍ତିଲାଭ କରିଥିଲା। ରାବଣ ଲୀଳା ଟ୍ରେଲରକୁ ବେଶ୍‌ ପସନ୍ଦ ମଧ୍ୟକ କରାଯାଉଛି। ପ୍ରତୀକ ରାବଣ ଭୂମିକାରେ ଅଭିନୟ କରିଛନ୍ତି। ଗତ ବର୍ଷ ହନସାଲ ମେହେଟ୍ଟାଙ୍କ ସ୍କାମ୍ ୧୯୯୨ ରେ ନିଜର ଅପୂର୍ବ ଅଭିନୟ ପାଇଁ ପ୍ରଶଂସା ପାଇଥିବା ପ୍ରତୀକଙ୍କୁ ସ୍ଥାନୀୟ ରାବଣ ଲୀଲାରେ ରାବଣ ଭୂମିକାରେ ଅଭିନୟ କରୁଥିବା ଜଣେ ଅଭିନେତା ଭୂମିକାରେ ନଜର ଆସିବେ। ଗୁରୁବାର ଦିନ ରାବଣ ଲୀଲାଙ୍କ ଟ୍ରେଲର ରିଲିଜ ହୋଇଛି। ରାବଣ ଲୀଲାରେ ମୁଖ୍ୟ ଭୂମିକାରେ ପ୍ରତୀକ ଗାନ୍ଧୀ ନଜର ଆସିବେ। ହାର୍ଦ୍ଦିକ ଗଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅକ୍ଟୋବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।



ନୂଆଦିଲ୍ଲୀ: ସ୍କାମ ୧୯୯୨ ତାରକା ପ୍ରତୀକ ଗାନ୍ଧୀ ହାର୍ଦ୍ଦିକ ରାମ ଲୀଲା ସହ ବଲିଉଡରେ ଡେବ୍ୟୁ କରୁଛନ୍ତି। ଫିଲ୍ମର ଟ୍ରେଲର ସେପ୍ଟେମ୍ବର ୯ ଗୁରୁବାର ଦିନ ମୁକ୍ତିଲାଭ କରିଥିଲା। ରାବଣ ଲୀଳା ଟ୍ରେଲରକୁ ବେଶ୍‌ ପସନ୍ଦ ମଧ୍ୟକ କରାଯାଉଛି। ପ୍ରତୀକ ରାବଣ ଭୂମିକାରେ ଅଭିନୟ କରିଛନ୍ତି।

ଗତ ବର୍ଷ ହନସାଲ ମେହେଟ୍ଟାଙ୍କ ସ୍କାମ୍ ୧୯୯୨ ରେ ନିଜର ଅପୂର୍ବ ଅଭିନୟ ପାଇଁ ପ୍ରଶଂସା ପାଇଥିବା ପ୍ରତୀକଙ୍କୁ ସ୍ଥାନୀୟ ରାବଣ ଲୀଲାରେ ରାବଣ ଭୂମିକାରେ ଅଭିନୟ କରୁଥିବା ଜଣେ ଅଭିନେତା ଭୂମିକାରେ ନଜର ଆସିବେ। ଗୁରୁବାର ଦିନ ରାବଣ ଲୀଲାଙ୍କ ଟ୍ରେଲର ରିଲିଜ ହୋଇଛି।

ରାବଣ ଲୀଲାରେ ମୁଖ୍ୟ ଭୂମିକାରେ ପ୍ରତୀକ ଗାନ୍ଧୀ ନଜର ଆସିବେ। ହାର୍ଦ୍ଦିକ ଗଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅକ୍ଟୋବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

ସାହିତ୍ୟ ଆସର ରେ କବି କୁଟୀରରୁ

କବି ଶ୍ରୀ ସଂଜୟ କୁମାର ମିଶ୍ର. ଶିକ୍ଷକ. କୋଟପାଡ଼....

