BREAKING

ନେହେରୁଙ୍କ ସହ ପିତାଙ୍କ ଫଟୋ ଟୁଇଟ କଲେ ସିଦ୍ଧୁ, ଆରମ୍ଭ କଲେ ମିଶନ ଜିତେଗା ପଞ୍ଜାବ

ନେହେରୁଙ୍କ ସହ ପିତାଙ୍କ ଫଟୋ ଟୁଇଟ କଲେ ସିଦ୍ଧୁ, ଆରମ୍ଭ କଲେ ମିଶନ ଜିତେଗା ପଞ୍ଜାବ


ଚଣ୍ଡୀଗଡ: ପଞ୍ଜାବ କଂଗ୍ରେସରେ ଗୁରୁ ଦାୟିତ୍ୱ ପାଇବା ପରେ ନବଜୋତ ସିଂ ସିଦ୍ଧୁ ନିଜସ୍ୱ ଶୈଳୀରେ କାମ ଆରମ୍ଭ କରିଛନ୍ତି । ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରିଥିବାରୁ ମୁଁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟରେ ଋଣୀ । ଏହି ଅବସରରେ ସେ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ସହ ତାଙ୍କ ବାପାଙ୍କ ଫଟୋ ଶେୟାର କରିଛନ୍ତି ।ପଞ୍ଜାବ ମଡେଲ ଓ ହାଇକମାଣ୍ଡଙ୍କୁ ୧୮ ସୂତ୍ରୀ ଏଜେଣ୍ଡା ମାଧ୍ୟମରେ ମୁଁ କାର୍ଯ୍ୟ କରିବି । ଜିତେଗା ପଞ୍ଜାବ ମିଶନ ମାଧ୍ୟମରେ ମୁଁ ଲୋକଙ୍କୁ ସେମାନଙ୍କ ପ୍ରକୃତ କ୍ଷମତା ପ୍ରଦାନ କରିବି । ଜଣେ ଦଳୀୟ କର୍ମକର୍ତା ଭାବେ ମୋ ଦ୍ୱାରା ଯାହା କିଛି ହେବ ମୁଁ କରିବି ବୋଲି ସିଦ୍ଧୁ କହିଛନ୍ତି ।
TAGS : PANJAB, SINDHU

ନିର୍ଦ୍ଦିଷ୍ଟ ବୟସ ପରେ ସକ୍ରିୟ ରାଜନୀତି ଉଚିତ ନୁହେଁ: ବୈଜୟନ୍ତ

ନୂଆଦିଲ୍ଲୀ : ନିର୍ଦ୍ଦିଷ୍ଟ ବୟସ ଟପି ଯିବାପରେ ସକ୍ରିୟ ରାଜନୀତି କରିବା ଉଚିତ ନୁହେଁ। ଗୋଟିଏ ବୟସ ଅତିକ୍ରାନ୍ତ କରିବା ପରେ ବୟୋଜ୍ୟେଷ୍ଠ ନେତାମାନେ ମାର୍ଗଦର୍ଶନ କରିଥାନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି)ରେ ଏହି ପରମ୍ପରା ଗତ କିଛି ବର୍ଷ ଧରି ଚାଲିଆସୁଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ‌ୟେଦୁରପ୍ପାଙ୍କ ପ୍ରସ୍ଥାନ ଏବଂ ନୂତନ ମୁଖ୍ୟମନ୍ତ୍ରୀ ଭାବେ ବସବରାଜ ବୋମାଇଙ୍କ ଶପଥ ଗ୍ରହଣ ପରେ ବିଜେପିର ଜାତୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି। ଶ୍ରୀ ପଣ୍ଡାଙ୍କର କହିବା ଅନୁସାରେ ବିଜେପି ପୃଥିବୀର ସବୁଠାରୁ ବଡ଼ ରାଜନୈତିକ ଦଳ ଏବଂ ଏହା ନିଜର ଗଣତାନ୍ତ୍ରିକ ପରମ୍ପରାକୁ ବଜ...

