BREAKING

କରୋନା ମୁକାବିଲା; ଆଜୀବନ ସୁରକ୍ଷା ପ୍ରଦାନ କରିପାରେ ଆଷ୍ଟ୍ରା ଜେନେକା ଟିକା

କରୋନା ମୁକାବିଲା; ଆଜୀବନ ସୁରକ୍ଷା ପ୍ରଦାନ କରିପାରେ ଆଷ୍ଟ୍ରା ଜେନେକା ଟିକା


ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ବାରା ବିକଶିତ ଟିକା ଆଷ୍ଟ୍ରା ଜେନେକା କରୋନା ମୁକାବିଲା ବିରୋଧରେ ଅଧିକ ଶକ୍ତିଶାଳୀ। ଏହା ଆଜୀବନ ସୁରକ୍ଷା ପ୍ରଦାନ କରିପାରେ। ଏହା ଆଜୀବନ କରୋନାର ନୂଆ ପ୍ରଜାତି ସହ ଲଢିବାକୁ ସକ୍ଷମ ହୋଇପାରେ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।

ଭାଇରସ୍-ବୁଷ୍ଟିଂ ଆଣ୍ଟିବଡି ସୃଷ୍ଟି କରିବା ବ୍ୟତୀତ ଏହି ଟିକା ଶରୀରରେ ଟି-ସେଲ୍‌ଗୁଡ଼ିକୁ ଖୋଜିବା ଏବଂ ସେଗୁଡିକୁ ଶକ୍ତିହୀନ କରି ନିପାତ କରିବା ପାଇଁ “ଟ୍ରେନିଂ କ୍ୟାମ୍ପ୍‌” ସୃଷ୍ଟି କରିଥାଏ। ପରବର୍ତ୍ତୀ ସମୟରେ ଏହା ନୂତନ ପ୍ରଜାତିକୁ ରୋକିପାରେ ବୋଲି ଦ ସନ୍‌, ୟୁକେ ରିପୋର୍ଟରେ ପ୍ରକାଶ ପାଇଛି।

ଏହାର ଅର୍ଥ ହେଉଛି ଆଣ୍ଟିବଡି ହ୍ରାସ ହେବା ପରେ ଶରୀର ଏହି ଗୁରୁତ୍ୱପୂର୍ଣ୍ଣ କୋଷଗୁଡିକୁପୁଣି ଥରେ ତିଆରି କରିପାରେ। ଯାହା ଶରୀରକୁ ଆଜୀବନ ସୁରକ୍ଷା ପ୍ରଦାନ କରିପାରେ।
TAGS : VACCINE, COVID

ପୋଷ୍ଟ କୋଭିଡ୍‌ ରୋଗୀଙ୍କଠାରେ ଦେଖାଦେଇଛି ଆଉ ଏକ ନୂଆ ସମସ୍ୟା; ଜାଣନ୍ତୁ କ’ଣ କହନ୍ତି ଡାକ୍ତର

ନୂଆଦିଲ୍ଲୀ: କରୋନା ପରେ ଏବେ କେଶ ଝଡିବା ଭଳି ନୂଆ ସମସ୍ୟା ଦେଖାଦେଇଛି। ପୋଷ୍ଟ କୋଭିଡ୍‌ ରୋଗୀଙ୍କଠାରେ କେଶ ଝଡିବା ଭଳି ଏକ ନୂଆ ସମସ୍ୟା ଦେଖିବାକୁ ମିଳିଛି ବୋଲି ଡାକ୍ତରମାନେ ମତ ରଖିଛନ୍ତି।ମୁଖ୍ୟତଃ ଚାପ, ପୁଷ୍ଟିକର ଅଭାବ ଏବଂ ସଂକ୍ରାମକ ରୋଗ ଦ୍ବାରା ପ୍ରଦାହଜନକ ପ୍ରତିକ୍ରିୟା ହେତୁ ହୋଇଥାଏ କେଶ ଝଡିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି। ସାଧାରଣତଃ ଜଣେ ବ୍ୟକ୍ତିର ଦିନକୁ ୧୦୦ କେଶ ଝଡିଥାଏ। କିନ୍ତୁ ଟେଲୋଜେନ୍ ଇଫ୍ଲୁଭିୟମ୍ କାରଣରୁ ଏହା ଦିନକୁ ୩୦୦ରୁ ୪୦୦ ପର୍ଯ୍ୟନ୍ତ ବଢିପାରେ। “କରୋନା ପରେ କେଶ ଝଡିବା ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଥିବା‌ ଦେଖିବାକୁ ମିଳିଛି। ପୁଷ୍ଟିକର ଖାଦ୍ୟର ଅଭାବ, ହରମୋନ୍ ବ୍ୟାଘା...

