ପଠାନ୍ ଚଳଚ୍ଚିତ୍ର କୁ ବିରୋଧ କଲା ହିନ୍ଦୁ ମହାସଂଘ
ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଆଗାମୀ ଜାନୁଆରୀ ୨୫ ତାରିଖ ରେ ମୁକ୍ତିଲାଭ ହେବାକୁ ଥିବା ପଠାନ୍ ଚଳଚ୍ଚିତ୍ର ବିରୋଧ ରେ ଦୃଢ଼ ପ୍ରତିକ୍ରିୟା ରଖିଛି ହିନ୍ଦୁ ମହାସଂଘ। ଏଥିରେ ଶାହାରୁଖ ଖାନ୍ ଓ ଦୀପିକା ପାଦୁକନ ମୁଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି। ରିଲିଜ ପୂର୍ବରୁ ଏକ ଟ୍ରେଲର ୟୁଟ୍ୟୁବରେ ଆସିବାର ପରିଲକ୍ଷିତ ହୋଇ ଥିବା ବେଳେ ଏହି ଚଳଚ୍ଚିତ୍ରର ଏବଂ ଦୀପିକା ପାଦୁକନଙ୍କ ଭଗଓ୍ବା ରଙ୍ଗର ଛୋଟ ବସ୍ତ୍ରରେ ଏକ ବୋଲ୍ଡ ଅନ୍ତରଙ୍ଗ ଦୃଶ୍ୟ ଓ ବେସରମ୍ ଗୀତକୁ ବିରୋଧ କରିଛି ହିନ୍ଦୁ ମହାସଂଘ। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଏହି ଚଳଚ୍ଚିତ୍ରକୁ ବେନ୍ କରିବା ପାଇଁ ଦାବି କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳ...
Prime Odisha December 16, 2022, 6:25 am
267 Views
ଅଜବ ଲୋକଙ୍କ ଗଜବ ସଉକ! ବାଲି ଖାଇ ବିତିଲାଣି ଅଧା ବୟସ, ଚର୍ଚ୍ଚାରେ ୬୮ବର୍ଷୀୟ ଉତ୍ତରପ୍ରଦେଶର ହରିଲାଲ
ବ୍ରହ୍ମପୁର:ଆମେ ଯେମିତି ଦୈନନ୍ଦିନ ଜୀବନରେ ଭାତ, ରୁଟି ଖାଇଥାଉ ସେହି ଭଳି ହରିଲାଲ ଖାଉଛନ୍ତି ମୁଠାମୁଠା ବାଲି!ସେ ଏବେ ଗଂଜାମ ଜିଲ୍ଲାରେ ବାଲିଖିଆ ମଣିଷ ଭାବେ ପରିଚିତ।ଭାତ ଖାଇଲା ଭଳି ବିନା କୌଣସି ଦ୍ବିଧାରେ ସେ ଅତି ସହଜରେ ଚୋବାଇ ଚୋବାଇ ଖାଉଛନ୍ତି ବାଲି । ଏଭଳି ବିସ୍ମୟ ବୃଦ୍ଧଙ୍କୁ ନେଇ ସାରା ଗଞ୍ଜାମରେ ଚର୍ଚ୍ଚା।ଅଦ୍ଭୁତ ଘଟଣା ଓ ଜୀବଜନ୍ତୁରେ ପରିପୂର୍ଣ୍ଣ ଏ ଜଗତ । ଆମ ଚାରିପାଖରେ ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ବାସ କରିବା ନିହାତି କଷ୍ଟକର । ସେହିପରି ଜଣେ ବିସ୍ମୟ ବ୍ୟକ୍ତିତ୍ବ ହେଉଛନ୍ତି ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହରିଲାଲ ସକସେନା । ଯିଏକି ଦୀର୍ଘ ୩୫ରୁ ୪୦ ବର୍ଷ ଧରି ବାଲି ଖାଇ ଆସୁଛନ୍ତି । ଖାସ କଥା ହେ...
Prime Odisha June 7, 2022, 6:33 am
508 Views
ବଳି ପଡିଲେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ହରାଇଲେ ମନ୍ତ୍ରୀ ପଦ
ଭୁବନେଶ୍ୱର(ଅଜିତ କୁମାର ପାତ୍ର):ଗତକାଲି ନିଜ ମନ୍ତ୍ରୀପଦ ହରାଇଲେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ l ଗତ ନିର୍ବାଚନରେ କଂଗ୍ରେସର ଗଡ଼ କୁହାଯାଉଥିବା କୋଟପାଡ଼ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀନୀ ଭାବରେ ନିର୍ବାଚିତ ହୋଇଥିବା ପରେ ନବୀନଙ୍କ ଦୃଷ୍ଟି ପଡିଥିଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ ଉପରେ l ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରି ପଦ୍ମିନୀ ଦିଅନଙ୍କୁ ମନ୍ତ୍ରୀପଦ ଦେଇଥିଲେ l କିନ୍ତୁ ସବୁଥର ଭଳି ମନ୍ତ୍ରୀ ମଣ୍ଡଳ ଅଦଳ ବଦଳରେ ବଳି ପଡିଗଲେ ପଦ୍ମିନୀ l ପ୍ରଥମ ଥର ବିଧାନସଭାକୁ ଯାଇ ମଧ୍ୟ ପ୍ରଥମେ ପ୍ରଥମେ ଅନଭିଜ୍ଞର ପରିଚୟ ଦେଇଥିଲେ ମଧ୍ୟ ବର୍ତ୍ତମାନ ସେ ନିଜକୁ ସମ୍ଭାଳି ନେଲାଭଳି ଜଣା ପଡୁଥିଲେ, ଠିକ ଏହି ସମୟରେ ତାଙ୍କୁ ମନ୍ତ୍ରୀପଦରୁ ବିଦା ହ...
