କଟକ: ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ (ଟିଟି) ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପୂର୍ବରୁ ଷ୍ଟାଡିୟମର ଭିତ୍ତିଭୂମି ଓ ଆବଶ୍ୟକୀୟ ବ୍ୟବସ୍ଥା ଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ସଚିବ ବିଶାଲ ଦେବ ଏଠାକୁ ଆସିଥିଲେ। ଷ୍ଟାଡିୟମର ଆଭ୍ୟନ୍ତରୀଣ ଢାଞ୍ଚାରେ କିଛିଟା ପରିବର୍ତ୍ତନ ଆଣିବା ପାଇଁ ଚିନ୍ତା କରାଯାଉଥିବା ଜଣାପଡ଼ିଛି। ଆନ୍ତର୍ଜାତୀୟ ପ୍ରତିଯୋଗିତା ହେଉଥିବାରୁ ଖେଳାଳି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବସିବା ସ୍ଥାନକୁ ଆନ୍ତର୍ଜାତିକମାନର କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିସ୍ଥାନରେ ସୋଫା, ଟିଭି ଇତ୍ୟାଦି ରହିବ। ତେବେ ବର୍ଷା ଦିନ ଥିବାରୁ ଛାତରୁ ପାଣି ଗଳିବା ସମସ୍ୟା ଆସିପାରେ। ତେଣୁ ଛାତକୁ ମଧ୍ୟ ଭଲଭାବେ କଭର କରାଯିବ। ମେଡିକାଲ୍ ରୁମ୍, ପ୍ରତିଯୋଗିତା ନିର୍ଦ୍ଦେଶକ ଓ ବୈଷୟିକ ଅଧିକାରୀଙ୍କ ପାଇଁ ସମସ୍ତ ରୁମ୍ଗୁଡ଼ିକୁ ଭଲ ଭାବରେ ପ୍ରସ୍ତୁତ କରାଯିବ।
ଅନ୍ୟପକ୍ଷରେ ଆନ୍ତର୍ଜାତିକ ମହାସ˚ଘର ନିୟମାବଳୀ ଅନୁଯାୟୀ, ମ୍ୟା...
Prime Odisha April 13, 2021, 6:56 pm 362 Views
ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ମାସରେ ଭାରତରେ ପ୍ରଥମ ରାଫେଲ ବିମାନ ପହଞ୍ଚିବ ବୋଲି ଭାରତୀୟ ବାୟୁସେନା ସ୍ପଷ୍ଟ କରିଛି । ଫ୍ରାନ୍ସରେ ହିଁ ଏହି ବିମାନର ଡେଲିଭରୀ ନିଆଯିବ ଓ ଏହାପରେ ତାହାକୁ ଭାରତ ଅଣାଯିବ । ପରବର୍ତ୍ତି ସମୟରେ ଅଧିକ ସଂଖ୍ୟକ ରାଫେଲ ବିମାନ ଆସିଲେ ଏଗୁଡ଼ିକୁ ହରିୟାନାର ଅମ୍ବାଲା ଓ ପଶ୍ଚିମବଙ୍ଗର ହାସିମପୁରାଠାରେ ମୃତୟନ କରାଯିବାର ସମ୍ଭାବନା ରହିଛି ।
ଗତ ଡିସେମ୍ବର ମାସରେ ସରକାର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ କରିଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସାଁ ଆଭିଏସନକୁ ପ୍ରଦାନ କରିବେ । ଏ ସଂପର୍କରେ ନ୍ୟୁଜ ଏଜେନ୍ସି ଏଏନଆଇ ଏକ ରିପୋର୍ଟ ପ୍ରକାଶ କରିଛି ।
ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।...
Prime Odisha April 13, 2021, 6:56 pm 905 Views
କେପ୍ କାନାବେରାଲ୍: ଏକ ନିକଟତମ ଜ୍ୟୋତିଷ୍କ ଚାରିପଟେ ୭ଟି ପୃଥିବୀ ଆକାର ଗ୍ରହ ପ୍ରଦକ୍ଷିଣ କରୁଥିବାର ଆବିଷ୍କାର କରିଛନ୍ତି ଜ୍ୟୋତିର୍ବିଜ୍ଞାନୀମାାନେ। ବୁଧବାର ଦିନ ବେଲ୍ଜିଆନ୍ ନେତୃତ୍ୱାଧୀନ ଦଳେ ଗବେଷକ ଏହା ଘୋଷଣା କରିଛନ୍ତି।
ନାସା ମତରେ, ଆକ୍ୱାରିୟସ୍ ନକ୍ଷେତ୍ର ମଣ୍ଡଳଠାରୁ ୪୦ ଆଲୋକବର୍ଷରୁ କମ୍ ଦୂରତାରେ ଏହି ଗ୍ରହପୁଞ୍ଜ ଅବସ୍ଥିତ।
ଟ୍ରାପ୍ପିଷ୍ଟ୍-୧ ନାମକ ଏକ ତେଜହୀନ ବାମନ ନକ୍ଷତ୍ର ଚାରିପାଖରେ ଏ ଗ୍Ğ...