Prime Odisha August 1, 2021, 4:35 am     607 Views

ବୟସ ବର୍ଗ ଅନୁଯାୟୀ କରୋନା ଲକ୍ଷଣ ମଧ୍ୟ ଭିନ୍ନ ହୋଇଥାଏ; ରିପୋର୍ଟ

ନୂଆଦିଲ୍ଲୀ: ଆଜି ଲାନ୍‌ସେଟ୍‌ ଡିଜିଟାଲ୍ ହେଲ୍ଥରେ ପ୍ରକାଶିତ ଏବଂ କିଙ୍ଗ୍‌ସ କଲେଜ ଲଣ୍ଡନର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏପ୍ରିଲ୍ ୨୦ ରୁ ୧୫ ଅକ୍ଟୋବର ୨୦୨୦ ମଧ୍ୟରେ କରୋନାର ପ୍ରାଥମିକ ଲକ୍ଷଣକୁ ନେଇ ପରୀକ୍ଷା କରାଯାଇଥିଲା। ଅନୁସନ୍ଧାନକାରୀମାନେ କରୋନା ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣଗୁଡିକରୁ ଯାହା ଜଣାପଡ଼ିଛି ଯେ ଲିଙ୍ଗ ଏବଂ ବୟସ ବର୍ଗ ଅନୁଯାୟୀ କରୋନା ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ‌ହୋଇଥାଏ। ରିପୋର୍ଟ ଅନୁଯାୟୀ ବୟସ, ଲିଙ୍ଗ, ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଅନୁଯାୟୀ କୋଭିଡ୍‌ ସଂକ୍ରମଣର ଲକ୍ଷଣ ମଧ୍ୟ ଭିନ୍ନ ହୋଇଥାଏ। ୧୮ ଟି ଲୋକଙ୍କ ଲକ୍ଷଣ ପରୀକ୍ଷା କରାଯାଇଥିଲା ଯେଉଁଥିରୁ ଏହି ତଥ୍ୟ ପ୍ରକାଶ ପାଇଛି। କରୋନା ଚିହ୍ନଟ ପାଇଁ ସବୁଠାର...

Prime Odisha August 1, 2021, 3:30 am     505 Views

କାହିଁକି ଦ୍ରୁତ ଗତିରେ ବ୍ୟାପୁଛି ଡେଲଟା ପ୍ରଜାତି?

ବେଜିଂ: କରୋନାର ଡେଲଟା ପ୍ରଜାତି ସଂକ୍ରମିତ ଲୋକଙ୍କ ସଂଖ୍ୟା କରୋନାଭାଇରସର ମୂଳ ପ୍ରଜାତିରେ ସଂକ୍ରମିତ ଲୋକଙ୍କ ଅପେକ୍ଷା ବହୁ ଅଧିକ। ରିପୋର୍ଟ ଅନୁଯାୟୀ ଡେଲ୍‌ଟା ପ୍ରଜାତି କ୍ଷୀପ୍ର ସଂକ୍ରମଣ କରିଥାଏ। ଚାଇନାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ ପାଇଁ ଗୁଆଙ୍ଗଡୋଙ୍ଗ୍ ପ୍ରାଦେଶିକ କେନ୍ଦ୍ରର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ମୂଳ ସଂକ୍ରମିତ ଲୋକଙ୍କ ଅପେକ୍ଷା ଡେଲଟା ପ୍ରଜାତି ସଂକ୍ରମିତ ଲୋକଙ୍କଠାରେ ଭାଇରାଲ୍ ପ୍ରାକ୍ଟକିଲ୍‌ସ ପ୍ରାୟ ୧୦୦୦ ଗୁଣ ଅଧିକ। ସାମ୍ପ୍ରତିକ ଆକଳନ ଅନୁଯାୟୀ, କରୋନା ସୃଷ୍ଟି କରୁଥିବା ଭୂତାଣୁ sars-cov-2 ର ମୂଳ ଷ୍ଟ୍ରେନ୍ ତୁଳନାରେ ଡେଲଟା ପ୍ରକାର ଦୁଇଗୁଣରୁ ଅଧିକ ସଂକ୍ରମଣ ହୋଇପାରେ। ଭାରତରେ ପ୍ରଥମେ ୨୦୨୦ ଶ...

