BREAKING

ସାମ୍ନାକୁ ଆସିଲା ‘ଡକ୍ଟର ଜୀ’ର ଫାଷ୍ଟ ଲୁକ୍

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଓ ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂ ଏବଂ ସେଫାଳି ଶାହଙ୍କ ଆଗାମୀ ଫିଲ୍ମ’ଡକ୍ଟର ଜୀ’ ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି


ନୂଆଦିଲ୍ଲୀ : ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଓ ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂ ଏବଂ ସେଫାଳି ଶାହଙ୍କ ଆଗାମୀ ଫିଲ୍ମ’ଡକ୍ଟର ଜୀ’ ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏଥିରେ କିଛି ହଟକେ କରିବାକୁ ଯାଉଛନ୍ତି ଆୟୁଷ୍ମାନ ଖୁରାନା । ଏଥିରେ ଆୟୁଷ୍ମାନ ଖୁରାନା ଡକ୍ଟର ଉଦୟ ଗୁପ୍ତା ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମକୁ ନେଇ ବେଶ ଉସ୍ବାହିତ ଅଛନ୍ତି ଆୟୁଷ୍ମାନ ।
TAGS : Ayushman Khurana, Bolywood

ଡବ୍ୱୁ ରତ୍ନାନୀଙ୍କ କ୍ୟାଲେଣ୍ଡରରେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍ ବିୟୁଟି ଐଶ୍ୱର୍ଯ୍ୟା ରାଏ ବଚ୍ଚନ ଏବେ ତାଙ୍କ ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ । ଅସଲରେ ବେଶ କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଥିବା ଐଶ୍ୱର୍ଯ୍ୟା ଏବେ ପୁଣିଥରେ ଫେରିଛନ୍ତି । ହେଲେ ଏବେ ତାଙ୍କର ଏକ ଫଟୋକୁ ନେଇ ସେ ଆସିଛନ୍ତି ଚର୍ଚ୍ଚାକୁ । ଏଥର ଐଶ୍ୱର୍ଯ୍ୟା ଡବ୍ୱୁ ରତ୍ନାନୀଙ୍କ କ୍ୟାଲେଣ୍ଡର ପାଇଁ ଫଟୋ ଶୁଟ୍ କରିଛନ୍ତି । ୨୦୨୧ର ଏହି କ୍ୟାଲେଣ୍ଡର ପାଇଁ ଐଶ୍ୱର୍ଯ୍ୟା ଯେଉଁ ଫଟୋ ଶୁଟ୍ କରିଛନ୍ତି ତାହାର ଏକ ଫଟୋ ଡବ୍ୱୁ ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ବୁଧବାର ଏହା ଇନଷ୍ଟାଗ୍ରାମରେ ଶେୟାର କରାଯିବା ପରେ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକମାନେ ଖୁସି ହୋଇ ଯାଇଛନ୍ତି । ଡବ୍ୱୁ ରତ୍ନାନୀଙ୍କ କ୍ୟାଲେଣ୍ଡର ପାଇଁ ଐଶ୍ୱର୍ଯ୍ୟାଙ୍କର ଏ...

Prime Odisha July 29, 2021, 8:21 am     326 Views

ଶିଳ୍ପା ଶେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା କ୍ରାଇମବ୍ରାଞ୍ଚ, ଆସିଲା ବଡ଼ ତଥ୍ୟ

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ଆହୁରି ବଢ଼ିପାରେ । ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚର ନଜରରେ ରହିଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟ, ଯେଉଁଥିରେ ରାଜ ଓ ଶିଳ୍ପା ମିଶି ଏକ ଜଏଣ୍ଟ ଆକାଉଣ୍ଟ ଖୋଲିଥିଲେ । ଏହି ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହେଉଥିଲା । କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି କି, ହଟସଟ ଆପ୍ ଓ ବୋଲି ଫେମ୍ ଆପରୁ ଆସୁଥିବା ଟଙ୍କା ଏହି ଆକାଉଣ୍ଟରେ ପଠାଯାଉଥିଲା । ଯାଞ୍ଚ ପରେ ଜଣାପଡିଛି ଯେ, ଆକାଉଣ୍ଟକୁ ଟଙ୍କା ସିଧାସଳଖ ନଆସି ଅଲଗା ଅଲଗା ଆକାଉଣ୍ଟ ଜରିଆରେ ଆସୁଥିଲା । ଅନ୍ୟପଟେ ୨୩ ତାରିଖରେ ଯେବେ କ୍ରାଇମବ୍ରାଞ୍ଚ ଟିମ୍ ଶିଳ୍ପା ଶେଟ୍ଟୀଙ୍କ ଘର...