Prime Odisha July 31, 2021, 8:55 am     394 Views

ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ବ ନେଲେ ସିଦ୍ଧୁ

ଚଣ୍ଡିଗଡ଼ : କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ପଂଜାବ କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି। ଚଣ୍ଡିଗଡ଼ ସ୍ଥିତ ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଉପସ୍ଥିତିରେ ସିଦ୍ଧୁ ପଂଜାବ କଂଗ୍ରେସର ସଭାପତି ଭାବେ ଦାୟିତ୍ବ ନେଇଛନ୍ତି। ରାଜ୍ୟ କଂଗ୍ରେସରେ ଜାରି ଥିବା ସଙ୍କଟର ସମାଧାନ ସହ ସିଦ୍ଧୁ ଆଜି ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ପଂଜାବ କଂଗ୍ରେସର ଅନ୍ୟ ନୂଆ କାର୍ଯ୍ୟକାରୀ ସଭାପତି ସଙ୍ଗତ ସିଂହ ଗିଲଜିଆନ୍‌, ସୁଖୱିନ୍ଦର ସିଂହ ଡାନ୍ନି, ପୱନ ଗୋଏଲ ଏବଂ କୁଲଜିତ ସିଂହ ନାଗରା ମଧ୍ୟ ଆଜି ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ନେବାପରେ ସିଦ୍ଧୁ ତାଙ୍କ ପ୍ରଥମ ଭାଷଣରେ କହିଛନ୍ତି, ମୋର କୌଣସ...

Prime Odisha July 24, 2021, 9:04 am     741 Views

ନବଜୋତ ସିଦ୍ଧୁଙ୍କୁ ଅନିଲ ବିଜଙ୍କ ପରାମର୍ଶ

ନୂଆଦିଲ୍ଲୀ ୧୪/୦୭ : ପଞ୍ଜାବ କଂଗ୍ରେସରେ ଜରି ରହିଥିବା କଳହ ମଧ୍ୟରେ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ନବଜୋତ ସିଂହ ସିଦ୍ଧୁଙ୍କୁ ଅଲଗା ଦଳ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ଅନିଲ ବିଜ କହିଛନ୍ତି ଯେ ନବଜୋତ ସିଂହ ସିଦ୍ଧୁ ବ୍ୟକ୍ତିଗତ ଭାବେ ଯେଉଁ ଦଳରେ ସାମିଲ ହେବାକୁ ଚାହୁଁଛନ୍ତି ହୁଅନ୍ତୁ। କିନ୍ତୁ ବାରମ୍ବାର ଦଳ ବଦଳାଇ ଦଳ ଖରାପ ନ କରି ନିଜର ଅଲଗା ଦଳ ଗଠନ କରିବାକୁ ତାଙ୍କୁ ମୋର ପରାମର୍ଶ ଗତ କିଛି ମାସରେ ପଞ୍ଜାବ କଂଗ୍ରେସରେ କଳହ ଦେଖିବାକୁ ମିଳିଛି। ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଏବଂ ଅନ୍ୟ କିଛି ନେତା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଜରି କଳହ ଶେଷ କରିବାକୁ କଂଗ୍ରେସ ସବୁ ...

Prime Odisha July 15, 2021, 8:19 am     110 Views

୩୦ ବର୍ଷ ପରେ ବାପା ତୁଲାଇଥିବା ମନ୍ତ୍ରୀ ପଦ ହାତେଇଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ:୩୦ ବର୍ଷ ପରେ ବାପା ମାଧବରାଓ ସିନ୍ଧିଆ ଯେଉଁ ବିଭାଗରେ ମନ୍ତ୍ରୀ ଥିଲେ ଆଜି ସେହି ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ୧୯୯୧ରୁ ୯୩ ପର୍ଯ୍ୟନ୍ତ ମାଧବରାଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ । ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଜ୍ୟୋତିରାଦିତ୍ୟ ପୂର୍ବରୁ ମନମୋହନ ସିଂଙ୍କ ସରକାର ବେଳେ କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଥିଲେ । ଏବେ ସେ ଏହି ବିଭାଗ ଦାୟିତ୍ୱ କିଭଳି ତୁଲାଇବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଦୀର୍ଘ ଦିନ କଂଗ୍ରେସରେ ରହିବା ପରେ ୨୦୨୦ରେ ସେ ବିଜେପି ଯୋଗ ଦେଇଥିଲେ । ତାଙ୍କ ଯୋଗୁ ମଧ୍ୟପ୍ରଦେଶରେ ବିଜେପି ସରକାର ...