Prime Odisha July 25, 2021, 6:13 am     273 Views

ତୃତୀୟ ତରଙ୍ଗଠୁ କେମିତି ପାଇବା ସୁରକ୍ଷା?; ଜାଣନ୍ତୁ କଣ କହିଲେ ଏମ୍‌ସ ମୁଖ୍ୟ

ନୂଆଦିଲ୍ଲୀ: ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଶୁକ୍ରବାର ଦିନ କହିଛନ୍ତି ଯେ କୋଭିଡ-୧୯ ତୃତୀୟ ତରଙ୍ଗ ବିଳମ୍ବରେ ଆସିପାରେ। ଏହା ଦ୍ବିତୀୟ ତରଙ୍ଗ ପରି କ୍ଷୀପ୍ର ସଂକ୍ରମଣ ହୋଇନପାରେ। ଏହା ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ‌ଲୋକମାନେ ଆଉ କିଛି ଦିନ ବ୍ୟାପକ ସତର୍କତା ଅବଲମ୍ବନ କରିବେ। ଭିଡ଼, ଅତ୍ୟାବଶ୍ୟକ ଯାତ୍ରା ଏବଂ କୋଭିଡ-ଉପଯୁକ୍ତ ଆଚରଣ ବଜାୟ ରଖିଲେ ଏହା ଅଧିକ ମାରାତ୍ମକ ହେବନି ବୋଲି କହିଛନ୍ତି ଏମ୍‌ସ ମୁଖ୍ୟ। “ଯଦି ଆଗାମୀ କିଛି ମାସ ପାଇଁ, ଆମ ଜନସଂଖ୍ୟାର ଏକ ବୃହତ ଅଂଶ ଟିକାକରଣ ନହେବା ପର୍ଯ୍ୟନ୍ତ ଭିଡ଼, ଅତ୍ୟାବଶ୍ୟକ ଭ୍ରମଣରୁ ଦୂରେଇ ରହିବେ ଏବଂ କୋଭିଡ୍‌ ଉପଯୁକ୍ତ ଆଚରଣ ବଜାୟ ରଖିବେ ତେବେ ଏହାକୁ ନିଶ୍ଚିତ ଭାବେ ଏଡାଇ ହେବ ବେ...

Prime Odisha July 23, 2021, 5:23 am     284 Views

ସେପ୍ଟେମ୍ବରରୁ ଦେଶରେ ସ୍ପୁଟନିକ୍ ଭି ଟିକା ଉତ୍ପାଦନ ଆରମ୍ଭ କରିବ ସେରମ୍

ନୂଆଦିଲ୍ଲୀ: ସେରମ୍‌ରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ସ୍ପୁଟ୍‌ନିକ୍‌ ଭି ଟିକା ଉତ୍ପାଦନ। ରୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ ସ୍ପୁଟ୍‌ନିକ୍‌ ଭି ଟିକା ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା କରିଥିବା ଘୋଷଣା କରାଯାଇଛି। ସେପ୍ଟେମ୍ବରରୁ ସେରମ୍ ସ୍ପୁଟ୍‌ନିକ୍‌ ଭି ଟିକା ର ପ୍ରଥମ ବ୍ୟାଚ୍ ଉତ୍ପାଦନ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହାସହିତ ପ୍ରତିବର୍ଷ ଭାରତରେ ୩୦୦ ନିୟୁତରୁ ଅଧିକ ସ୍ପୁଟ୍‌ନିକ୍‌ ଭି ଟିକା ଉତ୍ପାଦନ କରିବାକୁ ଯୋଜନା ରଖାଯାଇଥିବା ଜଣାପଡ଼ିଛି। ସେରମ୍‌ ପୂର୍ବରୁ କୋଭିଶିଲ୍ଡ ଟିକା ପ୍ରସ୍ତୁତ କରୁଛି। ସେରମ୍‌ ବ୍ରିଟେନରେ କୋଡାଜେନିକ୍ସର ପରୀକ୍ଷା ମଧ୍ୟ କରୁଛି। ଆରଡିଆଇଏଫ୍ ପୂର୍ବରୁ ...

Prime Odisha July 13, 2021, 5:05 am     283 Views

୧୫ଟି ୟୁରୋପୀୟ ଦେଶରେ କୋଭିଶିଲ୍ଡକୁ ମିଳିଲା ସ୍ୱୀକୃତି

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କୋଭିଶିଲ୍ଡ ଟିକାକୁ ସ୍ୱୀକୃତି ଦେବା ପାଇଁ ବେଲଜିୟମ ସର୍ବଶେଷ ୟୁରୋପୀୟ ଦେଶ ହୋଇପାରିଛି। କୋଭିଶିଲ୍ଡ ବର୍ତ୍ତମାନ ୧୫ ୟୁରୋପୀୟ ଦେଶ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ଉତ୍ପାଦିତ ଏବଂ କୋଭାକ୍ସ ଦ୍ବାରା ବିତରଣ ହୋଇଥିବା ଆଷ୍ଟ୍ରା ଜେନେକା ଟିକା କୋଭିଶିଲ୍ଡକୁ ବେଲଜିୟମ ସ୍ୱୀକୃତି ଦେଇଛି। କୋଭିଡ-୧୯ ମହାମାରୀ ସମୟରେ ମୁକ୍ତ ଚଳାଚଳକୁ ସୁଗମ କରିବା ଉଦ୍ଦେଶ୍ୟରେ ୟୁଏଇର ସ୍ୱୀକୃତି ଲୋକମାନଙ୍କୁ ଇୟୁ ଡିଜିଟାଲ କୋଭିଡ ସାର୍ଟିଫିକେଟ୍ କିମ୍ବା ‘ଗ୍ରୀନ୍ ପାସ୍’ ପାଇବାରେ ସାହାଯ୍ୟ କରିବ।...

Prime Odisha July 10, 2021, 11:16 am     549 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଲାବୋରେଟୋରୀ ଟେକ୍ନିସିଆନ...

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା ...

କୋଟପାଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପରିଷଦ ଜୋନ 2ର ଘୁମର ଗ୍ରାମ ପଂଚାୟତର କୃଷ୍ଣଗୁଡା ଗ୍ରାମ ଠାରେ ଏକ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us