Prime Odisha July 26, 2021, 11:49 am     983 Views

ଆଥିୟାଙ୍କୁ କ୍ଷମା ମାଗିଲେ ସଲ୍‌ମାନ

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନ ନିକଟରେ ତାଙ୍କ ଭାଇ ଅରବାଜ ଖାନଙ୍କ ଟକ୍ ସୋ – ପିଞ୍ଚ ୨ରେ ଯୋଗାଦେଇଥିଲେ। ଏବଂ ତାଙ୍କ ବିଷୟରେ ପ୍ରଚାର ହେଉଥିବା ଗୁଜବ ବିଷୟରେ କହିଥିଲେ। ଆକର୍ଷଣୀୟ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଗୋଟିଏ ପର୍ଯ୍ୟାୟରେ ଅରବାଜ ଖାନ ସଲମାନଙ୍କୁ ଇନଷ୍ଟାଗ୍ରାମରେ ଅନୁସରଣ କରିଥିବା ଲୋକମାନଙ୍କ ବିଷୟରେ ପଚାରିଥିଲେ ଏବଂ କ୍ୟାଟ୍ରିନା କୈଫ, ଆଥିଆ ଶେଟ୍ଟୀ ଏବଂ ସଂଗୀତା ବିଜ୍‌ଲାନୀ ମଧ୍ୟରୁ ସେ କାହାକୁ ଇନଷ୍ଟାଗ୍ରାମରେ ଅନୁସରଣ କରୁନାହାଁନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। ଏଥିରେ ସଲ୍‌ମାନଙ୍କ ଉତ୍ତର ଥିଲା ସଂଗୀତା ବିଜ୍‌ଲାନୀ। ଏହାପରେ ଅରବାଜ ସଲ୍‌ମାନଙ୍କୁ ଆଥିୟା ଶେଟ୍ଟୀଙ୍କୁ ଅନୁସରଣ କରନ୍ତି କି ନାହିଁ ତାହା ପ୍...

Prime Odisha July 25, 2021, 6:14 am     846 Views

ବାହୁବଳୀ ପ୍ରଭାସ ହେଲେ ଏସିଆର ହ୍ୟାଣ୍ଡସମ ଅଭିନେତା

ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସ ଏସିଆର ହ୍ୟାଣ୍ଡସମ ଅଭିନେତା ଆଖ୍ୟା ପାଇଛନ୍ତି । ପାକିସ୍ତାନର ଇମ୍ରାନ ଅବାସ ନକବୀ ଓ ଜାପାନର ଜିନ ଅକାନିଶଙ୍କୁ ସେ ପଛରେ ପକାଇ ଦେଇଥିଲେ । ଉପରୋକ୍ତ ୨ ଅଭିନେତା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ବାହୁବଳୀ ଫିଲ୍ମ ମାଧ୍ୟମରେ ପ୍ରଭାସ ନିଜକୁ ବିଶ୍ୱସ୍ତରରେ ପରିଚିତ ଓ ପ୍ରତିଷ୍ଠିତ କରାଇ ପାରିଛନ୍ତି । ମହିଳାମାନେ ମଧ୍ୟ ତାଙ୍କ ପ୍ରତି ଆକର୍ଷିତ ରହୁଥିବା ଜଣାପଡିଛି । ହ୍ୟାଣ୍ଡସମ ହେବା ସହ ନମ୍ର ଏବଂ ଭଦ୍ର ବ୍ୟକ୍ତିତ୍ୱ ତାଙ୍କୁ ଲୋକପ୍ରିୟ କରାଇଛି । ରିପୋର୍ଟ ମୁତାବକ ତାଙ୍କର ରାଧେ ଶ୍ୟାମ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍ସୁକତା ଏବେଠାରୁ ବଢ଼ିବାରେ ଲାଗିଛି । ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟମା...