Prime Odisha April 13, 2021, 6:56 pm 556 Views
ପୁନେ: ପୁନେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ପଡ଼ିଆରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ରେ ଟସ୍ ଜିଣି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଦଳର ପ୍ରଥମ ଉିକେଟ୍ର ପତନ ଘଟିଛି। ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଓ୍ଵାର୍ନର ୩୮ ରନ କରି ଉମେଶ ଯାଦବଙ୍କ ବଲ୍ରେ ବୋଲ୍ଡ ଆଉଟ୍ ହୋଇ ପାଭିଲିୟନ ଫେରିଯାଇଛନ୍ତି। ଅଷ୍ଟ୍ରେଲିଆ ୨୭.୨ ଓଭରରେ ୮୨ ରନ୍ କରି ତାର ପ୍ରଥମ ଉଇକେଟ ହରା...
Prime Odisha April 13, 2021, 6:56 pm 338 Views
ପୁରାଣ ଓ ଶାସ୍ତ୍ରରେ ବହୁ ପ୍ରଭାବଶାଳୀ ମନ୍ତ୍ରର ଉଲ୍ଲେଖ ରହିଛି। ସେଥିମଧ୍ୟରୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଅନ୍ୟତମ। ପୁରାଣରେ ଅଛି, ଯଦି ଭଗବାନ ଶିବଙ୍କୁ ଆପଣ ପ୍ରସନ୍ନ କରିବାକୁ ଚାହାନ୍ତି ତେବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଆପଣଙ୍କ ପାଇଁ ବେଶ୍ ସହାୟକ ହୋଇବ ।ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଯଦି କୌଣସି ବ୍ୟକ୍ତି ଏହି ମନ୍ତ୍ରକୁ ସୋମବାର, ଚତୁର୍ଦ୍ଦଶୀ, ମହାଶିବରାତ୍ରି କିମ୍ବା ପ୍ରତ୍ୟେକ ଦିନ ଜପ କରନ୍ତି ତେବେ ତାର ମନସġ...
Prime Odisha April 13, 2021, 6:56 pm 292 Views
ନୂଆଦିଲ୍ଲୀ: ଜେଟ୍ ଏୟାରେଓ୍ଵଜ୍ର ଏକ ବୋଇଂ-୭୭୭ ବିମାନ ୧୬ ଫେବ୍ରୁଆରିରେ ମୁମ୍ବାଇରୁ ଲଣ୍ଡନ ଯାଉଥିବା ବେଳେ ଜର୍ମାନୀର କୋଲେଜନ ସହର ନିକଟରେ ଏୟାର ଟ୍ରାଫିକ୍୍ କଂଟ୍ରୋଲ (ଏଟିଜ) ସହ ସଂପର୍କ ଛିନ୍ନ ହୋଇଯାଇଥିଲା। ଭାରତୀୟ ବିମାନ ସହିତ ସମସ୍ତ ସଂପର୍କ କଟିଯିବା ଦେଖି ଜର୍ମାନ ବାୟୁସେନା ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଥିଲା। ବାୟୁସେନାର ଯୁଦ୍ଧ ବିମାନଗୁଡ଼ିକ ତତ୍୍କ୍ଷଣାତ ଜେଟ୍ ବିମାନକୁ ସୁରକ୍...
Prime Odisha April 13, 2021, 6:56 pm 360 Views
ଆହ୍ଲାବାଦ: ରାସ୍ତାରେ ଯାଉ ଯାଉ ବେଳେବେଳେ ଏମିତି ଦୃଶ୍ୟ ଉପରେ ଆଖି ପଡେ, ଯେଉଁଠାରେ ପାଦ ଆପଣା ଛାଏଁ ଅଟକି ଯାଇଥାଏ। ତେବେ ଆହ୍ଲାବାଦର ରାସ୍ତା କଡ଼ରେ ୬୦ ବର୍ଷିୟ ବୃଦ୍ଧ ରାମ ବାବୁଙ୍କ ପକୁଡ଼ି ଛଣା ମଧ୍ୟ ଏହି ଶ୍ରେଣୀର। ରାମ ବାବୁଙ୍କ ପକୁଡ଼ି ଖାଇବାକୁ ତାଙ୍କ ଦୋକାନରେ ଲୋକଙ୍କ ଯେତିକି ଭିଡ଼ ଜମି ଥାଏ, ତାହା ଠାରୁ ଅଧିକ ତାଙ୍କର ଗରମ ତେଲରେ ପକୁଡ଼ି ଛଣା କୌଶଳ ଦେଖିବା ପାଇଁ ଲୋକମାନେ ଆସି ସେଠାରେ ପହଞ୍ଚି ଥାଆନ୍ତି।
ଗରମ କଡ଼େଇରେ ଗରମ ତେଲ ...
