BREAKING

କେବେ, କିଭଳି ଓ କେତେ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପିଲେ ମନସ୍କାମନା ପୂର୍ଣ୍ଣହୁଏ

ପୁରାଣ ଓ ଶାସ୍ତ୍ରରେ ବହୁ ପ୍ରଭାବଶାଳୀ ମନ୍ତ୍ରର ଉଲ୍ଲେଖ ରହିଛି। ସେଥିମଧ୍ୟରୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଅନ୍ୟତମ। ପୁରାଣରେ ଅଛି, ଯଦି ଭଗବାନ ଶିବଙ୍କୁ ଆପଣ ପ୍ରସନ୍ନ କରିବାକୁ ଚାହାନ୍ତି ତେବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଆପଣଙ୍କ ପାଇଁ ବେଶ୍‌ ସହାୟକ ହୋଇବ ।ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଯଦି କୌଣସି ବ୍ୟକ୍ତି ଏହି ମନ୍ତ୍ରକୁ ସୋମବାର, ଚତୁର୍ଦ୍ଦଶୀ, ମହାଶିବରାତ୍ରି କିମ୍ବା ପ୍ରତ୍ୟେକ ଦିନ ଜପ କରନ୍ତି ତେବେ ତାର ମନସ୍କମନା ପୂର୍ଣ୍ଣ ହୋଇଥାଏ । ଆସନ୍ତୁ ଜାଣିବା କେଉଁପରି ଭାବରେ ଓ କେତେଥର ଏହି ମନ୍ତ୍ରକୁ ଜପ କରିଲେ କି ପ୍ରକାର ଫଳ ପ୍ରାପ୍ତି ହୋଇଥାଏ। ଶିବପୁରାଣ ଅନୁସାରେ ଶିବଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଯଦି କେହି ଶିବଭକ୍ତ ସଂପୂର୍ଣ୍ଣ ସମର୍ପିତ ଭାବେ ନିର୍ଭୁଲ ଭାବେ ୧ଲକ୍ଷ ଥର ଜପ କରନ୍ତି ତେବେ ସେହି ବ୍ୟକ୍ତିର ଶରୀର ସଂପୂର୍ଣ୍ଣ ଭାବରେ ପବିତ୍ର ହୋଇଥାଏ । ଯଦି କେହି ଶିବଭକ୍ତ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨ଲକ୍ଷ ଥର ଜପ କରେ ତେବେ ତାଙ୍କୁ ତାଙ୍କର ପୂର୍ବ ଜନ୍ମ ବିଷୟରେ ଜଣା ପଡ଼ିଥାଏ । ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ନିର୍ଭୁଲ ଭାବେ ୩ ଲକ୍ଷ ଥର ଜପ କରିବା ଦ୍ୱାରା ବ୍ୟକ୍ତିକୁ ତାହାର ମନ ମୁତାବକ ସମସ୍ତ ସୁଖ ସୁବିଧା ଏବଂ ଦ୍ରବ୍ୟ ପ୍ରାପ୍ତ ହୋଇଥାଏ । ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ କୌଣସି ଶିବଭକ୍ତ ତାଙ୍କର କାୟ-ମନ-ବାକ୍ୟର ସହିତ ୪ଲକ୍ଷ ଥର ଜପ କରନ୍ତି ତ ଭଗବାନ ଶିବ ସ୍ୱୟଂ ପ୍ରକଟ ହୋଇ ସେହି ବ୍ୟକ୍ତିର ସ୍ୱପ୍ନରେ ଦେଖା ଦେଇଥାନ୍ତି । ଏଥିସହିତ ସେ ତାଙ୍କ ଭକ୍ତଙ୍କୁ ତାଙ୍କର ମନ ଚାହୁଁଥିବା ବର ମଧ୍ୟ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]


More News

Welcome to the interview times, the most popular news portal of odisha and to inspiring the young at heart.

Welcome to the interview times, the most popular news portal of odisha and to inspiring the young at heart.

Welcome to the interview times, the most popular news portal of odisha and to inspiring the young at heart.

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us