Prime Odisha September 25, 2021, 12:23 pm     542 Views

ସିଲଭର ସ୍କ୍ରିନକୁ ପୁନର୍ବାର ଫେରୁଛନ୍ତି ଫରଦୀନ

ମୁମ୍ବାଇ: ଫିରୋଜ ଖାଁଙ୍କ ପୁତ୍ର ଫରଦୀନ ଖାଁ ପୁନର୍ବାର ସିଲଭର ସ୍କ୍ରିନକୁ ଫେରୁଛନ୍ତି । ୨୦୧୦ରେ ଦୁହ୍ଲା ମିଲ ଗୟା ଫିଲ୍ମ ପରେ ସେ ବ୍ରେକ୍ ନେଇ ଯାଇଥିଲେ । ଏହା ପରେ ତାଙ୍କର ମୋଟା ଶରୀର ବିଭିନ୍ନ ସୋସିଆଲ ସାଇଟରେ ଶେୟାର ହେବା ପରେ ଭାଇରାଲ ହୋଇଥିଲା । ଏବେ କିନ୍ତୁ ସେ ନିଜକୁ ସମ୍ପୂର୍ଣ୍ଣ ଫିଟ କରି ସାରିଛନ୍ତି । ରିପୋର୍ଟ ମୁତାବକ ସଞ୍ଜୟ ଗୁପ୍ତାଙ୍କ ପ୍ରଡକ୍ସନରେ ନିର୍ମିତ ହେବାକୁ ଯାଉଥିବା ବିସ୍ଫୋଟକ ଫିଲ୍ମରେ ସେ ରିତେଶ ଦେଶମୁଖଙ୍କ ସହ ଅଭିନୟ କରିବେ । ତେବେ ଏ ନେଇ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଫରଦୀନ ଏକ ସାକ୍ଷାତକାରରେ କହିଥିଲେ ସେ ଏବଂ ତାଙ୍କ ପତ୍ନୀ ନତାଶା ବ୍ୟକ୍ତିଗତ କାରଣ ଯୋଗୁ ଲଣ୍ଡନରେ ରହିଥିଲେ । ସେଠାରେ ଦୀର୍ଘ ୧୨ ବର୍ଷ...

Prime Odisha September 13, 2021, 7:09 am     995 Views

ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌

ମୁମ୍ବାଇ: ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌। ରାମ ଚରଣ ଏବଂ ଜେଆର୍‌ ଏନ୍‌ଟିଆର୍‌ ଅଭିନୀତ ଫିଲ୍ମ ଆରଆରଆର ଏହାର ନିର୍ଦ୍ଧାରିତ ତାରିଖରେ ରିଲିଜ୍ ହେବ ନାହିଁ। ଏନେଇ ନିର୍ମାତାମାନେ ଆଜି ନିଶ୍ଚିତ କରିଛନ୍ତି।ଫିଲ୍ମ ଅକ୍ଟୋବର ୧୩ ରେ ରିଲିଜ୍ ହେବ ନାହିଁ। କୋଭିଡ୍-୧୯ କାରଣରୁ ପ୍ରେକ୍ଷାଳୟ ବନ୍ଦ ଥିବାରୁ ସେମାନେ ଏହାକୁ ବିଳମ୍ବ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ବିବୃତ୍ତିରେ ନିର୍ମାତାମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ଚଳଚ୍ଚିତ୍ର ଶୀଘ୍ର ମୁକ୍ତିଲାଭ କରିବ। ରାମ ଚରଣ ଏବଂ ଜେଆର୍‌ ଏନ୍‌ଟିଆର୍‌ର ପ୍ରଶଂସକମାନେ ଫିଲ୍ମ ରିଜକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।ତେବେ ନିର୍ମାତାମାନେ ଫିଲ୍ମ ରିଲିଜକୁ ସ୍ଥଗି...

Prime Odisha September 11, 2021, 4:57 am     954 Views

ବାପା ହେଲେ ଶାହିର୍‌

ମୁମ୍ବାଇ: ବାପା ହେଲେ ଟିଭିର ଲୋକପ୍ରିୟ ଅଭିନେତା ଶାହିର ଶେଖ। କନ୍ୟା ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଲାଭ କରିଛନ୍ତି ଶାହିର୍‌ ଓ ପତ୍ନୀ ରୁଚିକା। ରୁଚିକା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ନିକଟରେ ଏହି ଦମ୍ପତି ସୋସିଆଲ ମିଡିଆ ଆକାଉଣ୍ଟରେ ବେବି ସାୱାରର ଫଟୋ ସେୟାର କରି କହିଥିଲେ ଯେ ଖୁବ୍ ଶୀଘ୍ର ସେମାନଙ୍କ ଘରକୁ ନୂଆ ଅତିଥୀ ଆସିବାକୁ ଯାଉଛି। ଯାହା ପରେ ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ଶାହିର ଏବଂ ରୁଚିକା ଶିଶୁର ଜନ୍ମ ବିଷୟରେ ଆନୁଷ୍ଠାନିକ ଭାବେ ସୂଚନା ଦେଇନାହାଁନ୍ତି। ଇଂରାଜୀ ୱେବସାଇଟ୍ ବଲିଉଡ୍ ଲାଇଫ୍ ଅନୁଯାୟୀ, ରୁଚିକା ୧୦ ସେପ୍ଟେମ୍ବରରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।...