Prime Odisha April 13, 2021, 6:56 pm 157 Views
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସୂଚନା ପ୍ରଯୁକ୍ତି କଂପାନି ଇନ୍ଫୋସିସ୍ର ଜଣେ ହ୍ଵିସିଲ୍ବ୍ଲୋୟର ନିକଟରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖି ଇନ୍ଫୋସିସ୍ରେ ଚାଲିଥିବା ଅନିୟମିତତା ବିଷୟରେ ଜଣାଇଛନ୍ତି। ଏହି ଚିଠିରେ ଇନ୍ଫୋସିସ୍ର ନିର୍ଦେଶକ ବୋର୍ଡ ଓ ସିଇଓ ବିଶାଲ ସିକ୍କାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରାଯାଇଛି। ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରୁଛି ସେବି। ଯଦି କିଛି ପ୍&...
Prime Odisha April 13, 2021, 6:56 pm 930 Views
ପୁରୀ : ପୁରୀ ସଦର ଥାନା ଅନ୍ତର୍ଗତ ବନ୍ଦାଳ ଛକରେ ୨୦୧୧ ମସିହାରେ ହୋଇଥିବା ଅମିତ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ନିହାର ରଂଜନ ପ୍ରଧାନ ଓରଫ ମିଟୁକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଜିଲ୍ଲା ଦୌରାଜଜ୍ ଅଶ୍ୱିନୀ ମହାପାତ୍ର ୨୪ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ରାୟ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଓକିଲ ବିଜୟ ମିଶ୍ର ଓ ପ୍ରଦୀପ ଦାସ ପରିଚାଳନା କରିଥିଲେ। ତେବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତର ସହଯୋଗୀ ବ...
Prime Odisha April 13, 2021, 6:56 pm 986 Views
କଟକ : ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିବା ଆଇଏଏସ୍ ଅଫିସର ପାର୍ଥସାରଥୀ ମିଶ୍ରଙ୍କ ଜାମିନ୍ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଖାରଜ କରିଛନ୍ତି। ଅନ୍ୟପଟେ ଜାମିନ ଖାରଜ ପରେ ସେ ଜେଲ୍ରେ ରହିବା ସ୍ପଷ୍ଟ ହୋଇଯାଇଥିବାରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
ଆଜି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଶ୍ରୀ ମିଶ୍ରଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ସମୟରେ ଭିଜିଲାନ୍ସ ପକ୍ଷରୁ କେସ୍ ଡାଏରି ସହିତ ଏ ପର୍ଯ୍ୟନ୍ତ ତ...
Prime Odisha April 13, 2021, 6:56 pm 232 Views
ଭୁବେନଶ୍ୱର: ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଫଳାଫଳ ନେଇ ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଆଗକୁ ବଡ ପରିବର୍ତ୍ତନର ପଦଧ୍ୱନି ଶୁଣିବାକୁ ମିଳିବ । ପ୍ରଜାତନ୍ତ୍ରରେ ଯେଉଁମାନେ ଅହଙ୍କାର ଦେଖାନ୍ତି ଲୋକେ ତାଙ୍କୁ ବାଛି ବାଛି ଦଣ୍ଡ ଦିଅନ୍ତି । କେବଳ ଏତିକି ନୁହେଁ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ମୁଖ୍ୟପାତ୍ର ଶଶିଭୂଷଣ ବେହେରାଙ୍କୁ ମଧ୍ୟ ଟାର...
Prime Odisha April 13, 2021, 6:56 pm 363 Views
ଭୁବନେଶ୍ୱର : ଯୁକ୍ତ୨ ଏବଂ ଯୁକ୍ତ୩ କଲେଜରେ ନାମଲେଖା ବେଳେ ନଜର ରଖିବ ସିସିଟିଭି। କଲେଜରେ ଖୋଲା ହେବାକୁ ଥିବା ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍(ସାମ୍ସ) କେନ୍ଦ୍ରର କମନ୍ ଆପ୍ଲିକେସନ ଫର୍ମ (ସିଏଏଫ୍) ଦାଖଲ ହେଉଥିବା ସ୍ଥାନରେ ସିସିଟିଭି ଲାଗିବ। ଉଭୟ ଯୁକ୍ତ୨ ଏବଂ ଯୁକ୍ତ୩ କଲେଜ କର୍ତୃପକ୍ଷ ଏଦିଗରେ ପଦକ୍ଷେପ ନେବେ। ସାମ୍ସ ଫଣ୍ଡ ନ ହେଲେ ଇ-ଗଭର୍ଣ୍ଣାନ୍ସ ଫଣ୍ଡରୁ କ୍ୟାମେରା ଲଗାଇବା ଲାଗି କଲେଜ କର୍ତୃପ...
