BREAKING

ମଝି ଆକାଶରେ ଆତଙ୍କ, ଯାତ୍ରୀ ବିମାନକୁ ସୁରକ୍ଷା ଦେଲା ବାୟୁସେନା

ନୂଆଦିଲ୍ଲୀ: ଜେଟ୍‌ ଏୟାରେଓ୍ଵଜ୍‌ର ଏକ ବୋଇଂ-୭୭୭ ବିମାନ ୧୬ ଫେବ୍ରୁଆରିରେ ମୁମ୍ବାଇରୁ ଲଣ୍ଡନ ଯାଉଥିବା ବେଳେ ଜର୍ମାନୀର କୋଲେଜନ ସହର ନିକଟରେ ଏୟାର ଟ୍ରାଫିକ୍‌୍‌ କଂଟ୍ରୋଲ (ଏଟିଜ) ସହ ସଂପର୍କ ଛିନ୍ନ ହୋଇଯାଇଥିଲା। ଭାରତୀୟ ବିମାନ ସହିତ ସମସ୍ତ ସଂପର୍କ କଟିଯିବା ଦେଖି ଜର୍ମାନ ବାୟୁସେନା ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଥିଲା। ବାୟୁସେନାର ଯୁଦ୍ଧ ବିମାନଗୁଡ଼ିକ ତତ୍‌୍‌କ୍ଷଣାତ ଜେଟ୍‌ ବିମାନକୁ ସୁରକ୍ଷା ଯୋଗାଇ ଦେଇଥିଲାଏବଂ ପୁନଃ ଏଟିସି ସହ ଏହାର ସଂପର୍କ ସ୍ଥାପନ କରିବାରେ ମଧ୍ୟ ଏହି ବିମାନ ସକ୍ଷମ ହୋଇଥିଲା। ଫଳରେ ଏକ ବଡ଼ ଧରଣର ଅଘଟଣ ଟଳିଯିବା ସହ ବିମାନଟି ସୁରକ୍ଷିତ ଅବତରଣ କରିବାରେ ସମର୍ଥ ହୋଇଥିଲା। ଜେଟ୍‌ ଏୟାରେଓ୍ଵଜ୍‌ର ବିମାନ ସୁରୁଖୁରୁରେ ଲଣ୍ଡନରେ ଅବତରଣ କରିଥିଲା। ଜେଟ୍‌ ଏୟାରେଓ୍ଵଜ୍‌ ପ୍ରବକ୍ତା କହିଛନ୍ତି ଯେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜର୍ମାନୀ ବାୟୁସେନା ଗ୍ରହଣ କରିଥିବା ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଏହି ବିମାନରେ ୩୩୦ ଯାତ୍ରୀ ଏବଂ ୧୫ ଜଣ ପରିଚାଳକ ଦଳ ଥିଲେ।

Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]


More News

Welcome to the interview times, the most popular news portal of odisha and to inspiring the young at heart.

Welcome to the interview times, the most popular news portal of odisha and to inspiring the young at heart.

Welcome to the interview times, the most popular news portal of odisha and to inspiring the young at heart.

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us