ନୂଆଦିଲ୍ଲୀ,: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ଓ ଚେତନ ଚୌହାନଙ୍କ ଦ୍ୱାରା ଆଗତ ମାନହାନି ମାମଲାରେ ଆସନ୍ତା ମାର୍ଚ୍ଚ ୨୧ରେ ହାଜର ହେବା ପାଇଁ ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କୁ ଏହି ମାମଲାରେ ଫେବୃଆରୀ ୨୨ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ସେଦିନ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଦେବା ପାଇଁ କେଜ୍ରିଓ୍ଵାଲ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। କୋର୍ଟ ଆଜି ତାଙ୍କ ଆବେଦନ ଗ୍ରହଣ କରିବା ସହ ଆସନ୍ତା ମାର୍ଚ୍ଚ ୨୧ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାମଲାର ଅନ୍ୟତମ ଅଭିଯୁକ୍ତ ନିଲମ୍ବିତ ବିଜେପି ସାଂସଦ କିର୍ତ୍ତୀ ଆଜାଦଙ୍କୁ ମଧ୍ୟ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁଆରୀ ୩୦ରେ କୋର୍ଟ ଏହି ମାମଲାରେ କେଜ୍ରିଓ୍ଵାଲ ଓ ଆଜାଦଙ୍କୁ ସମନ କରିଥିଲେ।ନୂଆଦିଲ୍ଲୀ,: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ଓ ଚେତନ ଚୌହାନଙ୍କ ଦ୍ୱାରା ଆଗତ ମାନହାନି ମାମଲାରେ ଆସନ୍ତା ମାର୍ଚ୍ଚ ୨୧ରେ ହାଜର ହେବା ପାଇଁ ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କୁ ଏହି ମାମଲାରେ ଫେବୃଆରୀ ୨୨ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ସେଦିନ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଦେବା ପାଇଁ କେଜ୍ରିଓ୍ଵାଲ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। କୋର୍ଟ ଆଜି ତାଙ୍କ ଆବେଦନ ଗ୍ରହଣ କରିବା ସହ ଆସନ୍ତା ମାର୍ଚ୍ଚ ୨୧ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାମଲାର ଅନ୍ୟତମ ଅଭିଯୁକ୍ତ ନିଲମ୍ବିତ ବିଜେପି ସାଂସଦ କିର୍ତ୍ତୀ ଆଜାଦଙ୍କୁ ମଧ୍ୟ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁଆରୀ ୩୦ରେ କୋର୍ଟ ଏହି ମାମଲାରେ କେଜ୍ରିଓ୍ଵାଲ ଓ ଆଜାଦଙ୍କୁ ସମନ କରିଥିଲେ।
ନୂଆଦିଲ୍ଲୀ,: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ଓ ଚେତନ ଚୌହାନଙ୍କ ଦ୍ୱାରା ଆଗତ ମାନହାନି ମାମଲାରେ ଆସନ୍ତା ମାର୍ଚ୍ଚ ୨୧ରେ ହାଜର ହେବା ପାଇଁ ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କୁ ଏହି ମାମଲାରେ ଫେବୃଆରୀ ୨୨ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ସେଦିନ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଦେବା ପାଇଁ କେଜ୍ରିଓ୍ଵାଲ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। କୋର୍ଟ ଆଜି ତାଙ୍କ ଆବେଦନ ଗ୍ରହଣ କରିବା ସହ ଆସନ୍ତା ମାର୍ଚ୍ଚ ୨୧ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାମଲାର ଅନ୍ୟତମ ଅଭିଯୁକ୍ତ ନିଲମ୍ବିତ ବିଜେପି ସାଂସଦ କିର୍ତ୍ତୀ ଆଜାଦଙ୍କୁ ମଧ୍ୟ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁଆରୀ ୩୦ରେ କୋର୍ଟ ଏହି ମାମଲାରେ କେଜ୍ରିଓ୍ଵାଲ ଓ ଆଜାଦଙ୍କୁ ସମନ କରିଥିଲେ।ନୂଆଦିଲ୍ଲୀ,: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ଓ ଚେତନ ଚୌହାନଙ୍କ ଦ୍ୱାରା ଆଗତ ମାନହାନି ମାମଲାରେ ଆସନ୍ତା ମାର୍ଚ୍ଚ ୨୧ରେ ହାଜର ହେବା ପାଇଁ ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କୁ ଏହି ମାମଲାରେ ଫେବୃଆରୀ ୨୨ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ସେଦିନ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଦେବା ପାଇଁ କେଜ୍ରିଓ୍ଵାଲ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। କୋର୍ଟ ଆଜି ତାଙ୍କ ଆବେଦନ ଗ୍ରହଣ କରିବା ସହ ଆସନ୍ତା ମାର୍ଚ୍ଚ ୨୧ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାମଲାର ଅନ୍ୟତମ ଅଭିଯୁକ୍ତ ନିଲମ୍ବିତ ବିଜେପି ସାଂସଦ କିର୍ତ୍ତୀ ଆଜାଦଙ୍କୁ ମଧ୍ୟ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁଆରୀ ୩୦ରେ କୋର୍ଟ ଏହି ମାମଲାରେ କେଜ୍ରିଓ୍ଵାଲ ଓ ଆଜାଦଙ୍କୁ ସମନ କରିଥିଲେ।ନୂଆଦିଲ୍ଲୀ,: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ଓ ଚେତନ ଚୌହାନଙ୍କ ଦ୍ୱାରା ଆଗତ ମାନହାନି ମାମଲାରେ ଆସନ୍ତା ମାର୍ଚ୍ଚ ୨୧ରେ ହାଜର ହେବା ପାଇଁ ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କୁ ଏହି ମାମଲାରେ ଫେବୃଆରୀ ୨୨ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ସେଦିନ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଦେବା ପାଇଁ କେଜ୍ରିଓ୍ଵାଲ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। କୋର୍ଟ ଆଜି ତାଙ୍କ ଆବେଦନ ଗ୍ରହଣ କରିବା ସହ ଆସନ୍ତା ମାର୍ଚ୍ଚ ୨୧ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାମଲାର ଅନ୍ୟତମ ଅଭିଯୁକ୍ତ ନିଲମ୍ବିତ ବିଜେପି ସାଂସଦ କିର୍ତ୍ତୀ ଆଜାଦଙ୍କୁ ମଧ୍ୟ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁଆରୀ ୩୦ରେ କୋର୍ଟ ଏହି ମାମଲାରେ କେଜ୍ରିଓ୍ଵାଲ ଓ ଆଜାଦଙ୍କୁ ସମନ କରିଥିଲେ।