Prime Odisha April 13, 2021, 6:56 pm 821 Views
ନୂଆଦିଲ୍ଲୀ: ଏକ ୬୫୦୦ ଶବ୍ଦବିଶିଷ୍ଟ ପୋଷ୍ଟରେ ଫେସ୍ବୁକ୍ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ବିଶ୍ୱବାସୀଙ୍କୁ ତାଙ୍କ ଗ୍ଲୋବାଲ ମିଶନ୍ ବିଷୟରେ ସୂଚିତ କରିଛନ୍ତି। ଏହି ପୋଷ୍ଟରେ ଜୁକରବର୍ଗ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦାହରଣ ଦେବାକୁ ଯାଇ କହିଛନ୍ତି ଯେ ସୋସିଆଲ ମିଡିଆର ବ୍ୟବହାର କରି ମୋଦି ଯେଭଳି ଲୋକଙ୍କୁ ଏକତ୍ର କରିଛନ୍ତି, ତାହା ସମସ୍ତେ ଶିଖିବା ଉଚିତ। ମୋଦି ସରକାରଙ୍କଠାରୁ ସୋସିଆଲ ...
Prime Odisha April 13, 2021, 6:56 pm 847 Views
ପୋର୍ଟବ୍ଲେୟାର: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଥିବା ଭାରତର ଏକମାତ୍ର ଜୀବନ୍ତ ଆଗ୍ନେୟଗିରି ୧୫୦ବର୍ଷ ପରେ ସକ୍ରିୟ ହୋଇ ଲାଭା ଉଦ୍ଗୀରଣ କରିଛି। ଆଗ୍ନେୟଗିରିରୁ ଲାଭା ଓ ଧୁଆଁ ଉଦ୍ଗୀରଣ ହେବା ଚିନ୍ତାର କାରଣ ହୋଇପାରେ ବୋଲି ଗୋଆର ଜାତୀୟ ସମୁଦ୍ରବିଜ୍ଞାନ ପ୍ରତିଷ୍ଠାନ(ଏନ୍ଆଇଓ)ର ବୈଜ୍ଞାନିକଙ୍କ ନେତୃତ୍ୱ ନେଉଥିବା ଅଭୟ ମୁଧୋଲକର କହିଛନ୍ତି। ଗତମାସରେ ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପ୍ରତିଷ୍ଠାନ(ସିଏସ୍ଆ...
Prime Odisha April 13, 2021, 6:56 pm 393 Views
ବୁଏନ୍ଏସାୟରିସ୍: ୧୯୪୦ ମସିହାଠାରୁ ଆର୍ଜେଣ୍ଟିନା ଓ ଚିଲି ଆଣ୍ଟାର୍କଟିକା ଉପରେ ନିଜର ଦାବି କରି ଆସୁଛନ୍ତି। ଏଠାରେ ଥିବା କୋଇଲା ଓ ବିଭିନ୍ନ ଖଣିଜ ଦ୍ରବ୍ୟକୁ ହାତେଇବା ବା ପାଇଁ ଉଭୟ ଦେଶ ଏମିତି କରିୁଛନ୍ତି।
୧୯୭୭ ମସିହାରେ ଆଣ୍ଟର୍କଟିକା ଉପରେ ଦାବି ଜଣାଇବା ପାଇଁ ଆର୍ଜେଣ୍ଟିନା ଜଣେ ୭ ମାସର ଗର୍ଭବତୀ ମହିଳାଙ୍କୁ ସେଠାକୁ ପଠାଇଥିଲା। ସିଲ୍ଭିଆ ମାରେଲୋ ଡେ ପାଲମାଙ୍କୁ ବିମାନ ଯୋଗେ ଆଣ୍ଟର୍କଟିକା ନିଆଯାଇଥିଲା। ଜାନୁଆ...
Prime Odisha April 13, 2021, 6:56 pm 886 Views
ନୂଆଦିଲ୍ଲୀ,: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ଓ ଚେତନ ଚୌହାନଙ୍କ ଦ୍ୱାରା ଆଗତ ମାନହାନି ମାମଲାରେ ଆସନ୍ତା ମାର୍ଚ୍ଚ ୨୧ରେ ହାଜର ହେବା ପାଇଁ ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କୁ ଏହି ମାମଲାରେ ଫେବୃଆରୀ ୨୨ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ସେଦିନ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଦେବା ପାଇଁ କେଜ୍ରିଓ୍ଵğ...
Prime Odisha April 13, 2021, 6:56 pm 483 Views