Prime Odisha June 5, 2022, 5:28 am
273 Views
ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେଲା ଜିଲ୍ଲା ସଂଚାଳନ ସମିତି, ନବରଙ୍ଗପୁର
ନବରଙ୍ଗପୁର(ପ୍ରାଇମ ଓଡିଶା ନ୍ୟୁଜ ବ୍ୟୁରୋ):ଶ୍ରୀ ମନ୍ଦୀରର ନବୀକରଣ ନାଁରେ ତଥା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଭକ୍ତଙ୍କ ସମାଗମରେ ବିଭିନ୍ନ ସୁବିଧା ସୁଯୋଗ ଓ ଆଧୁନିକତାର ଖୋଳ ପିନ୍ଧାଇ ପର୍ଯ୍ୟଟକ ହୋଉ କିମ୍ବା ଭକ୍ତଙ୍କ ଆକର୍ଷଣର କେନ୍ଦ୍ର କରିବା ଉଦେଶ୍ୟରେ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷପ ନିଆଯାଇ ପୁରାତନ ଢାଞ୍ଚାର ତୋଡ ମରୋଡ କରିବା ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର ମତ ଆସିଥିବାର ଦେଖା ଦେଇଥିବା ବେଳେ ଅନେକ କ୍ଷେତ୍ରରେ ସଂସୃତି ଓ ଶ୍ରୀମନ୍ଦୀର ବାସ୍ତୁ ହନନର ମଧ୍ୟ ମତ ସାମ୍ନାକୁ ଆସିଛି. ପରମ୍ପରା ଓ ସଂକୃତି ତଥା ଶ୍ରୀ ମନ୍ଦୀରକୁ ସୁରକ୍ଷା ପରିଧି ଭିତରେ ରଖିବା ଉଦେଶ୍ୟ ନେଇ ବିଶ୍ବହିନ୍ଦୁ ପରିଷଦ ନବରଙ୍ଗପୁର ଜିଲ୍ଲା ସଂଯୋଜକ ବାଳକୃଷ୍ଣ ପ...
Prime Odisha June 4, 2022, 12:46 pm
523 Views
ଓଡିଶାର ଦୁଇ ବୀର ସହିଦଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି
ଭୁବନେଶ୍ୱର(ପ୍ରାଇମ ଓଡିଶା ନିୟୁଜ ବ୍ୟୁରୋ):ସହୀଦ ଯବାନଙ୍କୁ ସମ୍ମାନିତ କରିବାର ପରମ୍ପରାକୁ ବଜାୟ ରଖି ଓଡ଼ିଶାର ବୀର ଶହୀଦ ଏସଓଜି ଯବାନ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୀ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି ।ଏହି ଅବସରରେ ଉଭୟ ଯବାନଙ୍କ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ସହ ଅନେକ ବୀର ଜବାନ ଉପସ୍ଥିତ ଥିଲେ l ଦେଶ ଓ ମାଟି ମାଆ ସେବା ପାଇଁ ଉଭୟ ବୀର ଯବାନଙ୍କ ବୀରତ୍ୱ ଓ ବଳିଦାନକୁ ଏ ଦେଶ ସର୍ବଦା ସ୍ମରଣ ରଖିବ । ଓଡିଶା ପ୍ରଦେଶରେ ଦୁଇ ସହୀଦ ଜନ୍ମିତ ହୋଇଥିବାରୁ ପ୍ରଦେଶ ଆଜି ଗର୍ବିତ l ...
Prime Odisha June 1, 2022, 11:35 am
590 Views
ସୃଷ୍ଟିର ଆଉ ଏକ ବୈଚିତ୍ର୍ୟ,ସମୁଦ୍ର ମୁହାଁ ଅଲିଭ୍ ରିଡ଼ଲେ ଶାବକ
ବ୍ରହ୍ମପୁର:ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ଼ଲେ ଶିଶୁ ଶାବକଙ୍କ ବିରଳ ଦୃଶ୍ୟ । ଏକା ସାଙ୍ଗରେ ହଜାର ହଜାର ଶାବକଙ୍କ ଆରମ୍ଭ ହୋଇଛି ନୂତନ ଯାତ୍ରା । ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଶେଷ ହେବାର ଦୀର୍ଘ ଦିନ ପରେ ଏବେ ଅଣ୍ଡାରୁ ବାହାରିଛନ୍ତି ଶାବକ । ଫଳରେ ଏବେ ସମୁଦ୍ର ମୁହାଁ ହଜାର ହଜାର ଅଲିଭ୍ ରିଡ଼ଲେ ଶାବକ । ବଙ୍ଗୋପସାଗରର ବାଲୁକାରାଶିରେ କୁନି କୁନି ପାଦରେ ସମୁଦ୍ରର ମଧ୍ୟକୁ ଚାଲି ଯାଉଛନ୍ତି ଏମାନେ । ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ଏବେ ଶାବକଙ୍କ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।ମୁଖ୍ୟତଃ ଗଣଅଣ୍ଡାଦାନ ପରେ ବେଳାଭୂମିର ବାଲୁକା ରାଶିରେ ୪୫ରୁ ୫୦ ଦିନ ପରେ ଅଣ୍ଡାରୁ ଶାବକ ଜନ୍ମଗ୍ରହଣ କରିଥାନ୍ତି । ହେଲେ ଚଳିତବର...
Prime Odisha June 1, 2022, 10:52 am
693 Views