Prime Odisha September 11, 2021, 11:15 am     261 Views

ଚର୍ଚ୍ଚାରେ ଶିଳ୍ପାଙ୍କ ଇକୋ-ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି

ମୁମ୍ବାଇ : ବଲିଉଡ୍ ବିୟୁଟି ଶିଳ୍ପା କିଣିଲେ ଗଣେଶ ମୂର୍ତ୍ତି । ଗଣେଶ ପୂଜା ପାଇଁ ମୁମ୍ବାଇ ଟାଉନ୍ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ଶିଳ୍ପାସେଟ୍ଟୀ ମୁମ୍ବାଇ ମାର୍କେଟ ଯାଇ ଗଣେଶ ମୂର୍ତ୍ତି କିଣିଥିବା ଦେଖିବାକୁ ମିଳିଛି । ଶିଳ୍ପା ମୂର୍ତ୍ତି କିଣିବା ସମୟରେ ଶିଳ୍ପାଙ୍କୁ ଦେଖିବାପାଇଁ ମାର୍କେଟ ପରିସରରେ ଫ୍ୟାନ୍ ମାନଙ୍କ ଭିଡ ଜମିଥିଲା । ଏଥର ଗଣେଶ ପୂଜା ପାଇଁ ଶିଳ୍ପା ଇକୋ ଫ୍ରେଣ୍ଡଲି ଗଣେଶ କିଣିଛନ୍ତି । ଏହା ଆମ ପରିବେଶ ପାଇଁ ଭଲ ହେଉଥିବାରୁ ଶିଳ୍ପା ଏହି ମୂର୍ତ୍ତିକୁ ଚୟନ କରିଥିଲେ । ଶିଳ୍ପା ଏହି ମୂର୍ତ୍ତି ଘରକୁ ଆଣିବା ସମୟରେ ଗଣପତି ବାବା ମୋରିୟା କହୁଥିବା ଶୁଣିବାକୁ ମିଳିଥିଲା । ଶିଳ୍ପାଙ୍କ ଫ୍ୟାନ ମାନେ ମଧ୍ୟ ଶିଳ୍ପାଙ୍କ ସହ ମିଶିକି ପାଳି ଧିରି...

Prime Odisha September 9, 2021, 4:14 am     154 Views

ଲଂଚ ହେଲା ଅଜୟଙ୍କ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ୍‌, ମିଳିବ ନବାଗତଙ୍କୁ ସୁଯୋଗ

ମୁମ୍ବାଇ: ପ୍ରଥମେ ସହ-ନିର୍ଦ୍ଦେଶନା, ପରେ ଅଭିନେତାରୁ ପ୍ରଯୋଜକ ଓ ନିର୍ଦ୍ଦେଶକ ସାଜିଥିଲେ ବଲିଉଡ ଷ୍ଟାର ଅଜୟ ଦେବଗନ । ଏବେ ଆଉ ଏକ ପାଦ ଆଗେଇ ଲଂଚ କରିଛନ୍ତି ନିଜର ମ୍ୟୁଜ୍‌କ ପ୍ରଡକ୍ସନ ହାଉସ୍ ପନୋରାମା ଷ୍ଟୁଡିଓସ୍ । ଏହି ପ୍ରଡକ୍ସନ ହାଉସ୍ ଜରିଆରେ ସେ ନବାଗତଙ୍କୁ ସୁଯୋଗ ଦେବା ଲାଗି ଯୋଜନା କରିଛନ୍ତି । ଗତ ମଙ୍ଗଳବାର ଅଜୟ ଦେବଗନ ପନୋରମା ଷ୍ଟୁଡିଓସ୍‌କୁ ଲଂଚ କରିଥିଲେ । ଅଜୟଙ୍କ ଏହି ପ୍ରଡକ୍ସନ୍ ହାଉସ୍ ଖାସ କରି ଆଂଚଳିକ କଣ୍ଟେଣ୍ଟ ଉପରେ ଫୋକସ୍ କରିବ । ଯେଉଁଥିରେ ନବାଗତଙ୍କୁ ନେଇ ହିନ୍ଦୀ ଭଜନ, ସୁଫି ମ୍ୟୁଜିକ ଓ ଗଜଲ ପ୍ରସ୍ତୁତ ହେବ । ସଙ୍ଗୀତ ପ୍ରତି ଖାସ୍ ରୁଚି ରଖୁଥିବା ଅଜୟ ସଙ୍ଗୀତ ପରମ୍ପରାକୁ ବଜାୟ ରଖିବା ପାଇଁ କିଛି ଏପରି ନିଷ୍ପତ୍ତି ନେଇଛନ୍ତି...

Prime Odisha September 8, 2021, 4:30 am     317 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଝରୀଗାଁ : ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ( ଓୟୁଜେ )ର ସାଧାରଣ ବାର୍ଷିକ ବୈଠକ ଝରୀଗାଁ ବ୍ଲକ ସମ୍ମିଳନୀ ...

ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ଗ୍ରାମ ନିକଟ ଜମି ହୁଡାରେ ଥିବା ଏକ ଆ...

ନବରଙ୍ଗପୁର: ସ୍ଥାନୀୟ ସନ୍ତୋଷୀ ନଗର ଦୂର୍ଗା ପୂଜା କମିଟି ପକ୍ଷରୁ ଆଜି ସକାଳ 8 ଘଣ୍ଟିକା ସମୟରେ ମା ଦୁର୍ଗାଙ୍କ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us