Prime Odisha July 23, 2021, 7:44 am     271 Views

ବଜରଙ୍ଗୀ ଭାଇଜାନର ସିକ୍ୱେଲ ଉପରେ କାମ ଆରମ୍ଭ କଲେଣି ଲେଖକ କେଭି ବିଜେୟେନ୍ଦ୍ର

ମୁମ୍ବାଇ: ସଲମାନ ଖାଁ ଅଭିନୀତ ସୁପରହିଟ ଫିଲ୍ମ ବଜରଙ୍ଗୀ ଭାଇଜାନ ଫିଲ୍ମର ସିକ୍ୱେଲ ଆରମ୍ଭ ହୋଇଛି । ଲେଖକ କେଭି ବିଜେୟେନ୍ଦ୍ର ପ୍ରସାଦ ଏହାର କାହାଣୀ ଲେଖିବା ଆରମ୍ଭ କରି ଦେଇଛନ୍ତ । ସଲମାନ ମଧ୍ୟ ଏହାର ସିକ୍ୱେଲ ନେଇ ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି । ୬ ବର୍ଷ ତଳେ ରିଲିଜ ହୋଇଥିବା ଫିଲ୍ମ ୩୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିଥିଲା । ସଲମାନଙ୍କ ବ୍ୟତୀତ କରୀନା କାପୁର ଓ ନବାଜୁଦ୍ଦିନ ସିଦ୍ଦିକ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । କବୀର ଖାଁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ନୂତନ ଆଙ୍ଗଲେ ଏବଂ ଚମତ୍କାର ଶୈଳୀରେ କାହାଣୀ ଲେଖିବାକୁ ସଲମାନ ତାଙ୍କୁ ପରାମର୍ଶ ଦେଇଛନ୍ତି । ଫିଲ୍ମର ଷ୍ଟାରକାଷ୍ଟ ନେଇ ବିଧିବଦ୍ଧ ଭା...

Prime Odisha July 18, 2021, 4:03 am     549 Views

ଜଷ୍ଟିସ ସି.ଶଙ୍କରନ ନାୟାରଙ୍କ ଭୂମିକା କରିବେ ଅକ୍ଷୟ!

ମୁମ୍ବାଇ: କରନ ଜୋହର ଜାଲିୱାନବାଗ ନରସଂହାର ଉପରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ଏହାର ନାମ ଦି ଅନଟୋଲ୍ଡ ଷ୍ଟୋରି ଅଫ ସି.ଶଙ୍କରନ ନାୟାରଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ କିପରି ଜଷ୍ଟିସ ସି.ଶଙ୍କରନ ଜାଲିୱାନବାଗ ପୀଡିତ ପାଇଁ ସାହାସର ସହ ଲଢ଼ିଥିଲେ ତାହା ଉଲ୍ଲେଖ ରହିବ । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅକ୍ଷୟ କୁମାରଙ୍କ ସହ କରନ ଏହି କୋର୍ଟ ରୁମ ଡ୍ରାମା ନେଇ ଯୋଗାଯୋଗ କରିଛନ୍ତି । ମେକର୍ସଙ୍କ ପ୍ରଥମ ପସନ୍ଦ ଅକ୍ଷୟ ଥିଲେ ମଧ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଅକ୍ଷୟଙ୍କ ପାଖରେ ଏବେ ଡେଟ୍ସ ସମସ୍ୟା ଥିବା ବେଳେ କରନ ଏହି ଫିଲ୍ମକୁ ଶୀଘ୍ର ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ।...

Prime Odisha July 16, 2021, 3:24 am     644 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ: କୋରାପୁଟ ଜିଲ୍ଲା ସଡକ ସୁରକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ସୂଚନ...

କୋରାପୁଟ: ଆଜି ସ୍ଥାନୀୟ ମାନସ ଅନୁଷ୍ଠାନରେ ବିଭିନ୍ନ ବ୍ଲକରୁ ଆସିଥିବା ମାଷ୍ଟର ଟ୍ରେନର ମାନଙ୍କୁ ନେଇ ଏକ ତା...

କୋରାପୁଟ : କୋରାପୁଟ ଜିଲ୍ଲାରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଜିଲ୍ଲାରେ 354 ଜଣ ରେଗୁଲାର ପରୀକ୍...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us