ନୂଆଦିଲ୍ଲୀ, ୧୬।୦୭ : ଓଲା ନିଜର ବହୁ ପ୍ରତିକ୍ଷୀତ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ୍ କରିବାକୁ ଯାଉଛି । ଏହାର ବିକ୍ରି ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ ଆରମ୍ଭ ହେବ । ତେବେ ସ୍କୁଟରର ବୁକିଂ ଆରମ୍ଭ ହୋଇଯାଇଛି । ଇଚ୍ଛୁକ ଗ୍ରାହକ କମ୍ପାନୀର ଓ୍ୱେବସାଇଟରେ ଏହାକୁ ଅନଲାଇନ୍ ବୁକିଂ କରିପାରିବେ । ଏହି ସ୍କୁଟର ଆଥର୍ ୪୫୦ ଏକ୍ସ, ଆଇକ୍ୟୁବ୍ ଓ ବଜାଜ ଚେତକକୁ କ଼ଡା ଟକ୍କର ଦେବ ।
ନିକଟରେ ଓଲାର ମୁଖ୍ୟ ଭବିଷ ଅଗ୍ରଓ୍ୱାଲ କହିଥିଲେ ଯେ, ସେ ଅପକମିଂ ସ୍କୁଟରର ଅନେକ ଫିଚର୍ସ ବାବଦରେ ଖୁଲାସା କରିଛନ୍ତି । କମ୍ପାନୀର ଗ୍ରୁପ୍ ସିଇଓ ଟ୍ୱିଟରରେ ଘୋଷଣା କରିଥିଲେ ଯେ, ଏଥିରେ ସବୁଠୁ ଅଧିକ ବୁଟ୍ ସ୍ପେସ୍, ଆପ୍ ଆଧାରିତ କିଲେସ୍ ଆକ୍ସେସ୍ ଓ ସେଗମେଣ୍ଟ୍ ଭଳି ସୁବିଧା ମିଳିବ । ...
Prime Odisha July 16, 2021, 8:51 am 609 Views
ନୂଆ ଦିଲ୍ଲୀ: ମାଇକ୍ରୋସଫ୍ଟର ଏକ ବଡ ଇଭେଣ୍ଟରେ ଆଜି କମ୍ପାନୀ ଏକ ନୂତନ ଅପରେଟିଂ ସିଷ୍ଟମ୍ ୱିଣ୍ଡୋଜ୍ ୧୧ ଲଞ୍ଚ କଲା । ୱିଣ୍ଡୋଜ୍ ୧୧ରେ ଅନେକ ନୂଆ ଫିଚର୍ସ ମଧ୍ୟ ଦିଆଯାଇଛି । ୱିଣ୍ଡୋଜ୍ ୧୧ ସହିତ କମ୍ପାନୀ ଏହି ଅପରେଟିଂ ସିଷ୍ଟମକୁ ଏକ ନୂଆ ଲୁକ୍ ଦେଇଛି । କେବଳ ସେତିକି ନୁହେଁ ନୂଆ ଥିମ୍, ନୂଆ ଫିଚର୍ସ ସହିତ ଏଥିରେ ଗ୍ରାଫିକ୍ସ ମଧ୍ୟ ଅଲଗା ରହିବ । ଟାସ୍କ ବାର୍ର ଡିଜାଇନ୍ ସଂପୂର୍ଣ୍ଣ ରୂପେ ଡିଜାଇନ୍ ବଦଳିଭା ସହ ଆଇକନ୍ ଗୁଡିକ ସେଣ୍ଟରରେ ରହିଛି । ଫାଇଲ୍ ମ୍ୟାନେଜମେଣ୍ଟ ପାଇଁ ନୂଆ ଫିଚର୍ସ ଦିଆଯାଇଛି | ଫାଇଲଗୁଡ଼ିକ ପାଇଁ ଏକ ଅଲଗା ବିକଳ୍ପ ରହିବ | ଫୋନ୍ ସହିତ କନେକ୍ଟିଭିଟି ଭଲ ରହିଥିବାରୁ ଫୋନର କାମ ସିଧାସଳଖ କମ୍ପ୍ୟୁଟରରେ କରାଯାଇପାରିବ । ମଲ୍ଟି ଟାସ୍କିଂ ...
Prime Odisha June 25, 2021, 8:46 am 571 Views
ଭୁବନେଶ୍ୱର: ଦେଶର ଅଗ୍ରଣୀ ନବରତ୍ନ କମ୍ପାନୀ ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରେଶନ(ଏନ୍ଟିପିସି)କୁ ପ୍ରଥମ ଥର ପାଇଁ ୨୦୨୧-ରାଷ୍ଟ୍ର ନିର୍ମାତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ନିଯୁକ୍ତିଦାତାର ସମ୍ମାନ ମିଳିଛି। ସେହିଭଳି ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା କ୍ରମାଗତ ୧୫ ବର୍ଷ କାର୍ଯ୍ୟ ଲାଗି ଶ୍ରେଷ୍ଠ କାର୍ଯ୍ୟସ୍ଥଳର ମାନ୍ୟତା ମଧ୍ୟ ମିଳିଛି। ଭାରତରେ ଏନ୍ଟିପିସି ଏକମାତ୍ର ପିଏସ୍ୟୁ ଯାହା ଦେଶର ଶ୍ରେଷ୍ଠ କାର୍ଯ୍ୟସ୍ଥଳ ଭାବେ ଲଗାତର ସମ୍ମାନିତ ହୋଇଆସୁଛି। ୫୦ଟି ସଂସ୍ଥାରୁ ଏନ୍ଟିପିସି ଚଳିତବର୍ଷ ୩୮ ତମ ଶୀର୍ଷ ସ୍ଥାନରେ ରହିଛି। ସେହିପରି ଚଳିତବର୍ଷ ଏନ୍ଟିପିସି ଭାରତରେ ଶ୍ରେଷ୍ଠ ନିଯୁକ୍ତିଦାତା ସମ୍ମାନ ଲାଗି ମଧ୍ୟ ମନୋ...
Prime Odisha June 20, 2021, 6:49 am 233 Views
Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.
Contact Us : [email protected]