Prime Odisha July 8, 2021, 1:48 am     175 Views

ଦିନେ ଚା ବଗିଚାରେ କାମ କରୁଥିଲେ, ଆଜି କ୍ୟାବିନେଟ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଦିନ ଥିଲା ପେଟ ପାଇଁ ସେ ଚା’ ବଗିଚାରେ କାମ କରୁଥିଲେ । ସାଧାରଣ ଗରିବ ପରିବାରରେ ଜନ୍ମ ହୋଇଥିବାରି ରୋଜଗାର ପାଇଁ ଚା ବଗିଚାରେ କାମ କରୁଥିଲେ । ପାଖାପାଖି ଦୁଇ ଦଶନ୍ଧି ଧରି ଶ୍ରମିକ ଭାବରେ ଖଟିଛନ୍ତି । ଆଜି ସେ ମୋଦି ସରକାରରେ ମନ୍ତ୍ରୀ । ଗତକାଲି ଶପଥ ନେଇଥିଲେ ଓ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆମେ କହୁଛୁ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବାର୍ଲାଙ୍କ କଥା । ଚା ବଗିଚାରୁ ସଂସଦ ଭବନ ଓ ଏବେ କେନ୍ଦ୍ରରେ ମନ୍ତ୍ରୀ । ସଂଘର୍ଷମୟ ଥିଲା ତାଙ୍କର ଜୀବନ କାହାଣୀ । ପଶ୍ଚିମବଙ୍ଗ ଆଲିପୁରଦ୍ୱାର ସାଂସଦ ଜନ୍ ବାର୍ଲା । ତାଙ୍କ ଜୀବନ କାହାଣୀ ଅଦ୍ଭୁତ ଓ ଅସାଧାରଣ । ଜଲପାଇଗୁଡ଼ି ଜିଲ୍ଲାର ବନାରହାଟ ଲକ୍ଷ୍ମୀପାରା ବାସିନ୍ଦା ଜନ୍ ବାର୍ଲା । ମ...

Prime Odisha July 8, 2021, 1:42 am     135 Views

କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଆସିଲା ୪୩ଜଣଙ୍କ ନୂଆ ତାଲିକା

ନୂଆଦିଲ୍ଲୀ: ମୋଦୀଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ନୂଆ ତାଲିକା ପ୍ରକାଶ ପାଇଛି । ତାଲିକାରେ ୪୩ ଜଣଙ୍କ ନାଁ ରହିଛି । ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ନାମ ତାଲିକାର ୬ ନମ୍ବରରେ ରହିଛି । ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବା ନେଇ ଚର୍ଚ୍ଚା ହେଉଛି । ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତି ରାନ୍ଧିତ୍ୟ ସିନ୍ଧିଆ, ଶାନ୍ତନୁ ଠାକୁର ଓ ପଶୁପତି ପରସ୍ ଙ୍କ ଆଦି ନାଁ ରହିଛି । ଓଡ଼ିଶାରୁ ଦୁଇ ଜଣଙ୍କ ନାଁ ରହିଛି । ସନ୍ଧ୍ୟା ୬ତ ରେ ପ୍ରକାଶିତ ତାଲିକା ଅନୁଯାୟୀ ଶପଥ ନେବେ ମନ୍ତ୍ରୀ ।...

Prime Odisha July 7, 2021, 4:39 am     859 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନ...

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା ...

କୋଟପାଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପରିଷଦ ଜୋନ 2ର ଘୁମର ଗ୍ରାମ ପଂଚାୟତର କୃଷ୍ଣଗୁଡା ଗ୍ରାମ ଠାରେ ଏକ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us